ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଳଛତ୍ର !

ଢେଙ୍କାନାଳ : ଢେଙ୍କାନାଳ ସହରରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍‌.ସି.ସି. ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କର ସହଯୋଗ କ୍ରମେଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଦିବସରେ ବିଦ୍ୟାଳୟର ଏନ୍‌ସିସି ଶିକ୍ଷୟିତ୍ରୀ ସୁଲୋଚନାଭୂତିଆ, ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଏନ୍‌ସିସି ଛାତ୍ରୀମାନେ ପ୍ରଚଣ୍ଡ ରୌଦ୍ରତାପରେପଥିକମାନଙ୍କର ତୃଷ୍ଣ ନିବାରଣ ନିମନ୍ତେ ଦହି ସରବତର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ଜେନା, ଦୁଷ୍ମନ୍ତ କୁମାର ସାହୁ, ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ, ଜୟନ୍ତୀ
ବେହେରା, ପ୍ରଣତି ପତି ତଥା ଅନ୍ୟାନ୍ୟ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.

two + 10 =