Browsing Category

ଦେଶ ବିଦେଶ

ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଲିଙ୍ଗରାଜ ମନ୍ଦିର ବହୁଦିନ ଧରି ବନ୍ଦ ରହିଥିବାବେଳେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିଛି । ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବୟସ କଟକଣା ରହିନାହିଁ । ଅର୍ଥାତ ସବୁ ବୟସର ଭକ୍ତ ମହାପ୍ରଭୂଙ୍କର ଦର୍ଶନ କରିପାରିବେ । ପ୍ରଥମେ ସେବାୟତ ପରିବାର
Read More...

ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

ନିଘୋଡ଼ ନିଦକୁ ଯିବା ପରେ କେତେଜଣ ଘୁଙ୍ଗୁଡ଼ି ମାରିଥାନ୍ତି। ଏହା କାରଣରୁ ଅନ୍ୟର ନିଦ ବ୍ୟାଘାତ ହେଉଥିବାବେଳେ ଘୁଙ୍ଗୁଡ଼ିକୁ କମ୍ କିମ୍ବା ନିୟନ୍ତ୍ରଣ କରିବା ସହଜ କଥା ନୁହେଁ। – ବିଶେଷଜ୍ଞଙ୍କ ମତରେ ଘରୋଇ ସରଳ ଉପାୟରେ ଘୁଙ୍ଗୁଡ଼ିକୁ କମ୍ କରିହେବ। ପ୍ରତିଦିନ ଗୁଜୁରାତି ଚା’ ପିଇବା କିମ୍ବା
Read More...

ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

କଂଗ୍ରେସର ସାଂଗଠନିକ ଢ଼ାଞ୍ଚା ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଦଳ ତରଫରୁ ଖୁବଶୀଘ୍ର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଡକାଯିବ । ଏଥିରୁ ଉକ୍ତ ପ୍ରସଙ୍ଗ ଗୁଡ଼ିକ ବ୍ୟତୀତ ଦଳ ଏବେ ଯେଉଁ ପ୍ରକାର ସଂକଟର ସମ୍ମୁଖୀନ ହେଉଛି ତାହାର ନିରାକରଣ ଏବଂ ଦଳରେ ନୂଆ ଉତ୍ସାହ ଭରିବା ପାଇଁ
Read More...

ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଘୋଘର ଗାଁ ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଆଜି ପୁଣି ଜଣେ ଯୁବକଙ୍କ ପାଣି ରେ ବୁଡି ମୃତ୍ୟୁ ହୋଇଛି ।ଯୁବକ ଜଣକ ବିହାର ର ଏବଂ ଝାରସୁଗୁଡା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ଜଣାପଡିଛି । ଉକ୍ତ ଯୁବକ ଅନ୍ୟ ଦୁଇ ସାଙ୍ଗ ଙ୍କ ସହିତ
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା ଏବଂ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ “ମିଶନ ଇନ୍ଦ୍ରଧନୁସ” ର…

ସୁନ୍ଦରଗଡ଼, ୭ ମାର୍ଚ୍ଚ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ
Read More...

ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଚାକିରିକୁ ସ୍ଥାୟୀ ବେତନ ବୃଦ୍ଧି ତଥା ଦିନିକିଆ ଛଟେଇ ବନ୍ଦ…

ଢେଙ୍କାନାଳ : ଜିଲ୍ଲାର ୫୯ ଜଣ ଭିନ୍ନକ୍ଷମ ଓଡିଶା ସରକାର ଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ (ପିଏଚଆଇଭି) ତଥା ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ ଭାବରେ ୧୧ ବର୍ଷ ହେବ ନିରବଚ୍ଛିନ ଭାବେ କାର୍ଯ୍ୟ କରିଆସୁଛୁ । ହେଲେ ବର୍ତ୍ତମାନ ସୁଦ୍ଧା
Read More...

ନିୟମିତ ଦରମା ଓ ବାର୍ଷିକ ବୃଦ୍ଧି ପ୍ରଦାନ ଦାବୀରେ ସମୂହ ଛୁଟିରେ ଗଲେ ଆତ୍ମା କର୍ମଚାରୀ !

ଢେଙ୍କାନାଳ : ଆତ୍ମା କାର୍ଯ୍ୟାଳୟର କର୍ମଚାରୀଙ୍କୁ ନିୟମିତ ଦରମା ଓ ବାର୍ଷିକ ବୃଦ୍ଧି ପ୍ରଦାନ ଦାବୀରେ ସୋମାବାର ଠାରୁ ସମୂହ ଛୁଟିରେ କର୍ମଚାରୀମାନେ ରହିଛନ୍ତି ବୋଲି ସୂଚନା ମିଳିଛି । ଏ ନେଇ ସୋମବାର ଦିନ ‘ଆତ୍ମା’ର ନିର୍ଦ୍ଦେଶକ ରାଜ୍ୟ ନୋଡାଲ ଅଧିକାରୀ , କୃଷି
Read More...

ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍‌ କାହିଁକି?

ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ର୍ନିଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର ଯଥେଷ୍ଟ ଅଧିକ ଭୁବନେଶ୍ୱର: ଓଡ଼ିଶାରୁ ମେଡିକାଲ ପାଠ ପଢ଼ିବାକୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାରରେ । କାରଣ ଯୁଦ୍ଧ ବିଧ୍ୱସ୍ତ
Read More...

ତୁଳସୀଚଉରା ନିର୍ମାଣ ବେଳେ ହଣା ଖାଇଲା ଯୁବକ !

ଢେଙ୍କାନାଳ : ଘର ଅଗଣାରେ ତୁଳସୀ ଚଉରା ନିର୍ମାଣ ବେଳେ ପଡୋଶୀଙ୍କ ଦ୍ୱାରା ମାରଣାସ୍ତ୍ରରେ ଆକ୍ରମଣର ଶୀକାର ଡାକ୍ତରଖାନାରେ ଚିକିତ୍ସତ ହେଉଥିବା ଜଣାପଡିଛି । ଭୁବନ ଥାନା ମୃଦଙ୍ଗା ପଞ୍ଚାୟତର କୁଣ୍ଡା ଗ୍ରାମର ଜନୈକ ଯୁବକ ନିଜ ଘର ଅଗଣାରେ ତୁଳସୀ ଚଉରା ନିର୍ମାଣ କରୁଥିଲେ ।
Read More...

ହେଲ୍ପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ ପକ୍ଷରୁ ପର୍ଯ୍ୟଟନ କ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବା ଅଭିଯାନ ରେ ସପ୍ତଶଯ୍ୟା…

ଢ଼େଙ୍କାନାଳ : ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ହେଲ୍ପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ (ଏଚ ଟୁ ଏସ ଟୁ ) ଓ ସାଟିଭିକ୍ ସଉଲ୍ ଫାଉଣ୍ଡେସନ(ଏସ ଏସ ଏଫ୍) ମିଳିତ ସହଯୋଗରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବା କାର୍ଯକ୍ରମରେ ଜିଲ୍ଲାର ପର୍ଯ୍ଯଟନ କ୍ଷେତ୍ର
Read More...