Browsing Category

ଜୀବନଶୈଳୀ

ବିଳମ୍ବିତ ରାତ୍ରି ରେ ମନ୍ଦିର ରୁ ମୂର୍ତ୍ତି ଚୋରୀ |

ମନ୍ଦିରରୁ ମୃର୍ତି ଚୋରି। କଣାସ ବ୍ଲକ ବୈଦନାଥ ପାଟଣା ଗାଁ ରେ ଥିବା ବହୁ ପୁରାତନ ବୈଦନାଥ ମନ୍ଦିର ରୁ ଅଷ୍ଟଧାତୁ ରେ ନିର୍ମିତ ଶିଵପାର୍ବତୀ ମୂର୍ତ୍ତି ସମେତ 2ଟିପଲଙ୍କ, 2ଟିରୁପା କୀରଟି, ବିଳମ୍ବିତ ରାତିରେ ଚୋରି କରିଲେ ଦୃବୁତ । ଗ୍ରମବାସୀ ଙ୍କ ତରଫରୁ କଣାସ ଥାନା ରେ ଅଭିଯୋଗ । ଘଟଣା
Read More...

ନୀତିଶିକ୍ଷା

୧- ଯଦି ଆପଣ ଘରର ଯେକୋୖଣସି ସ୍ଥାନରେ ଛେପ ପକାଇବାର ଅଭ୍ୟାସ ଥିବ, ଆପଣଂକୁ ବହୁ କଷ୍ଟରେ ମିଳିଥିବା ଯଶ,ସମ୍ମାନ ବେଶିଦିନ ଆପଣଙ୍କ ପାଖରେ ରହିବ ନାହିଁ।ଏଣୁ ଏ କାର୍ଯ୍ୟ ବ୍ରେସିନ ରେ କରନ୍ତୁ ଦେଖିବେ ମାନ, ସମ୍ମାନ ଓ ଯଶ ରେ ଅଭିବୃଦ୍ଧି ହେବ। ୨- ଯେଉଁ ଲୋକମାନେ ଖାଇସାରିବା ପରେ ନିଜର
Read More...

ପରଲୋକରେ ଅଷ୍ଟ୍ରେଲିଅ କ୍ରିକେଟର ସେନୱର୍ନ |

ଅଷ୍ଟ୍ରେଲି କ୍ରିକେଟର ସେନୱର୍ଣ୍ଣଙ୍କ ପରଲୋକ। ହୃଦଘାତରେ ଅଷ୍ଟ୍ରେଲିୟ କ୍ରିକେଟର ସେନଙ୍କ ପରଲୋକ ହୋଇଛି। ୫୨ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ଥାଇଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Read More...

ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର
Read More...

ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶାଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁରରେ ଆଇଆଇଏମ ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ଉତ୍ସବରେ ମୋଦୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି । ସଫଳ ଉଜ୍ଜ୍ୱଳା ଯୋଜନା ନେଇ ମୋଦୀ ଏହି
Read More...

ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଲିଙ୍ଗରାଜ ମନ୍ଦିର ବହୁଦିନ ଧରି ବନ୍ଦ ରହିଥିବାବେଳେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିଛି । ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବୟସ କଟକଣା ରହିନାହିଁ । ଅର୍ଥାତ ସବୁ ବୟସର ଭକ୍ତ ମହାପ୍ରଭୂଙ୍କର ଦର୍ଶନ କରିପାରିବେ । ପ୍ରଥମେ ସେବାୟତ ପରିବାର
Read More...

ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

ନିଘୋଡ଼ ନିଦକୁ ଯିବା ପରେ କେତେଜଣ ଘୁଙ୍ଗୁଡ଼ି ମାରିଥାନ୍ତି। ଏହା କାରଣରୁ ଅନ୍ୟର ନିଦ ବ୍ୟାଘାତ ହେଉଥିବାବେଳେ ଘୁଙ୍ଗୁଡ଼ିକୁ କମ୍ କିମ୍ବା ନିୟନ୍ତ୍ରଣ କରିବା ସହଜ କଥା ନୁହେଁ। – ବିଶେଷଜ୍ଞଙ୍କ ମତରେ ଘରୋଇ ସରଳ ଉପାୟରେ ଘୁଙ୍ଗୁଡ଼ିକୁ କମ୍ କରିହେବ। ପ୍ରତିଦିନ ଗୁଜୁରାତି ଚା’ ପିଇବା କିମ୍ବା
Read More...

ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

କଂଗ୍ରେସର ସାଂଗଠନିକ ଢ଼ାଞ୍ଚା ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଦଳ ତରଫରୁ ଖୁବଶୀଘ୍ର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଡକାଯିବ । ଏଥିରୁ ଉକ୍ତ ପ୍ରସଙ୍ଗ ଗୁଡ଼ିକ ବ୍ୟତୀତ ଦଳ ଏବେ ଯେଉଁ ପ୍ରକାର ସଂକଟର ସମ୍ମୁଖୀନ ହେଉଛି ତାହାର ନିରାକରଣ ଏବଂ ଦଳରେ ନୂଆ ଉତ୍ସାହ ଭରିବା ପାଇଁ
Read More...

ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଘୋଘର ଗାଁ ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଆଜି ପୁଣି ଜଣେ ଯୁବକଙ୍କ ପାଣି ରେ ବୁଡି ମୃତ୍ୟୁ ହୋଇଛି ।ଯୁବକ ଜଣକ ବିହାର ର ଏବଂ ଝାରସୁଗୁଡା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ଜଣାପଡିଛି । ଉକ୍ତ ଯୁବକ ଅନ୍ୟ ଦୁଇ ସାଙ୍ଗ ଙ୍କ ସହିତ
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା ଏବଂ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ “ମିଶନ ଇନ୍ଦ୍ରଧନୁସ” ର…

ସୁନ୍ଦରଗଡ଼, ୭ ମାର୍ଚ୍ଚ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ
Read More...