ଅଲଟରନେଟିଭ୍ ରିଦିମ୍ ଥିଏଟର (ଆର୍ଟ)ର ୯ମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅଲଟରନେଟିଭ୍ ରିଦିମ୍ ଥିଏଟର (ଆର୍ଟ)ର ୯ମ ପ୍ରତିଷ୍ଠା ଉତ୍ସବ ଅବସରରେଠେକୁଆ -କଇଁଛ ଲୋକକଥା ଆଧାରରେ ସାମ୍ପ୍ରତିକ ସମୟର ଚିତ୍ରକୁ ସାମଞ୍ଜସ୍ୟ କରି ମଞ୍ଚସ୍ଥ ହୋଇଥିଲା ନାଟକ ‘ଦୌଡ଼’ । ଏଭଳି ଏକ ଭିନ୍ନ ସ୍ୱାଦର ନାଟକ, ଯେଉଁଥିରେ
Read More...

ଭୁବନ ; ମଠକରଗୋଳା ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ଅବସରରେ ବହୁ ଆଡମ୍ବର ରେ ଗୁରୁ ପୂଜନ ସହିତ ଗୁରୁ ଦିବସ ପାଳନ ହୋଇ ଯାଇଛି। ସ୍ନାତକ ଶ୍ରେଣୀ ର ତେର ଗୋଟି ସମ୍ମାନ ବିଭାଗର ଛାତ୍ର ଛାତ୍ରୀ ମାନେ ପୃଥକ ଭାବରେ ଗୁରୁ ପୂଜନ କରିବା ସହିତ ସାଂସ୍କୃତିକ
Read More...

ଢେଙ୍କାନାଳ ଇସ୍କନ ମନ୍ଦିର ଠାରେ ଦୁଇଦିନ ଧରି ରାଧାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ !

ଢେଙ୍କାନାଳ : ସହର ସ୍ଥିତ ଇସ୍କନ କେନ୍ଦ୍ରଠାରେ ଦୁଇଦିନ ଧରି ରାଧାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରବିବାର ଭୋର ୪ଟାରେ ମଙ୍ଗଳ ଆଳତି ପରେ ପୂର୍ବାହ୍ନ ୮ଟାରେ ଭଜନ କୀର୍ତନ ଅନୁଷ୍ଠିତହୋଇଥିଲା । ରାଧାକୃଷ୍ଣଙ୍କ ଲୀଳା ଉପରେ ପ୍ରେମ କିଶୋର ଦାସ ପ୍ରବଚନ ଦେଇଥିଲେ ।ବହୁ
Read More...

ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଗୁରୁଦିବସ ଅବସରରେ ମାଟ୍ରିକ ପରୀକ୍ଷା-୨୦୨୨ର ‘ଏ-୧’ ଗ୍ରେଡଧାରୀଙ୍କୁ ସମ୍ବର୍ଦ୍ଧିତ !

ଢେଙ୍କାନାଳ : ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଗୁରୁ ଦିବସ ଅବସରରେ ଆୟୋଜିତ ମାଟ୍ରିକ ପରୀକ୍ଷା-୨୦୨୨ର‘ଏ-୧’ ଗ୍ରେଡଧାରୀଙ୍କୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମ୍ବର୍ଦ୍ଧିତ କରିଥିଲେ । ଏହିଅବସରରେ ସେ ଅଧ୍ୟୟନ ସହିତ ଭଲ ମଣିଷ ହୋଇ ଦେଶମାତୃକା ପାଇଁ ଉତମ କାମ କରିବା ଲାଗି ସଂକଳ୍ପ ନେବାକୁ
Read More...

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପଳ ସରୋଜ କୁମାର ସେଠୀ ଯୋଗଦେଇ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଗ୍ରହଣ କରାଯାଇଥିବା ୫୩ ଅଭିଯୋଗ
Read More...

ଭୁବନର ପ୍ରସିଦ୍ଧ ଗଣେଶ ପୂଜା ଅନ୍ତିମ ପର୍ଯ୍ୟାୟରେ !

ଢେଙ୍କାନାଳ : ଭୁବନର ପ୍ରସିଦ୍ଧ ଗଣେଶ ପୂଜା ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଗତ ୩୧ ତାରିଖରୁ ୨୬ ମଣ୍ଡପରେ ବିଦ୍ୟାଦାତାଙ୍କ ଆବାହନ କରାଯାଉଥିବାବେଳେ ଆରମ୍ଭ ହୋଇଛି ୨ଦିନିଆ ମେଳଣ ମହୋତ୍ସବ । ପୂର୍ବ ନିଷ୍ପତି ଅନୁଯାୟୀ ୫୩ନଂ .ଜାତୀୟ ରାଜପଥ ବାଇପାସ ଠାରୁ କାଳୀବଜାର ଓ ଅରବିନ୍ଦ ମାର୍ଗ
Read More...

ବାପୁଜୀ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳନ !

ଢେଙ୍କାନାଳ : ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳନ ହୋଇଯାଇଅଛି । ଏହି ଅବସରରେ ମୋ ସ୍କୁଲ୍ ଅଭିଜାନ ଅନ୍ତର୍ଗତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ କରାଗଲା । ଏହି ସଭାରେ ବିଦ୍ୟାଳୟର
Read More...

ଭୁବନ; ଜଗବନ୍ଧୁ ଜରାଶ୍ରମ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ !

ଢ଼େଙ୍କାନାଳ : ଭୂବନର ଅନନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଜଗବନ୍ଧୁ ଜରାଶ୍ରମ' ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ପ୍ରତିଭା ସମ୍ମାନ ଓ ଗୁରୁ ଦିବସ ପାଳନ ହୋଇଛି । ଏହି ଅବସରରେ ଅଷ୍ଟମ ଶ୍ରେଣୀର ଉନ୍ନିତ କୃତି ଛାତ୍ରଛାତ୍ରୀ ଙ୍କୁ 'ଶରତ ଚନ୍ଦ୍ର ମିଶ୍ର ଶିକ୍ଷା ସମ୍ମାନ' ରେ ପୁରସ୍କୃତ
Read More...

ହିନ୍ଦୋଳ;କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ଈଶ୍ୱରାପାଳ ଷ୍ଟାର କ୍ଳବ ର ପୁରସ୍କାର ପ୍ରଦାନ !

ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଗଣ୍ଡାନାଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଈଶ୍ୱରାପାଳ ଗ୍ରାମର କୃତିତ୍ୱ ହାସଲ କରିଥିବା ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଈଶ୍ୱରାପାଳ ଷ୍ଟାର କ୍ଲବ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ସୂଚନା ମୁତାବକ ଈଶ୍ୱରାପାଳ ଷ୍ଟାର କ୍ଲବ୍ ପକ୍ଷରୁ ପ୍ରଥମ
Read More...

ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦ୍ୱାରା ଡିସିସି ପ୍ଲେ ସ୍କୁଲ ଉଦ୍‌ଘାଟନ !

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ପକ୍ଷରୁ ପରିଚାଳିତ ଡିସିସି ପ୍ଲେ ସ୍କୁଲ୍‌ର ଶୁଭ ଉଦ୍‌ଘାଟନ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି । ଏହି ଉତ୍ସବରେ ସାଂସଦ କହିଥିଲେ ପୁରା ଓଡିଶାରେ କୌଣସି ସ୍ଥାନରେ ବିନ ଶୁଳ୍କରେ ଇଂରାଜୀ
Read More...
02:39