Browsing Category

ରାଜନୀତି

୫୦ ବର୍ଷ ର ଭୁବନ ଏନ୍. ଏ. ସି. ପୌରପାଳିକା ହେବାର ସମୟ ଆସିଛି : ମହେଶ ସାହୁ

ଢ଼େଙ୍କାନାଳ: ପାର୍ଟି ( ରାଜନୈତିକ ଦଳ) ବଡ଼ ନୁହେଁ,ମାଟି ବଡ଼ ବୋଲି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଯାତ୍ରା ପଡିଆ ଠାରେ ଗୁରୁବାର ସନ୍ଧ୍ୟାରେ
Read More...

ମାଳ ମାଳ ଟିକେଟ୍ ଆଶାୟୀ , ହିନ୍ଦୋଳ ଚାହୁଁଛି ପରିବର୍ତନ : ଅଞ୍ଜଳିଙ୍କ ଲୋକପ୍ରିୟତା ବୃଦ୍ଧି କୁ ନେଇ ଚର୍ଚ୍ଚା !

ଢେଙ୍କାନାଳ : ସାରା ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଅନେକ ସ୍ୱପ୍ନ ଦେଖିବା ସହ ସେ ସ୍ୱପ୍ନ କେମିତି ସାକାର କରିବେ ସେଥିଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି । ଯାହାର ଝଲକ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ରେ ମଧ୍ୟ ଦେଖିବାକୁ
Read More...

ଧର୍ମେନ୍ଦ୍ରଙ୍କ ଗଡ଼ରେ ବବିଙ୍କୁ ଗୁରୁ ଦାୟିତ୍ୱ : ଧର୍ମେନ୍ଦ୍ରଙ୍କୁ ଚେକ୍‌ମେଟ୍ ଦେବେ କି ବବି !

ଢ଼େଙ୍କାନାଳ: ବଦଳୁଛି ରାଜନୈତିକ ରଣନୀତି ଧର୍ମେନ୍ଦ୍ର ଙ୍କ ଗଡ଼ରେ ପଶିଲେ ବବି। ୨୦୨୪ ନିର୍ବାଚନ ପୁର୍ବରୁ ରଣନୀତିରେ ଆଣିଲେ ପରିବର୍ତ୍ତନ ଓଡ଼ିଶା ବିଜେପି ସଭାପତି ପରିବର୍ତ୍ତନ ପରେ ବିଜେଡି ୩୦ ଜିଲ୍ଲା ପର୍ଯ୍ୟବେକ୍ଷକ ବଦଳାଇଛି। ଏହି ପରିବର୍ତ୍ତନରେ ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ
Read More...

କଙ୍କଡ଼ାହାଡ଼ ବ୍ଲକରେ ଆପ୍ ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ ଆମ୍ ଆଦମୀ ପାର୍ଟିର ପଞ୍ଚାୟତ ପ୍ରତିନିଧି ମାନଙ୍କର ବୈଠକ ଡ଼ଙ୍ଗାପାଳସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଜିଲ୍ଲା ଆବାହକ ପଙ୍କଜ ନାୟକ
Read More...

କାମାକ୍ଷାନଗର ଅଭେଦ୍ୟ ଦୁର୍ଗ ଭେଦିବା ନେଇ ଚର୍ଚ୍ଚାରେ ଶୁଭାଶିଷ , ତପନ , ରାଜା , ସତ୍ୟଜିତ ଓ ରଞ୍ଜନ !

ଢ଼େଙ୍କାନାଳ : ଦେଶରେ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ବର୍ତ୍ତମାନ ଠାରୁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଶେଷକରି ୨୦୨୩ ବର୍ଷରେ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଥିପାଇଁ ଆଞ୍ଚଳିକ ସ୍ତରରେ ରାଜନୈତିକ ଦଳ
Read More...

ପୂର୍ତ୍ତ ମନ୍ତ୍ରୀଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜଣାଇଲେ ଢେଙ୍କାନାଳ ବିଜୁ ଜନତା ଦଳ !

ଢେଙ୍କାନାଳ : କାମାକ୍ଷାନଗର ବିଧାୟକ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ବେଳେ ପୂନର୍ବାର ମନ୍ତ୍ରୀ ପଦ ମିଳିଥିବାରୁ ଢେଙ୍କାନାଳ ବିଜୁ ଜନତା ଦଳ ତରଫରୁ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ବର୍ଷ ପୂର୍ତ୍ତୀ ପାଳନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଭାରତୀୟ ଜନତା ପାର୍ଟିର ସର୍ବଶ୍ରେଷ୍ଠ ଜନପ୍ରିୟ ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ୮ବର୍ଷ ପୂର୍ତୀକୁ ଦଳ ଆସନ୍ତା ଜୁନ୍ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରିବ । ମୋଦିଙ୍କ ୮ବର୍ଷ ଶାସନ କାଳରେ ତାଙ୍କଦ୍ୱାରା ପ୍ରଣୟନ କରାଯାଇଥିବା ସମସ୍ତ
Read More...

ଭୁବନ ବ୍ଳକରେ ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ ଏବଂ ସାଙ୍ଗଠନିକ ବୈଠକ !

ଢେଙ୍କାନାଳ : ନୂଆ ଭୁବନ ଶିବ ମନ୍ଦିର ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ବରିଷ୍ଠ ସଦସ୍ୟ ଅଶୋକ ଜେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭୁବନ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଅନେକ ଯୁବକ ଆପ୍‌ର କାର୍ଯ୍ୟ ଶୈଳୀ ଓ ଦିଲ୍ଲୀ ମୋଡେଲ ଉପରେ ବିଶ୍ୱାସ କରି ଦଳରେ ଯୋଗ ଦେଇଥିଲେ ।
Read More...

ବିରୋଧିଦଳ ପରିଷଦ ପାଇଁ ପ୍ରସ୍ତାବକ ଦଳ ଭାବେ ପରିଚୟ ଲାଭ କରିବ : ଶୁଭେନ୍ଦୁ କୁମାର ସାହୁ , ନଗରପାଳ, ଭୁବନ !

ଢ଼େଙ୍କାନାଳ: ନିର୍ବାଚନ ପରେ ପ୍ରଥମଥର ପାଇଁ ଭୁବନ ପୌର ପରିଷଦ ର ବୈଠକ ବସିଥିଲା । ବୈଠକ ରେ ସଭାପତିତ୍ବ କରିଥିଲେ ନବନିର୍ବାଚିତ ନଗରପାଳ ଶୁଭେନ୍ଦୁ କୁମାର ସାହୁ । ମୁଖ୍ଯ ଅତିଥି ରୁପେ ଯୋଗ ଦେଇଥିଲ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନୀତ
Read More...

ପରଜଙ୍ଗ ବିଧାୟକ ଡାଃ. ନୃସିଂହ ଚରଣ ସାହୁଙ୍କ କରକମଳରେ ୫ଟି ପ୍ରକଳ୍ପର ଶୁଭ ଉଦଘାଟନ !

ଢେଙ୍କାନାଳ : ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମ ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ କରକମଳରେ ୫ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି । ସରକିଶୋରପାଳ କୁମ୍ଭାର ସାହିର କମ୍ୟୁନିଟି ସେଣ୍ଟର, ସରକିଶୋର ପାଳ ଅଙ୍ଗନୱାଡ଼ି କେନ୍ଦ୍ର, ମାଣିକମରା
Read More...