Browsing Category

କଳା ଓ ସଂସ୍କୃତି

ଭୁବନ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ସଙ୍ଗୀତ ଭିତ୍ତିକ ନାଟକ ବସୁଧୈବ କୁଟୁମ୍ବକମ୍ ପ୍ରଦର୍ଶିତ !

ଢ଼େଙ୍କାନାଳ: ଭୁବନ ର ପୁରାତନ କଳା ସଂସ୍କୃତି ବିଦ୍ୟାଳୟ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ସଙ୍ଗୀତ ଭିତ୍ତିକ ନାଟକ ବସୁଧୈବ କୁଟୁମ୍ୱକମ୍ ପ୍ରଦର୍ଶିତ ହୋଇଯାଇଛି । ଜାତୀୟ ନାଟ୍ୟ ବିଦ୍ୟାଳୟ ର ୨୫ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ପାଳିତ ହେଉଛି । ଏହି
Read More...

ଭୁବନ ବାଲୁକା ଶିଳ୍ପୀ ଜ୍ୟୋତିଷ ସାହୁଙ୍କ ଦ୍ଵାରା ରାମ ଲାଲାଙ୍କ ନିଆରା କୃତୀ !

ଢ଼େଙ୍କାନାଳ :ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ବିଗ୍ରହ ପ୍ରତିଷ୍ଠା ଓ ରାମ ମନ୍ଦିର ଲୋକାର୍ପଣ ପାଇଁ ସାରା ଭାରତ ବର୍ଷ ଏବେ ଉତ୍ସବ ମୁଖର ହୋଇଉଠିଛି। ସବୁ ଆଡ଼େ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଭୁବନ ର ପ୍ରସିଦ୍ଧ ବାଲୁକା ଶିଳ୍ପୀ ଜ୍ୟୋତିଷ କୁମାର ସାହୁ
Read More...

କାଞ୍ଚନ ବଜାର ଘଣ୍ଟୁଆ ସେବକଙ୍କ ଘରେ ରାଧାଷ୍ଟମୀ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ କାଂଚନ ବଜାରସ୍ଥ ଘଂଟୁଆ ସେବକଙ୍କ ଦ୍ୱାରା ରାଧାଷ୍ଟମୀ ପୂଜା ପାଳିତ ହୋଇଯାଇଅଛି ।ଅପରାହ୍ନ ୫ ଘଟିକାରେ ଭାଗିରଥୀ ସାଗର ଠାରୁ ପୂଜାର୍ଚ୍ଚନା କରାଯାଇ କଳସ ଯାତ୍ରା କରାଯାଇଥିଲା । ପରେ ରାଧାକୃଷ୍ଣଙ୍କର ପୂଜାସହିତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ରାଧାଙ୍କ ଜନ୍ମ
Read More...

ଉଦଯାପିତ ହେଲା ସମର ଫେଷ୍ଟ ୨୦୨୩ : ସ୍ମୃତି କୁଇନ୍ ହେଲେ ଦେବସ୍ମିତା !

ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରେ ପାଳନ ହୋଇଛି ସ୍ମୃତି ସୋସିଓ ଆଣ୍ଡ କଲଚୁରାଲ ଅନୁଷ୍ଠାନର ବାର୍ଷିକ ଉତ୍ସବ ବା ସମର ଫେଷ୍ଟ ୨୦୨୩। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବାବୁଚାନ୍ଦ ମହାଲିକ୍ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ କଳା ସଂସ୍କୃତି ସଙ୍ଘର ଉପସଭାପତି ଅବନୀ
Read More...

ନାଟ୍ୟାନୁଷ୍ଠାନ ‘ଭୂମିକା’ ପକ୍ଷରୁ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ !

ଢେଙ୍କାନାଳ : କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନ ପରିସରରେ ନାଟ୍ୟାନୁଷ୍ଠାନ‘ଭୂମିକା’ ପକ୍ଷରୁ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ତଥା ନାଟ୍ୟକାର ମଧୁସୂଦନ ଷେଣ୍ଢଙ୍କ ସଭାପତିତ୍ୱରେ ‘ଅଙ୍ଗେନିଭା କଥା- ମଞ୍ଚ ନାଟକର ଅତୀତ, ବର୍ତମାନ ଓ
Read More...

ଜିଲ୍ଲାସ୍ତରୀୟ ବିଭିନ୍ନ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା !

ଢେଙ୍କାନାଳ :  ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସିଟିଏମଏସ)ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅନୁମତି କ୍ରମେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ
Read More...

ରଜ ରେ ନିଆରା ପରମ୍ପରା କୁଆଁରୀ ବିବାହ ….

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କଣ୍ଟାପାଳ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ କୁସୁମୁଣ୍ଡିଆ ଗ୍ରାମରେ ରଜରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ। ଗ୍ରାମରେ ପାଖାପାଖି ୧୦୦ ଘର ଲୋକ ବାସ କରନ୍ତି। ବହୁ ବର୍ଷ ଧରି ଗ୍ରାମରେ ଏହି ପରମ୍ପରା ଦେଖିବାକୁ ମିଳୁଛି। ପ୍ରତିବର୍ଷ ପହିଲି
Read More...

ଢେଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ !

ଢେଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଂଚାୟତ ସଦେଇବେରେଣୀ ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ
Read More...

ଢ଼େଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ !

ଢ଼େଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ସଦେଇବେରେଣୀ ଗ୍ରାମ ଠାରେ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ପୂର୍ତ,ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...

ଭୁବନ ରାମ ମନ୍ଦିରରେ ଆଶୀର୍ବାଦ ଅନୁଷ୍ଠାନ ତରଫରୁ ରାମଲୀଳା ପରିବେଷଣ !

ଢ଼େଙ୍କାନାଳ: ଭୁବନ ରାମ ମନ୍ଦିର ପରିସର ରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ଓ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ରାମାୟଣ (ରାମଲୀଳା) ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
Read More...