ମୋଟଙ୍ଗା ଥାନା ଅଧୀନରେ ହିନ୍ଦୋଳ ରୋଡ ଫାଣ୍ଡି ଅଞ୍ଚଳ ବଳରାମ ପ୍ରସାଦ ହତ୍ୟା କାଣ୍ଡ ମାମଲାରେ ଜଣେ ଗିରଫ !

ଢେଙ୍କାନାଳ : ମୋଟଙ୍ଗା ଥାନା ଅଧୀନରେ ହିନ୍ଦୋଳ ରୋଡ ଫାଣ୍ଡି ଅଞ୍ଚଳ ବଳରାମ ପ୍ରସାଦ ହତ୍ୟା କାଣ୍ଡ ମାମଲାରେ ଅଭିଯୁକ୍ତ ଗିରଫ ।

ଗିରଫ ଅଭିଯୁକ୍ତ ମୋଟଙ୍ଗା ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ରଗଡି ସାହିର ବୋଲି ଜଣା ପଡିଛି । ହତ୍ୟା କରିବା ପରେ ସେ ଏକ ଟ୍ରକ ରେ ରାଜ୍ୟ ବାହାରକୁ ପଳାଇ ଯାଉଥିବା ବେଳେ ପୁଲିସ ତାକୁ ଗିରଫ କରିଛି ।ପୋଲିସ, ଗତ ୨୫ତାରିଖ ରାତିରେ ଅଭିଯୁକ୍ତ ତାଙ୍କ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲା। ଏ ସମ୍ପର୍କ ରେ ମୃତଙ୍କ ପତ୍ନୀ ଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା ।

Leave A Reply

Your email address will not be published.

four − 1 =