ବିଳମ୍ବିତ ରାତ୍ରି ରେ ମନ୍ଦିର ରୁ ମୂର୍ତ୍ତି ଚୋରୀ |

ମନ୍ଦିରରୁ ମୃର୍ତି ଚୋରି। କଣାସ ବ୍ଲକ ବୈଦନାଥ ପାଟଣା ଗାଁ ରେ ଥିବା ବହୁ ପୁରାତନ ବୈଦନାଥ ମନ୍ଦିର ରୁ ଅଷ୍ଟଧାତୁ ରେ ନିର୍ମିତ ଶିଵପାର୍ବତୀ ମୂର୍ତ୍ତି ସମେତ 2ଟିପଲଙ୍କ, 2ଟିରୁପା କୀରଟି, ବିଳମ୍ବିତ ରାତିରେ ଚୋରି କରିଲେ ଦୃବୁତ । ଗ୍ରମବାସୀ ଙ୍କ ତରଫରୁ କଣାସ ଥାନା ରେ ଅଭିଯୋଗ । ଘଟଣା ସ୍ଥଳରେ କଣାସ ପୋଲିସ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Leave A Reply

Your email address will not be published.

one × 2 =