Browsing Category
ଓଡିଶା
ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !
ଲୋକଙ୍କର ସରକାର କହି ନେତା ମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ କିନ୍ତୁ ଲୋକଙ୍କ ପାଖରେ ସରକାର ପହଞ୍ଚି ପାରୁନାହିଁ, କି ଲୋକଙ୍କ ସମସ୍ୟାର ସମାଧାନ କରିପାରୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ୧୧ ନଂ ୱାର୍ଡ୍ ଜନାର୍ଦ୍ଦନପୁର ଗ୍ରାମରେ ଦେଖିବାକୁ!-->…
Read More...
Read More...
ଅଶ୍ଳୀଳତାର ଅଗ୍ନି—ଏଡ୍ସ ହେଉଛି ଏକ ଭୟାବହ ଚେତାବନୀ !
ଢେଙ୍କାନାଳ: ୧୯୮୮ ମସିହା ଠାରୁ ପ୍ରତିବର୍ଷ ୧ ଡିସେମ୍ବର ଦିନ ଟିକୁ ବିଶ୍ଵ ଏଡ଼ସ ଦିବସ ଭାବରେ ପାଳନ କରାଯାଏ । ଯାହାକି ଏଚ୍.ଆଇ.ଭି ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶୋକ କରିବା ପାଇଁ ଉତ୍ସର୍ଗୀକୃତ। ଏହି ଭାଇରସର ସଂକ୍ରମଣ!-->…
Read More...
Read More...
ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ !
ଢେଙ୍କାନାଳ : ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଉତ୍ସବରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟଅତିଥି ଭାବେ ଯୋଗଦେଇ, ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ!-->…
Read More...
Read More...
ଢେଙ୍କାନାଳ ଉନ୍ନୟନ ପରିଷଦ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ !
ଢେଙ୍କାନାଳ : ଢେଙ୍କାନାଳରେ ସ୍ମାର୍ଟ ମିଟର ବସାଇବା ବିରୋଧରେ ଜୋର ଆବାଜ ଉଠିଛି। ସେହି ସହିତ ଜିଲ୍ଲାର ଶିଳ୍ପ ସଂସ୍ଥାମାନେ ପାରିପାର୍ଶ୍ଵକ ଉନ୍ନୟନ କାର୍ଯ୍ୟ କରିବାକୁ ନବଗଠିତ ଢେଙ୍କାନାଳ ଉନ୍ନୟନ ପରିଷଦ ଦାବି ଉଠାଇଛି।
ସୋମବାର ଅପରାହ୍ଣରେ ପରିଷଦ ପକ୍ଷରୁ ଜିଲ୍ଲାପାଳ ଆଶିଷ ଈଶ୍ୱର!-->!-->!-->…
Read More...
Read More...
ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !
ଅସହାୟ ବୃଦ୍ଧାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ ପକ୍କାଘର
ଭୁବନ ବ୍ଲକର ଅସୁରବନ୍ଧ ପାଟଣାର ଫୁଲ ବେହେରାଙ୍କ ଦୁର୍ଦଶା, ବ୍ଲକ ଅଧିକାରୀଙ୍କ କହିଲେ ଅନୁସନ୍ଧାନ ହେବ
ଢେଙ୍କାନାଳ, ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅଧୀନ ଭୂଷଳ ଗ୍ରାମପଞ୍ଚାୟତର ଅସୁରବନ୍ଧ ପାଟଣା ଗ୍ରାମରେ ଘଟିଛି ଏକ!-->!-->!-->!-->!-->…
Read More...
Read More...
ଟିପିସିଓଡିଏଲ୍ର ମନମୁଖୀ କାର୍ଯ୍ୟ ବିରୋଧରେ ଢେଙ୍କାନାଳ ଓକିଲ ସଂଘ ଜରୁରୀ ବୈଠକ !
ଜିଲ୍ଲାବାସୀଙ୍କୁ ସ୍ମାର୍ଟ ମିଟର ନ ଲଗାଇବାକୁ ଅନୁରୋଧ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାଗୃହରେ ରବିବାର ଦିନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଟିପିସିଓଡିଏଲ୍ ତରଫରୁ ଚାଲୁଥିବା ମନମୁଖୀ ଓ ଜନବିରୋଧୀ!-->!-->!-->…
Read More...
Read More...
ଢେଙ୍କାନାଳରେ ଟାଟାଷ୍ଟିଲ ଓ ଟାଟା ପାୱାର ବିରୋଧରେ ଜନ ଅନ୍ଦୋଳନ ସଜିଲା !
ଢେଙ୍କାନାଳ ଉନ୍ନୟନ ପରିଷଦ ଅଧୀନରେ ଜିଲ୍ଲାବାସୀଙ୍କ ସ୍ୱାର୍ଥରେ ଟାଟାଷ୍ଟିଲ ମେରାମଣ୍ଡଳୀ ଓ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ବିରୋଧରେ ଜନ ଅନ୍ଦୋଳନ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଇଛି।ଏ ସମ୍ବନ୍ଧରେ ସମାଜସେବୀ ରାମଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୁଣା ଜିଲା ପରିଷଦ!-->…
Read More...
Read More...
ତାତିଲା ଢେଙ୍କାନାଳ ଓକିଲ ସଂଘ, ସ୍ମାର୍ଟ ମିଟରକୁ ତୀବ୍ର ବିରୋଧ !
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଟିପିସିଓଡିଏଲ୍ର ମନମୁଖୀ କାର୍ଯ୍ୟ ଯଥା ଜିଲ୍ଲାର ପ୍ରତ୍ୟେକ ଉପଭୋକ୍ତାଙ୍କୁସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରିବା, ବିନା!-->…
Read More...
Read More...
କୁରୁମିଠା ପଲ୍ଲୀ ବିକାଶ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ବଦଳି ନେଇ ଅସନ୍ତୋଷ !
ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ କ୍ଷୋଭ, ଶିକ୍ଷାବିତ୍ମାନଙ୍କ ନିନ୍ଦା
ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଅଧୀନ ପଲ୍ଲୀ ବିକାଶ ଉଚ୍ଚବିଦ୍ୟାଳୟ, କୁରୁମିଠାରେ ଶିକ୍ଷକ ବଦଳି ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ବର୍ତ୍ତମାନ ନବମ ଶ୍ରେଣୀରେ ୧୩୮!-->!-->!-->…
Read More...
Read More...
ମସଜିଦ ତୌହିଦ ଠାରେ ସାତ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ !
_ଦେଶପ୍ରେମ, ନିଶାମୁକ୍ତ ଜୀବନ ଓ ଆଧ୍ୟାତ୍ମିକ ଶିକ୍ଷାର ମିଳନ ସଭା_
ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅଞ୍ଚଳର ପବିତ୍ର ମସଜିଦ ତୌହିଦ ପ୍ରାଙ୍ଗଣରେ ଅହମଦିୟା ମୁସଲିମ ସମୁଦାୟ ଦ୍ୱାରା ଆୟୋଜିତ ସାତ ଦିବସୀୟ ପ୍ରଶିକ୍ଷଣ ଶିବିର କାଲି ସନ୍ଧ୍ୟାରେ ଧାର୍ମିକ ଓ ସାମାଜିକ ଉତ୍ସାହର!-->!-->!-->…
Read More...
Read More...