Browsing Category

ଖେଳ

କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିକ୍ଷା ସମସ୍ତଙ୍କ ପାଇଁ ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ମିନି ମାରାଥନ…

ଢେଙ୍କାନାଳ : କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ପକ୍ଷରୁ ପକ୍ଷରୁ ଶିକ୍ଷା ସମସ୍ତଙ୍କ ପାଇଁ ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ମହାସମାରୋହରେ ବର୍ଣ୍ଣାଢ଼୍ୟ ମିନି ମାରାଥନ ବାଜିଚୌକ ଛକ ( ସହିଦ ବାଜିରାଉତ ସ୍ମୃତି ସ୍ତମ୍ଭ ) ନିକଟରୁ ବାହାରି ଢେଙ୍କାନାଳ ଟାଉନ୍ ପରିକ୍ରମା କରି ମିନି
Read More...

ରାଜ୍ୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥାନୀୟ ଇନ୍‌ଡୋର୍ ହଲ୍ ଠାରେ ୪ର୍ଥ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଂଟନ ପ୍ରତିଯୋଗିତାଢେଙ୍କାନାଳ ଜିଲ୍ଲା ବ୍ୟାଡ୍‌ମିଂଟନ ଆସୋସିଏସନ୍ ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ଦୁଇଦିନିଆପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଜ୍ୟ ର‌୍ୟାଙ୍କ ହୋଲ୍‌ଡର
Read More...

ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ !

ଢ଼େଙ୍କାନାଳ : ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ୫୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଧାନଶିକ୍ଷିକା ନାରାୟଣ ରଣା ଅତିଥି ଭାବେ ଯୋଗଦେଇ ଦୁଇ ଦିନିଆ କ୍ରୀଡା ଉତ୍ସବ କୁ ଉଦଯାପନ କରିଥିଲେ ।ସମ୍ମାନୀତ ଅତିଥି ଭାବେ
Read More...

ଆମେଚର ତାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଶୀତ କାଳୀନ ନିଶୁକ୍ଳ ଶିବିର ଉଦଯାପିତ !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଗୁରୁକୁଳ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହରର ତହସିଲ କାର୍ଯ୍ୟାଳୟ ସମ୍ମୁଖ ସ୍ପୋର୍ଟ କମ୍ପ୍ଲେକ୍ସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗତ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ
Read More...

ଢ଼େଙ୍କାନାଳ ପୁଅ ଦେବାଂଶ ଓଡ଼ିଶା ପାଇଁ ଗୌରବ ଆଣିଲେ : ଜାତୀୟ ରୋଲର୍‌ ସ୍କେଟିଂ ଚାମ୍ପିୟନସିପ୍‌ରେ ଜିତିଲେ କାଂସ୍ୟ…

ଢ଼େଙ୍କାନାଳ : ତାମିଲନାଡୁର ଚେନ୍ନାଇ ଠାରେ ଡିସେମ୍ବର ୧୫ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ୬୧ତମ ଜାତୀୟ ରୋଲର୍‌ ସ୍କେଟିଙ୍ଗ୍‌ ଚାମ୍ପିୟନସିପ୍‌ ଅନୁଷ୍ଠିତ ହୋଇଯାଇଛି । ଏହି  ଜାତୀୟ ରୋଲର ସ୍ପିଡ୍‌ ସ୍କେଟିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିବାରେ ଏ .ଆର୍‌ .ଦେବାଂଶ
Read More...

ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦଯାପିତ : ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଚମ୍ପିୟାନ, ବ୍ରାହ୍ମଣୀ ପବ୍ଲିକ…

ଢେଙ୍କାନାଳ : ସହରର ବନମାଳୀପ୍ରସାଦ ସ୍ଥିତ ସତ୍ୟମ ଇଣ୍ଟରନେସନାଲ ସ୍କୁଲ ପରିସରରେ ଗତ ୧୬ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୩ ଜିଲ୍ଲା ଶିକ୍ଷା ବିଭାଗ, ସତ୍ୟମ ଇଣ୍ଟରନେସନାଲ ସ୍କୁଲ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ
Read More...

ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା : ଚମ୍ପିୟାନ ଓ ରନର୍ସ ଅପ ଟ୍ରଫି ଉନ୍ମୋଚିତ !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଦ୍ୱାରା ଉଦଘାଟିତହୋଇଯାଇଛି । ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୩ ଟ୍ରଫି, ଆସନ୍ତା୧୬ ଓ ୧୭ତାରିଖ ଦୁଇଦିନ ଧରି ସହରର ବନମାଳୀପ୍ରସାଦ ସ୍ଥିତ ସତ୍ୟମ ଇଂଟରନେସନାଲ ସ୍କୁଲ ପରିସରରେ
Read More...

କିସାନ ସ୍ପୋର୍ଟସ କ୍ଳବ୍ ଦ୍ଵାରା ଆୟୋଜିତ ୫ଦିନିଆ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ : ମୁଖ୍ୟ ଅତିଥି ରୂପେ ପୂର୍ବତନ…

ଢ଼େଙ୍କାନାଳ : ଗଁନ୍ଦିଆ ବ୍ଲକ ଆଦିବାସୀ ବହୁଳ ଗ୍ରାମ ନେହେଙ୍ଗେରା ଠାରେ କିସାନ ସ୍ପୋର୍ଟସ କ୍ଳବ୍ ଦ୍ଵାରା ଆୟୋଜିତ ୫ଦିନିଆ ଫୁଟୁ ବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ନବୀନ ନନ୍ଦ ଯୋଗ ଦାନ କରିଥିଲେ । ଗଁନ୍ଦିଆ ର
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ “ବ୍ୟାଡ୍‌ମିଟନ” କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା ବ୍ୟାଡ୍‌ମିଟନ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ୧୪ ଓ ୧୭ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କର ବ୍ୟାଡ୍‌ମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାର ଉଦ୍‌ଘାଟନଉତ୍ସବ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି
Read More...

ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍ ସଂଘ ଢେଙ୍କାନାଳର ନୂତନ କର୍ମକର୍ତ୍ତା ଚୟନ !

ଢେଙ୍କାନାଳ,: ଢେଙ୍କାନାଳ ନୂଆପୋଖରୀ ନିକଟ ନୂତନ ଇଣ୍ଡୋର୍ ହଲ୍ ଠାରେ ଜଲ୍ଲା ବ୍ୟାଡ୍‌ମିଂଟନ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ବାଇ-ଲ ଅନୁଯାୟୀ ନିର୍ବାଚନ ବଦଳରେ ଚୟନହେବା ପାଇଁ କର୍ମକର୍ତାମାନେ ମତପ୍ରକାଶ କରିଥିଲେ । ସଭାପତି ଭାବେ ଦୀପକ କୁମାର ଦଳେଇ,
Read More...