Browsing Category

ଢେଙ୍କାନାଳ

ଭୁବନ ଅଞ୍ଚଳରେ ମହାବିଷୁବ ସଂକ୍ରାନ୍ତି,ଝାମୁ ଯାତ୍ରା ଓ ହନୁମାନ ଜୟନ୍ତୀ ପାଳିତ !

ଢ଼େଙ୍କାନାଳ : ଭୁବନ ଅଞ୍ଚଳରେ ମହାବିଷୁବ ପଣା ସଂକ୍ରାନ୍ତି,ଝାମୁ ଯାତ୍ରା ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ଙ୍କ ପୀଠରେ ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ୱର ଙ୍କୁ ଦର୍ଶନ
Read More...

ଗୁଣ୍ଡିଚାପଡ଼ା ଠାରେ ଭାଇଚାରାର ପର୍ବ ଇଦୁଲ ଫିତର ପାଳିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମ୍ମଦିୟା ମୁସଲିମ ଜାମେ ମସଜିଦ ଠାରେ ପାଳନ ହୋଇ ଯାଇଅଛି ତ୍ୟାଗ ତପସ୍ୟା ତଥା ଭାଇଚାରାର ପର୍ବ ଇଦୁଲ ଫିତର।ଏହି ଅବସରରେ ମୌଲବୀ ଇସ୍ରାଫିଲ ଖାଁ ଇଦ୍ ନମାଜ ପାଠ କରାଇଥିଲେ ତଥା ଧର୍ମ ଉପଦେଶ ଦେଇ ଇଦୁଲ ଫିତରର ମହାନ ଉଦ୍ଦେଶ୍ୟ ଉପରେ ଆଲୋକପାତ
Read More...

ମୀନାବଜାର ମଉଡମଣି ରାଜଲକ୍ଷ୍ମୀ ଓ ଶ୍ରୀ ଦୋଳଗୋବିନ୍ଦଜୀଉଙ୍କର ନୂତନ ମନ୍ଦିର ନିର୍ମାଣର ଶିଳାନ୍ୟାସ !

ଢେଙ୍କାନାଳ : ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବାଜରର ମା' ରାଜଲକ୍ଷ୍ମୀ ଓ ଶ୍ରୀଦୋଳଗୋବିନ୍ଦଜୀଉଙ୍କର ନୂତନ ମନ୍ଦିର ନିର୍ମାଣର ଶିଳାନ୍ୟାସ ପୂଜା ଓ ଶୁଭପ୍ରସ୍ତର ସ୍ଥାପନ ନୀତିକାନ୍ତି ଅଦ୍ୟତା.୧୧.୦୪.୨୦୨୪ରିଖ ଗୁରୁବାର ଦିନ ମୁଖ୍ୟ ପୂଜକ ନରୋତମ ଦାସ ଓ ରବି ନନାଙ୍କ
Read More...

ଭୁବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ର ସର୍ବ ପୁରାତନ ଘରୋଇ ବିଦ୍ୟାଳୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୫ ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହୃଷୀକେଶ ସାହୁ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ରତିକାନ୍ତ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପୂରାତନ ଛାତ୍ର ସଂଘ ତରଫରୁ ପଚିଶ ତମ ପ୍ରତିଷ୍ଠା ଉତ୍ସବ ପାଳନ !

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଠାରେ ଅବସ୍ଥିତ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ ପୂରାତନ ଛାତ୍ର ସଂଘ ତରଫରୁ ପଚିଶ ତମ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଉତ୍ସବ ଆରମ୍ଭରେ ରନ୍ ଫର୍ ଫନ୍ କାର୍ଯ୍ୟକ୍ରମ ରେ ଶତାଧିକ ପୂରାତନ ଛାତ୍ର ଛାତ୍ରୀ
Read More...

ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଳଛତ୍ର !

ଢେଙ୍କାନାଳ : ଢେଙ୍କାନାଳ ସହରରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍‌.ସି.ସି. ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କର ସହଯୋଗ କ୍ରମେଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଦିବସରେ ବିଦ୍ୟାଳୟର
Read More...

ଗଜମରା ଗ୍ରାମରେ ବାରୁଣୀ ଯାତ୍ରା !

ଢେଙ୍କାନାଳ : ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ବାରୁଣୀ ଯାତ୍ରା ରେ ଦେଓପଡା, ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ୱାରାସାହି ପରିକ୍ରମା କରିଥିଲେ । ବାଜା, ବାଣ, ରୋଷଣୀ ଓ ଲଉଡ଼ି ବାଡି ଖେଳ ଓ ଚାଙ୍ଗୁବାଦ୍ୟ ଦ୍ୱାରା
Read More...

ବରା ଦିବସ ପାଳନ କଲା ସଚେତନ ନାଗରିକ ଫୋରମ୍ !

ଢ଼େଙ୍କାନାଳ : ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ବରା ଦିବସ ଅପ୍ରେଲ ୭ ତାରିଖ ଦିନ ସକାଳ ୮ ଘଟିକା ବେଳେ ସୂର୍ଯ୍ୟ କନଭେସନ ଠାରେ ଫୋରମ୍‌ର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେୃତ୍ୱରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୌରାଧ୍ୟକ୍ଷା
Read More...

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଚିତଲପୁର ଗ୍ରାମରେ ସ୍ତମ୍ଭେଶ୍ୱରୀ ସଂସ୍କୃତି ।

ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ବରୀ ସଂସ୍କୃତି ଚତୁର୍ଥ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ପଶ୍ଚିମ ଓଡିଶା ଓ ଗଞ୍ଜାମ ପ୍ରାନ୍ତରେ ଏହି ସଂସ୍କୃତିର ବହୁଳ ଭାବେ ପ୍ରସାର ଓ ପ୍ରସିଦ୍ଧି ହୋଇଥିଲା । ପଥରଖମ୍ବ କୁ ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ବରୀ ଦେବୀ ଙ୍କ ପ୍ରତୀକ ଭାବେ ମାନୁଥିଲେ ।
Read More...

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ : ୧୭୩ ୟୁନିଟ ରକ୍ତ ସଂଗ୍ରହ !

ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ରେ ଦେଖା ଦେଇଥିବା ରକ୍ତ ଅଭାବଜନିତ ସମସ୍ୟା ର ସମାଧାନ ପାଇଁ ଆଗେଇ ଆସିଛି ସାଇ ସତସଙ୍ଗ ସେବା ଟ୍ରଷ୍ଟ । ଟ୍ରଷ୍ଟ ତରଫରୁ ସ୍ଥାନୀୟ ଟାଉନ ହଲ ପରିସର ରେ ରବିବାର ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବହୁ ସ୍ବେଛାକୃତ ରକ୍ତଦାତା
Read More...