ଭୁବନ ; ଭାରତୀୟ ଜନତା ପାର୍ଟିର ର ୪୨ତମ ସ୍ଥାପନା ଦିବସ ପାଳନ : ବିଜେପି ବଢୁଛି ଆହୁରି ବଢିବ -ରୁଦ୍ର !

ଢ଼େଙ୍କାନାଳ: ସାରା ରାଜ୍ୟ ରେ ୪୨ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାମାକ୍ଷା ନିର୍ବାଚନ ମଣ୍ଡଳୀ ର ଭୁବନ ବ୍ଲକ ଯମୁନାକୋଟ ରେ ପାଳିତ ହେଲା ୪୨ତମ ପ୍ରତିଷ୍ଠା ଦିବସ ।

ଏହି ଅବସରରେ ନେତା ମାନେ ମନେ ପକାଇଲେ ପୁରୁଣା ଗାଥା । ଅଶୀ ଦଶକ ରୁ ବିଜେପି ଜିରୋ ରୁ ଆଜି ବିଶ୍ଵଗୁରୁ ପାଲଟି ଥିବା ବେଳେ ବିଜେପି ବଢୁଛି ଆହୁରି ବଢିବ ବୋଲି ୪୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯମୁନାକୋଟ ଠାରେ କହିଥିଲେ ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣି ।

କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ଭୁବନ ବ୍ଲକ ଯମୁନାକୋଟ ଗ୍ରାମ ରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ରେ ସରପଞ୍ଚ ରଞ୍ଜନ ବାରିକଙ୍କ ସଭାପତିତ୍ୱ କରିଥିଲେ.ପୂର୍ବତନ ଜ଼ିଲ୍ଲା ସଭାପତି ବିଭୁତିଭୂଷଣ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନା, ପ୍ରେମାନନ୍ଦ ଜେନା, ପବିତ୍ର ବିଶ୍ୱାଳ, ଚନ୍ଦନ ବେହେରା, ସନ୍ଦୀପ ପଟ୍ଟନାୟକ, ଜୟନ୍ତ ନାୟକ,ରବି ନାରୟଣ ସାହୂ, ଜିଲ୍ଲା ପରିଷଦ ସଭ୍ୟା ଶିଲାରାଣୀ ସାହୁ ମଠକାରଗୋଳା ସରପଞ୍ଚ ଅଜୟ ନାୟକ , ସୁରପ୍ରତାପପୁର ସରପଞ୍ଚ ସୋନି ସାମଲ, ଗଡ଼ନୁରସିଂହପ୍ରସାଦ ସରପଞ୍ଚ ଝିଲି ବେହେରା, ରୁଣୁବାଳା ରାଉତ, ପ୍ରସାଦ ସେଠି ପ୍ରମୁଖ ଯୋଗ ଦେଇ ଥିଲେ ।

Leave A Reply

Your email address will not be published.

6 + eighteen =