Browsing Category

ଢେଙ୍କାନାଳ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ !

ଢ଼େଙ୍କାନାଳ : ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜିଓନାଲ ଇନିସିଆଟିଭ ଫର ସେକସୁଆଲ ହେଲଥ ଫର ଟୁଡେଜ ଆଡଲୋସେନ୍ଟ) ଟିମ୍ ପକ୍ଷରୁ କମଳାଙ୍ଗ ଗ୍ରାମପଂଚାୟତରେ ଏକ ସଚେତନତା ଅଧିବେଶନ ଆୟୋଜନ ସହିତ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ହୋଇଯାଇଛି । କିଶୋରୀ ଏବଂ ମା'ମାନଙ୍କର ଋତୁସ୍ରାବ
Read More...

ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା :ଦୁର୍ଗା ପ୍ରସାଦ ମିଶ୍ର ଏ -ୱାନ ଗ୍ରେଡ୍ ପାଇ ସ୍କୁଲରେ…

ଢେଙ୍କାନାଳ : ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୪ରେ ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଓଡ଼ିଶା ରାଜ୍ୟର ପାସ୍ ହାର ଶତକଡ଼ା ୯୬.୦୭ ଓ ଢେଙ୍କାନାଳ ଜିଲ୍ଲାର ପାସ୍ ହାର ଶତକଡ଼ା ୯୫.୧୨ ହୋଇଥିବା ବେଳେ
Read More...

ମା’ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଉପଲକ୍ଷେ କଳସଯାତ୍ରା !

ଢେଙ୍କାନାଳ : ସହର ଜୁବୁଲିଟାଉନ୍‌ସ୍ଥିତ ମା ବୁଢୀ ଦେବୀଙ୍କର ବିଜୟସ୍ଥଳୀରେ ମା' ବୁଢୀଦେବୀଙ୍କଚଣ୍ଡୀଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସପ୍ତଦିନବ୍ୟାପୀ ଅନୁଷ୍ଠିତ ହେବ । ୧୭ ତାରିଖ ଅପରାହ୍ନ ୪ଟା ୩୨ମି ଠାରୁ ୫ଟା ୧୭ମି. ମଧ୍ୟେ
Read More...

ଭୁବନ ପ୍ରାଧ୍ୟାପକଙ୍କ ନିଆରା ଉଦାହରଣ ପିତୃ ଶ୍ରାଦ୍ଧବାର୍ଷିକୀ ଓ ପୌତ୍ର ର ସ୍ଵନକ୍ଷତ୍ର ଉତ୍ସବ !

ଢ଼େଙ୍କାନାଳ : ଆଜିର ସମାଜରେ ବୃଦ୍ଧ ପିତା,ମାତାଙ୍କୁ ପୁଅ ବୋହୂ ମାନେ ଖାଇବାକୁ ନଦେଇ ମାଡ ମାରିବା ଓ ନିର୍ଯାତନା ଦେଇ ଘରୁ ବାହାର କରି ଦେଉଥିବା ଖବର ନୀତି ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମର ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ତାଙ୍କର
Read More...

ଟାଉନ୍ ପ୍ଲାନିଂ ଛକ ଶନିଶ୍ଚର ଦେବଙ୍କ ୧୪ତମ ବାର୍ଷିକୋତ୍ସବର ପୂର୍ଣ୍ଣାହୁତି !

ଢେଙ୍କାନାଳ: ଢେଙ୍କାନାଳ ସହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ୧୪ତମ ବାର୍ଷିକୋତ୍ସବରପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପୂଜା ତିନିଦିନ ଧରି ଚାଲିବା ସହିତ ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,ମଣ୍ଡଳ ପୂଜା, ଶନି-ରାହୁ-କେତୁଙ୍କର ଷୋଡଶଉପଚାର ନୀତିରେ
Read More...

ହନୁମାନ ବାଟିକାରେ ହନୁମାନଙ୍କର ୧୬ତମ ବାର୍ଷିକୋତ୍ସବ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ହନୁମାନଙ୍କର ୧୬ତମ ବାର୍ଷିକୋତ୍ସବମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲାା ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ଓ
Read More...

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ରୌପ୍ୟ ଜୟନ୍ତୀ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଚଳିତ ବର୍ଷ ୨୫ ବର୍ଷରେ ପହଁଚିଛି । ଏହିଉପଲକ୍ଷେ କମିଟି ତରଫରୁ ପ୍ରଥମ ପ୍ରସ୍ତୁତି ବୈଠକ ଅଦ୍ୟ ଅକ୍ଷୟ ପବିତ୍ର ତୃତୀୟା ଦିବସ ଅପରାହ୍ନ ୫ ଘଟିକାରେ ଭାଗିରଥୀ ସାଗରସ୍ଥିତମା\'ସିଦ୍ଧ ବାସେଳୀ ପୀଠ ଠାରେ ଅନୁଷ୍ଠିତ
Read More...

ଜିଲ୍ଲା ବ୍ୟାଡ୍‌ମିଂଟନ ସଂଘ, ଢେଙ୍କାନାଳ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥିତ ନୂଆପୋଖରୀ ନିକଟରେ ଥିବା ସ୍ପୋର୍ଟ୍ସ କଂପ୍ଲେକ୍ସ ଇଣ୍ଡୋର ହଲ୍ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ କିମ୍‌ସ ମେଡିକାଲ୍‌ର ଶିଶୁ ବିଭାଗର ଡାକ୍ତର ଡା. ଅରୁଣ କୁମାର ଦାସ୍‌ଙ୍କର ସହଯୋଗରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ କୁନି
Read More...

ଭୁବନ ରେ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ଜୋରଦାର ନିର୍ବାଚନ ପ୍ରଚାର !

ଢ଼େଙ୍କାନାଳ : ବିରୋଧୀ ଦଳ ନେତା ମିଛ କହୁଛନ୍ତି, କେନ୍ଦ୍ର ମନ୍ତ୍ରୀ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶା କୁ ୧ ନମ୍ୱର୍ ରାଜ୍ୟ କରିବୁ ବୋଲି କହୁଛନ୍ତି । ଏହା ସେମାନଙ୍କ ଦିବା ସ୍ବପ୍ନ ବୋଲି ବିଜୁ ଜନତା ଦଳ ର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ
Read More...

ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ରାପିଡ୍ ରେସ୍‌ପନ୍‌ସ ଗ୍ରୁପ୍ ପକ୍ଷରୁ ମାତୃ ଦିବସ ପାଳିତ !

ଢେଙ୍କାନାଳ : "ମାଆ ଚୀର ପୂଜନୀୟା, ଚୀର ବନ୍ଦନୀୟା, ସେବା, ତ୍ୟାଗ ଓ ନିଃସର୍ତ ଭଲ ପାଇବାର ମୂର୍ତୀମନ୍ତପ୍ରତୀକ । ସେ ସ୍ନେହମୟୀ, ଦୟାମୟୀ ଓ କରୁଣାମୟୀ । ' ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ, ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍‌ରାପିଡ୍ ରେସ୍‌ପନ୍ସ ଗ୍ରୁପ୍ ପକ୍ଷରୁ ଗତ
Read More...