ବୃକ୍ଷ ରୋପଣ ଜରିଆରେ ପର୍ଯ୍ୟାବରଣ ସେବା କାର୍ଯ୍ୟ ଅନୁଷ୍ଠିତ !

ଢେଙ୍କାନାଳ : ପ୍ରଥମଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସହଯୋଗରେ ସୁନ୍ଦରୀ ଖାଲ ବିଦ୍ୟାମନ୍ଦିର ପରିସରରେ ପରିଷଦକାର୍ଯ୍ୟକର୍ତା ଙ୍କ ସମେତ ବିଦ୍ୟାମନ୍ଦିରର ସଭାପତି ତଥା ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷ (ପର୍ଯ୍ୟା ବରଣ) ଇଂ ବାବୁଚାନ୍ଦମହାଳିକ, ସମ୍ପାଦକ ଗଗନ ବିହାରୀ ନାୟକ, ପ୍ରଧାନ ଆଚାର୍ଯ୍ୟ ନଗେନ ଦାସ, ସହ ପ୍ରଧାନ ଆଚାର୍ଯ୍ୟ । ଅରୁନ୍ଧତୀ ମହାପାତ୍ର,ପର୍ଯ୍ୟାବରଣ ପ୍ରମୁଖ ବିଭୁତି ମିଶ୍ର, ଅନ୍ୟାନ୍ୟ ଆଚାର୍ଯ୍ୟ , ସ୍କାଉଟ, ଗାଇଡ଼ ଓ ଘଉଉ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷ ରୋପଣକରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ରେ ମଂଟ୍‌ଫର୍ଟ ସ୍କୁଲ ନିକଟ ମହିଶାପାଟ ସ୍ମଶାନ ପରିସରରେ ପ୍ରବୀର ମହାନ୍ତି ଙ୍କସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଅଛି । ଉଭୟ କାର୍ଯ୍ୟକ୍ରମ ରେ ପରିଷଦ ପ୍ରାନ୍ତ ପର୍ଯ୍ୟାବରଣ ଉପାଧ୍ୟକ୍ଷ,ଜିଲ୍ଲା ସଭାନେତ୍ରୀ ଡ଼. ସୁଚେତା ମିଶ୍ର, ପୃଷ୍ଠପୋଷକ ଡ଼. ସମୀର ସାହୁ, ଜିଲ୍ଲା ଉପାଧ୍ୟକ୍ଷା ଉଷରାଣୀ ଦାସ, କୋଷାଧ୍ୟକ୍ଷଆନନ୍ଦ ଲେଙ୍କାଙ୍କ ସମେତ ସଦସ୍ୟ ନବଦ୍ୱୀପ ନାୟକ, ସବ୍ୟସାଚୀ ପଟନାୟକ, ସବିତା ଧୀର, ଅନୀଲ ରାଉତ, ମାନସମହାପାତ୍ର, ସମୀର ପରିଡା, ସବିତା ଧୀର, ମୋନାଲିସା ମାହୁନ୍ତ, ଡ଼. କବିତା ମହାନ୍ତି, ଜାମିନୀ କାନ୍ତ ଦାସ ଓ ଦୀପକ ପଟନାୟକ ପ୍ରମୁଖ ଓ ପରିଷଦ ର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ସମାପନ କରିଥିଲେ ।

Leave A Reply

Your email address will not be published.

13 + thirteen =