Browsing Category

ଅପରାଧ

କ୍ରେନ ଅପରେଟର ଉପରକୁ ଗୁଳି ମାଡ !

ଢେଙ୍କାନାଳ : କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାରେ ଡ୍ୟୁଟି ସାରି ଫେରିବା ବାଟରେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଦୁର୍ବୃତ୍ତ ଗୁଳି ଚାଳନା କରିଥିଲା ଫଳରେ ଗୁଳିଟି ତାଙ୍କ ମୁଣ୍ଡରେ ବାଜି ଥିଲା ।  ଗୁରୁତର ଅବସ୍ଥାରେ ଯୁବକଙ୍କୁ ଅନୁଗୋଳ
Read More...

ଏଟିଏମ  ଟଙ୍କା ଲୁଟ ଘଟଣାର ସମ୍ପୃକ୍ତ ୩ଜଣ ଅଭିଯୁକ୍ତ  ଗିରଫ  !

ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ  ଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଏସବିଆଇ)ର ଏଟିଏମ ରୁ ଟଙ୍କା ଲୁଟ ଘଟଣାର ୩ଜଣ ଙ୍କୁ ପୋଲିସ ଗିରଫ କରିଛି। ଏହିଘଟଣାରେ ସମ୍ପୃକ୍ତ ଥିବା ୭ଜଣଙ୍କ ମଧ୍ୟରୁ ପୋଲିସ
Read More...

ବ୍ରାଉନ ସୁଗାର ଆଡ୍ଡା ଉପରେ ଢେଙ୍କାନାଳ ଟାଉନ ପୋଲିସର ଚଢାଉ : ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ !

ଢେଙ୍କାନାଳ : ସହରର ରାମେଶ୍ୱରପୁର ରେଳ ଧାରଣା ନିକଟରେ ଏକ ବ୍ରାଉନ ସୁଗାର ଆଡ୍ଡା ଉପରେ ଗତ ରାତିରେ ଟାଉନ ପୋଲିସ ଚଢାଉ କରିଛି । ଏହି ଚଢାଉ ବେଳେ ବ୍ରାଉନ ସୁଗାର କାରବାର କରିଥିବା ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ତାଙ୍କ ଠାରୁ ଏକ ମାରୁତି କାର ସହ ୧୬.୭. ଗ୍ରାମ
Read More...

ଭୁବନ ; ଲୁଟର ଶିକାର ହୋଇଥିବା ଡ୍ରାଇଭର ଅଭିଯୁକ୍ତ କୁ ଚିହ୍ନଟ !

ଢ଼େଙ୍କାନାଳ: ଗଁଦିଆ ବ୍ଳକ କୋକେଇଦା ଅଞ୍ଚଳର ଟ୍ରକ ଡ୍ରାଇଭର ମାନସ ରଞ୍ଜନ ଲେଙ୍କା , ଯିଏକି ଢେଙ୍କାନାଳ ରୁ ତାଳଚେର ଅଭିମୁଖେ ନିଜ ଗନ୍ତବ୍ୟସ୍ଥଳ କୁ ଯିବା ସମୟରେ ଭୁବନ ଗୋଡିପୋଖରୀ ଛକ ଠାରେ ଜଣେ ଯୁବକ ଏକ ବନ୍ଧୁକ ସାହାଯ୍ଯରେ ତାଙ୍କୁ ଧମକାଇ ପାଞ୍ଚ ହଜାର ଟଙ୍କା ଲୁଟ ର ଶିକାର ହୋଇଥିବା
Read More...

ସଦର ପୋଲିସ ପକ୍ଷରୁ ପି.ଡି.ଏସ୍. କିରୋସିନ୍ କଳାବଜାରୀ କରୁଥିବା ଏକ ଗ୍ୟାଙ୍ଗ କୁ ଧରିବାରେ ବଡ ଧରଣର ସଫଳତା !

ଢେଙ୍କାନାଳ : ସଦର ପୋଲିସ ପକ୍ଷରୁ ପି.ଡି.ଏସ୍. କିରୋସିନ୍ କଳାବଜାରୀ କରୁଥିବା ଏକ ଗ୍ୟାଙ୍ଗ କୁ ଧରିବାରେ ବଡ ଧରଣର ସଫଳତା ମିଳିଛି l ପୋଲିସ ପକ୍ଷରୁ ଚଢାଉ ସମୟରେ ଏକ ଟ୍ୟାଙ୍କର କୁ ଧରି ଯାଞ୍ଚ ସମୟରେ ୧୨୦୦୦ ଲିଟର ପି.ଡି.ଏସ୍. କିରୋସିନ ତେଲ, ଏକ ଖାଲି ଟ୍ୟାଙ୍କର, ନଗଦ ୯୯୯୯ ଟଙ୍କା
Read More...

ବ୍ରାଉନ ସୁଗାର ସହ ୩ ଯୁବକ ଗିରଫ !

ଢେଙ୍କାନାଳ : ଢେଙ୍କାନାଳ ସହର ଏବେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳ ପାଲଟି ଯାଇଛି । ଏପରିକି ଏହି ବ୍ରାଉନ ସୁଗାର କବଳରେ ପଡି ବହୁ କୋମଳମତି ବାଳକ ପଥଭ୍ରଷ୍ଟ ହୋଇ ପଡୁଥିବା ବେଳେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏପରିକି ସହରରେ ମଟର ସାଇକେଲ ଲୁଟ ଘଟଣା ଏକ
Read More...

ପ୍ରୋବେସନର ଆଇଏଏସ ଅଧିକାରୀଙ୍କୁ ପଥର ମାଫିଆ କଲେ ମରଣାନ୍ତକ ଆକ୍ରମଣ : ଗିରଫ ହେଲେ ୮ ଅଭିଯୁକ୍ତ !

ଢେଙ୍କାନାଳ:ଢେଙ୍କାନାଳ ସହରରେ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ନେଇ ବିଭିନ୍ନ ସମୟରେ ଖବର ପ୍ରସାରଣ ଓ ପ୍ରଶାସନ ପକ୍ଷରୁ ଚଢାଉ ପରେ ମଧ୍ୟ ଏହି ଚୋରା କାରବାର କମିବାର ନାଁ ଗନ୍ଧ ଧରୁନାହିଁ । ଅତୀତରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବେଆଇନ ଭାବେ ଚାଲୁଥିବା
Read More...

ମୋଟଙ୍ଗା ଥାନା ଅଧୀନରେ ହିନ୍ଦୋଳ ରୋଡ ଫାଣ୍ଡି ଅଞ୍ଚଳ ବଳରାମ ପ୍ରସାଦ ହତ୍ୟା କାଣ୍ଡ ମାମଲାରେ ଜଣେ ଗିରଫ !

ଢେଙ୍କାନାଳ : ମୋଟଙ୍ଗା ଥାନା ଅଧୀନରେ ହିନ୍ଦୋଳ ରୋଡ ଫାଣ୍ଡି ଅଞ୍ଚଳ ବଳରାମ ପ୍ରସାଦ ହତ୍ୟା କାଣ୍ଡ ମାମଲାରେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ମୋଟଙ୍ଗା ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ରଗଡି ସାହିର ବୋଲି ଜଣା ପଡିଛି । ହତ୍ୟା କରିବା ପରେ ସେ ଏକ ଟ୍ରକ ରେ ରାଜ୍ୟ ବାହାରକୁ ପଳାଇ
Read More...

ପୋଖରୀରେ ସ୍ତ୍ରୀକୁ ବୁଡେଇ ମାରିଲା ପିଶାଚ ସ୍ୱାମୀ !

ଢେଙ୍କାନାଳ :ପିଶାଚ ସ୍ୱାମୀର ଉନ୍ମତ କାଣ୍ଡ । ପୋଖରୀରେ ନିଜ ସ୍ତ୍ରୀକୁ ବୁଡେଇ ମାରିଲା ରାକ୍ଷାସ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁରପୁର ଗାଁରେ । ଗାଁରେ ଜିଲ୍ଲୀପ ବେହେରା ନିଜ ୪୦ ବର୍ଷିୟା
Read More...

ବନ୍ୟଜନ୍ତୁ ଶିକାର : ୨ ଶିକାରୀ ଗିରଫ !

ଢ଼େଙ୍କାନାଳ : ସଦର ରେଞ୍ଜ୍‌ କାଣ୍ଡବିନ୍ଧା ଗ୍ରାମ ନିକଟ ଇନ୍ଦିପୁର ବିଟ୍‌ ଅଧୀନ ତାମଣ୍ଡା ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର ଅଭିଯୋଗରେ ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ କାଣ୍ଡବିନ୍ଧା ଗ୍ରାମର ପ୍ରଶାନ୍ତ ବାରିକ (୩୨) ଏବଂ ଅନୁଜ ରାଉତ (୩୭)। ଉଭୟଙ୍କ ନିକଟରୁ
Read More...