Browsing Category
ଢେଙ୍କାନାଳ
ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !
ଜୀବିତ ଅସହାୟ ମହିଳାଙ୍କୁ ମୃତ ଦର୍ଶାଇ କାଟିଦେଲେ ଅନ୍ତୋଦୟ କାର୍ଡ଼, ଦୃଢ଼ କାର୍ଯାନୁଷ୍ଠାନ ଦାବି !
ଢ଼େଙ୍କାନାଳ : ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ଅନ୍ତୋଦୟ କାର୍ଡ଼ ମାଧ୍ୟମରେ ୩୫ କେଜି ଚାଉଳ ପ୍ରଦାନ କରୁଛନ୍ତି। କିନ୍ତୁ ବଡ଼!-->!-->!-->…
Read More...
Read More...
ଇନର ହୁଇଲ କ୍ଲବ୍ ର ୪୦ ତମ ସ୍ଥାପନ ସମାରୋହ ଅନୁଷ୍ଠିତ !
ଢେଙ୍କାନାଳ: ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଇନର ହୁଇଲ କ୍ଲବ୍ ର ୪୦ ତମ ସ୍ଥାପନ ସମାରୋହ ଗତ ୨୪ ତାରିଖରେପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁଷୀ ମହାପାତ୍ର ଓ ବିଶିଷ୍ଟଶିକ୍ଷାବିତ୍ ଡ଼. କନକ ମଞ୍ଜରୀ ମିଶ୍ର ସମ୍ମାନିତ ଅତିଥି!-->…
Read More...
Read More...
ବୃକ୍ଷ ରୋପଣ ଜରିଆରେ ପର୍ଯ୍ୟାବରଣ ସେବା କାର୍ଯ୍ୟ ଅନୁଷ୍ଠିତ !
ଢେଙ୍କାନାଳ : ପ୍ରଥମଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସହଯୋଗରେ ସୁନ୍ଦରୀ ଖାଲ ବିଦ୍ୟାମନ୍ଦିର ପରିସରରେ ପରିଷଦକାର୍ଯ୍ୟକର୍ତା ଙ୍କ ସମେତ ବିଦ୍ୟାମନ୍ଦିରର ସଭାପତି ତଥା ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷ (ପର୍ଯ୍ୟା ବରଣ) ଇଂ ବାବୁଚାନ୍ଦମହାଳିକ, ସମ୍ପାଦକ ଗଗନ ବିହାରୀ ନାୟକ, ପ୍ରଧାନ ଆଚାର୍ଯ୍ୟ!-->…
Read More...
Read More...
ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ
କୈଳାସ ଙ୍କ ପାଇଁ ସରକାରୀ ଯୋଜନା ସାତସପନ.....
ଢ଼େଙ୍କାନାଳ: ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି। କୋଟିକୋଟି ଟଙ୍କା ମଧ୍ୟ ସେଥିରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ସେ ଯୋଜନା ଗରିବ ଶ୍ରେଣୀର ଲୋକ ଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହାଫଳରେ ଗରିବ!-->!-->!-->…
Read More...
Read More...
ହିନ୍ଦୋଳ ବ୍ଲକ କଡ଼ଲା ଗ୍ରାମ କୁ ଦୀର୍ଘବର୍ଷ ପରେ ମଧ୍ୟ ନାହିଁ ରାସ୍ତା !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ସ୍ବାଧୀନତାର ୭୫ ବର୍ଷ ପରେବି ନିତିଦିନିଆ ରାସ୍ତା ସାତସପନ । ଖବରରୁ ଜଣାପଡିଛି ହିନ୍ଦୋଳ ବ୍ଲକ କଡ଼ଲା ଗ୍ରାମପଂଚାୟତକୁ କନ୍ତିମିଲି ଛକଠାରୁ ବଡମୁଣ୍ଡା ଗ୍ରାମ ନିର୍ମଳ ପ୍ରାଥମିକ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଅଣ୍ଟାଏ ଗଭୀର ଖାଲଖମଣା ରେ!-->…
Read More...
Read More...
ଭୁବନ ଅବକାରୀ ବିଭାଗ ତରଫରୁ ଗଞ୍ଜେଇ ଜବତ !
ଢ଼େଙ୍କାନାଳ : ଭୁବନ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ,ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଆଜି ଦେଢ଼ କିଲୋ ଗଞ୍ଜେଇ ଜବତ କରାଯାଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଭୁବନ ଥାନା ଅନ୍ତର୍ଗତ ଚଣ୍ଡିପାଳ ଗ୍ରାମରେ ଚଢ଼ାଉ କରାଯାଇ ଗ୍ରାମ କୋଠଘର ନିକଟରୁ!-->…
Read More...
Read More...
ଭୁବନ ତିନି ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଲା !
ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ବାହୁଡା଼ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ସହସ୍ରାଧିକ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୭ ଘଟିକା!-->…
Read More...
Read More...
କରବଲା ଯୁଦ୍ଧ ର ହୃଦୟ ବିଦାରକ କଥା(ପବିତ୍ର ମହରମ ପର୍ବ ଉପଲକ୍ଷେ) ଅନସାର୍ ଅଲୀ ଖାଁ, ଢେଙ୍କାନାଳ
କରବଲା ଯୁଦ୍ଧ ଏବଂ ସେହି ଘଟଣା ଇସଲାମ ଇତିହାସର ଏକ ତିକ୍ତ ସତ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁଥିରେ ଇସଲାମ ଧର୍ମର ସଂସ୍ଥାପକ ହଜରତ୍ ମୁହମ୍ମଦଙ୍କ ନାତି ହଜରତ ଇମାମ ହୁସେନ୍ ନିର୍ଦ୍ଦୟ ଭାବରେ ଶହୀଦ ହୋଇଥିଲେ। ଇତିହାସ ଅନୁଯାୟୀ, ଏହି ଘଟଣାର ମୂଳଦୁଆ ବହୁ ପୂର୍ବରୁ ରଖାଯାଇଥିଲା।!-->…
Read More...
Read More...
ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧୋତ୍ସବ ଓ ପୁସ୍ତକ ଉନ୍ମୋଚନ !
ଢ଼େଙ୍କାନାଳ : ଭୁବନ ଆଞ୍ଚଳିକ ସାହିତ୍ୟ , କଳା ,ସେବା ପରିଷଦ ଓ ବିଭାବନା ମିଳିତ ଆନୁକୁଲ୍ୟରେ ତୁଳସୀ ଭବନ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଅର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ,ଅଦ୍ୟାବଧି ଉତ୍କଳମଣି!-->…
Read More...
Read More...
ଭୁବନ ସାମ୍ବାଦିକ ସଂଘ ତରଫରୁ ବୃକ୍ଷ ରୋପଣ !
ଢ଼େଙ୍କାନାଳ : ଭୁବନ ସାମ୍ବାଦିକ ସଂଘ ତରଫରୁ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ମଧୂପ ରଞ୍ଜନ ନନ୍ଦ ଙ୍କ ଆହ୍ବାନ କ୍ରମେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ,ଅବିନାଶ ସାଥୁଆ ମହାପାତ୍ର ,ବିଶ୍ୱଜିତ୍ ସାହୁ,ସଞ୍ଜୟ ନାୟକ,ରବିନ ଦାସ, ଚିତ୍ତ!-->…
Read More...
Read More...