Browsing Category

ରାଜନୀତି

ଭୁବନ; ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ:୧୦୫ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିର "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ସଫଳତାର ସହ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯାହାକି ରେକର୍ଡ ସଂଖ୍ଯକ ହୋଇପାରିଛି । ଭୁବନ ବ୍ଲକ ଓ ଏନଏସିର ଅନେକ ଉସ୍ଛାହି ଯୁବକ, ବ୍ୟକ୍ତି,
Read More...

ଢ଼େଙ୍କାନାଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ : ଜିଲ୍ଲା ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବିଜୁବାବୁଙ୍କ ପୁଣ୍ୟତିଥି ଉପଲକ୍ଷେ ସକାଳେ ତିଳତର୍ପଣ, ପ୍ରଭାତଫେରି ସହ ରଥଗଡ଼ାସ୍ଥିତ ତାଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥଲା। ଅପରାହ୍ନ ରେ ବାଜିଚୌକ ଠାରୁ ଦଳୀୟ
Read More...

କାମାକ୍ଷାନଗର ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ: ଜିଲ୍ଲା ବିଜେଡ଼ି ସଭାପତି ଖଣି,ଇସ୍ପାତ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ତତ୍ଵାଵଧାନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପ୍ରାତଃ ସମୟରେ କାମାକ୍ଷାନଗର ଏନ୍.ଏ.ସି ଠାରେ ପାଳନ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର
Read More...

ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ…

ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଏବଂ ସାମ୍ବାଦିକ ସମ୍ମିଳନୀ କଚେରୀ ରୋଡ଼ ସ୍ଥିତ କାର୍ଯ୍ୟାଳୟ ଠାରେ ଆୟୋଜନ ହୋଇଥିଲା l ସଭା ପ୍ରାରମ୍ଭରେ ଜିଲ୍ଲା ଆବାହକ ପଙ୍କଜ ନାୟକ
Read More...

କାମାକ୍ଷାନଗର ଏନଏସିର ନୂତନ କାଉନସିଲର ପ୍ରଥମ ସଭା ଅନୁଷ୍ଠିତ !

ଢେଙ୍କାନାଳ : କାମାକ୍ଷାନଗର ଏନଏସିର ନବ ନିର୍ବାଚିତ ନଗରପାଳ ଓ କାଉନସିଲର ମାନଙ୍କୁ ନେଇ ପ୍ରଥମ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାଉନସିଲ ବୈଠକରେ କାମାକ୍ଷାନଗର ବିଧାୟକ ତଥା ଖଣି,ଇସ୍ପାତ ଓ ପୂର୍ତମ୍‌ନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, କାମାକ୍ଷାନଗର
Read More...

ନଗରପାଳ ୱାର୍ଡ ପରିଦର୍ଶନ କରି ସମସ୍ୟା ବୁଝିଲେ !

ଢେଙ୍କାନାଳ : ନଗରପାଳ ଭାବେ ଜୟନ୍ତୀ ପାତ୍ର ସହରବାସୀଙ୍କୁ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି । ଏହି କ୍ରମରେ ଗତକାଲି ଶ୍ରୀମତୀ ପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ୭ନଂ.ୱାର୍ଡ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ୭ ନଂ.ୱାର୍ଡର ଦଣ୍ଡାସାହି ଓ
Read More...

ଭୁବନ ; ଭାରତୀୟ ଜନତା ପାର୍ଟିର ର ୪୨ତମ ସ୍ଥାପନା ଦିବସ ପାଳନ : ବିଜେପି ବଢୁଛି ଆହୁରି ବଢିବ -ରୁଦ୍ର !

ଢ଼େଙ୍କାନାଳ: ସାରା ରାଜ୍ୟ ରେ ୪୨ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାମାକ୍ଷା ନିର୍ବାଚନ ମଣ୍ଡଳୀ ର ଭୁବନ ବ୍ଲକ ଯମୁନାକୋଟ ରେ ପାଳିତ ହେଲା ୪୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନେତା ମାନେ ମନେ ପକାଇଲେ ପୁରୁଣା ଗାଥା । ଅଶୀ ଦଶକ ରୁ ବିଜେପି ଜିରୋ ରୁ ଆଜି ବିଶ୍ଵଗୁରୁ
Read More...

ନଗରପାଳିକାଙ୍କୁ ଗୁଳିମାଡ ଘଟଣା : ପରାଜୟ ଗ୍ଲାନିରେ ବିଧାୟକଙ୍କ ମସ୍ତିଷ୍କ ଭ୍ରମ-କୃଷ୍ଣ ପାତ୍ର !

ଢେଙ୍କାନାଳ: ଶାନ୍ତ ଢେଙ୍କାନାଳ ସହରରେ ଏବେ ଅଶାନ୍ତର ବାତାବରଣ ଖେଳାଇ ଦେଇଛନ୍ତି ବିଧାୟକ ସୁଧୀର ସାମଲ ବୋଲି ଭାଜପା ପକ୍ଷରୁ ଆୟୋଜିତ ଏକ ପ୍ରେସମିଟରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରାଜୟ ଗ୍ଲାନିରେ ବିଧାୟକଙ୍କ ମସ୍ତିଷ୍କ ବିକୁୃତ
Read More...

ନବ ନିର୍ବାଚିତ ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଦାୟିତ୍ୱ ଗ୍ରହଣ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳରେ ପ୍ରତ୍ୟକ୍ଷ ଅନୁଷ୍ଠିତ ପୌରଅଧ୍ୟକ୍ଷ ନିର୍ବାଚନରେ ଭାଜପା ବାଜିମାତ କରିଥିବା ବେଳେ ନବ ନିର୍ବାଚିତ ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ନବ ନିର୍ବାଚିତ ୯ ଜଣ କାଉନସିଲର ଓ ଦଳୀୟ କର୍ମୀମାନେ ନଗରପାଳ ଶ୍ରୀମତୀ ପାତ୍ରଙ୍କୁ
Read More...

ବିଧାୟକ ସୁଧୀର କୁମାର ସାମଲଙ୍କ ସାମ୍ବାଦିକ ସମ୍ମିଳନୀ : ନଗରପାଳିକାଙ୍କୁ ଗୁଳିମାଡ ଘଟଣା ରାଜନୈତିକ ନୁହେଁ, ବ୍ୟବସାୟୀକ…

ଢେଙ୍କାନାଳ : ଶାନ୍ତ ଢେଙ୍କାନାଳ ସହରରେ ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଆଗରେ ହୋଇଥିବା ଫାଙ୍କା ଗୁଳିଚାଳନା ଘଟଣା ସହରବାସୀଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ତୁରନ୍ତ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବୀ
Read More...