Browsing Category
ରାଜନୀତି
ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେ ଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି !
ଢ଼େଙ୍କାନାଳ: ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି।ପୌର ନିର୍ବାଚନ ପାଇଁ ଆଉ କିଛି ଘଣ୍ଟା ପରେ ହେବ ଭୋଟ ଗ୍ରହଣ।
ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ଦଳର ହେବିଓ୍ବେଟ୍ ଙ୍କୁ ନେଇ ପ୍ରଚାର କରିଥିଲେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନରହରି ସାହୁ।!-->!-->!-->…
Read More...
Read More...
ଢେଙ୍କାନାଳ ଜିଲ୍ଲାର ୩ ପ୍ରମୁଖ ପୌରାଞ୍ଚଳ ରେ କମ୍ପୁଛି ପ୍ରଚାର ମଇଦାନ : ଭାଜପା ପକ୍ଷରୁ ବିଭିନ୍ନ ଓ୍ୱାର୍ଡରେ…
ଢ଼େଙ୍କାନାଳ : ଭାଜପା ପକ୍ଷରୁ ସହରାଞ୍ଚଳର ବିଭିନ୍ନ ଓ୍ୱାର୍ଡରେ ମାରାଥନ୍ ପ୍ରଚାର କରାଯାଇ ଥିବା ବେଳେ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଶାସକ ବିଜେଡି ଉପରେ ବର୍ଷି ଛନ୍ତି । ସେ କହଲେି , ରାଜ୍ୟରେ ଦୁର୍ନୀତି ଚରମ ସୀମା ରେ ପହଞ୍ଚିଛି ।
ରାଜ୍ୟ ସରକାରଙ୍କ!-->!-->!-->…
Read More...
Read More...
ଢେଙ୍କାନାଳ ପୌର ନିର୍ବାଚନ ମଇଦାନ ପ୍ରଚାରରେ କମ୍ପୁଛି :ବିଜେଡି ପକ୍ଷରୁ ମାରାଥନ ପ୍ରଚାର !
ଢ଼େଙ୍କାନାଳ : ଢେଙ୍କାନାଳ ପୌର ନିର୍ବାଚନ ମଇଦାନ ପ୍ରଚାରରେ କମ୍ପୁଛି । ଢ଼େଙ୍କାନାଳ ପୌରାଞ୍ଚଳ ୱାର୍ଡ ୮ନଂ ,୧୩ନଂ ,୧୪ନଂ ସକାଳ ଏବଂ ଅପରାହ୍ନରେ ୧୧ନଂ ,୧୨ନଂ ଏବଂ ୧୫ନଂ ଓ୍ୱାର୍ଡରେ ବିଜେଡିରମାରାଥନ୍ ପ୍ରଚାର ଦେଖିବାକୁ ମିଳିଥିଲା ।
୮ନଂ .ୱାର୍ଡ ଗଜମରାରୁ ଏକ ବିଶାଳ ଶୋଭାଯାତ୍ରା!-->!-->!-->…
Read More...
Read More...
ଜିଲ୍ଲାପାଳଙ୍କ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଅଲୋଚନା : ଶୃଙ୍ଖଳିତ ପୌର ନିର୍ବାଚନ ଉପରେ ଗୁରୁତ୍ୱ !
ଢଙ୍କାନାଳ : ଜିଲ୍ଲା କାଯ୍ୟାଳୟ ଠାରେ ର ଜିଲ୍ଲାପାଳ ସରୋଜ କୁମାର ସେଠୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କସହିତ ଅଲୋଚନା କରିଛନ୍ତି ।
ଚଳିତ ପୌର ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିଲାପାଳ!-->!-->!-->…
Read More...
Read More...
ବିଳମ୍ବିତ ରାତ୍ରି ରେ ମନ୍ଦିର ରୁ ମୂର୍ତ୍ତି ଚୋରୀ |
ମନ୍ଦିରରୁ ମୃର୍ତି ଚୋରି। କଣାସ ବ୍ଲକ ବୈଦନାଥ ପାଟଣା ଗାଁ ରେ ଥିବା ବହୁ ପୁରାତନ ବୈଦନାଥ ମନ୍ଦିର ରୁ ଅଷ୍ଟଧାତୁ ରେ ନିର୍ମିତ ଶିଵପାର୍ବତୀ ମୂର୍ତ୍ତି ସମେତ 2ଟିପଲଙ୍କ, 2ଟିରୁପା କୀରଟି, ବିଳମ୍ବିତ ରାତିରେ ଚୋରି କରିଲେ ଦୃବୁତ । ଗ୍ରମବାସୀ ଙ୍କ ତରଫରୁ କଣାସ ଥାନା ରେ ଅଭିଯୋଗ । ଘଟଣା!-->…
Read More...
Read More...
ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ
ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର!-->…
Read More...
Read More...
ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶାଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁରରେ ଆଇଆଇଏମ ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ଉତ୍ସବରେ ମୋଦୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି । ସଫଳ ଉଜ୍ଜ୍ୱଳା ଯୋଜନା ନେଇ ମୋଦୀ ଏହି!-->…
Read More...
Read More...
ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ
ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଲିଙ୍ଗରାଜ ମନ୍ଦିର ବହୁଦିନ ଧରି ବନ୍ଦ ରହିଥିବାବେଳେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିଛି । ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବୟସ କଟକଣା ରହିନାହିଁ । ଅର୍ଥାତ ସବୁ ବୟସର ଭକ୍ତ ମହାପ୍ରଭୂଙ୍କର ଦର୍ଶନ କରିପାରିବେ । ପ୍ରଥମେ ସେବାୟତ ପରିବାର!-->…
Read More...
Read More...
ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ
କଂଗ୍ରେସର ସାଂଗଠନିକ ଢ଼ାଞ୍ଚା ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଦଳ ତରଫରୁ ଖୁବଶୀଘ୍ର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଡକାଯିବ । ଏଥିରୁ ଉକ୍ତ ପ୍ରସଙ୍ଗ ଗୁଡ଼ିକ ବ୍ୟତୀତ ଦଳ ଏବେ ଯେଉଁ ପ୍ରକାର ସଂକଟର ସମ୍ମୁଖୀନ ହେଉଛି ତାହାର ନିରାକରଣ ଏବଂ ଦଳରେ ନୂଆ ଉତ୍ସାହ ଭରିବା ପାଇଁ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ।
ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଘୋଘର ଗାଁ ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଆଜି ପୁଣି ଜଣେ ଯୁବକଙ୍କ ପାଣି ରେ ବୁଡି ମୃତ୍ୟୁ ହୋଇଛି ।ଯୁବକ ଜଣକ ବିହାର ର ଏବଂ ଝାରସୁଗୁଡା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ଜଣାପଡିଛି । ଉକ୍ତ ଯୁବକ ଅନ୍ୟ ଦୁଇ ସାଙ୍ଗ ଙ୍କ ସହିତ!-->…
Read More...
Read More...