Browsing Category
ଢେଙ୍କାନାଳ
ଢେଙ୍କାନାଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଗଣ ଦୌଡ “ରନ୍ ଫର୍ ୟୁନିଟି ” !
ଢେଙ୍କାନାଳ-ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଦିନଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ଦେଶ ପାଳନ କରୁଛି । ଏହି ଦିନ ତାଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ସହ \"ରନ୍ଫର୍ ୟୁନିଟି\' ଆୟୋଜନ କରାଯାଏ । ଏହି!-->…
Read More...
Read More...
ଭୁବନ ପୁରୁଷୋତ୍ତମପୁର ଗ୍ରାମୀଣ ପାର୍କ ଉଦଘାଟିତ !
ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ପୁରୁଷୋତ୍ତମପୁର ( ମଣିପୁର) ଗ୍ରାମୀଣ ପାର୍କ ଉଦଘାଟିତ ହୋଇଯାଇଛି। କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ପାର୍କ କୁ!-->…
Read More...
Read More...
ଟାଟା ଷ୍ଟିଲ୍ ଫାଉଣ୍ଡେସନର ଗ୍ରାମୀଣ ଭିତିଭୂମି ପଦକ୍ଷେପ ଦ୍ୱାରା ୨୦,୦୦୦ରୁ ଅଧିକ ଗ୍ରାମବାସୀ ଉପକୃତ !
୧୩.୭୫ କିମି ସଡ଼କ ଓ ୩.୧୬ କିମି ଡ୍ରେନ୍ ନିର୍ମାଣ
୩୨ ହାଇମାଷ୍ଟ ଲାଇଟ୍, ୪୩୦ ଷ୍ଟ୍ରିଟ୍ଲାଇଟ୍ ସ୍ଥାପନ
ଢ଼େଙ୍କାନାଳ : ଗ୍ରାମର ପ୍ରଗତି ଲାଗି ଗ୍ରାମୀଣ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ!-->!-->!-->!-->!-->…
Read More...
Read More...
ବୈଦ୍ୟୁତିକ ନିରାପତ୍ତା ସଚେତନ ରଥର ଶୁଭାରମ୍ଭ !
ଢେଙ୍କାନାଳ : ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ବୈଦ୍ୟୁତିକ ନିରାପତ୍ତା ବିଷୟରେ ସତର୍କ ସୂଚନା ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ସଚେତନ ରଥର ଶୁଭାରମ୍ଭ କରିଛନ୍ତି l ଏହି ରଥ ଜିଲ୍ଲା ସାରା ବୁଲି ବୈଦ୍ୟୁତିକ ନିରାପତ୍ତା ବିଷୟରେ ଲୋକଙ୍କୁ ସଚେତନ କରାଇବ ଏହା ସହ ବୈଦ୍ୟୁତିକ ତାର!-->…
Read More...
Read More...
ଭୁବନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଣ ଦୌଡ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ !
ଢ଼େଙ୍କାନାଳ : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଣ ଦୌଡ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଜାତୀୟ ସେବା ଯୋଜନା, ନେହେରୁ ଯୁବ କେନ୍ଦ୍ର ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଆନୁକଲ୍ୟରେ ମହିଳା ମହାବିଦ୍ୟାଳୟ,ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ,ଭୁବନ!-->…
Read More...
Read More...
ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୫୭ ଲିଟର ମଦ ସହ ୩ ଜଣ ଗିରଫ !
ଢ଼େଙ୍କାନାଳ : ଭୁବନ ଏନ୍. ଏ. ସି. ଅନ୍ତର୍ଗତ ୭ ନମ୍ୱର ୱାର୍ଡ ମୋଚି ସାହି ରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫୭ ଲିଟର ବେଆଇନ ଦେଶୀ ମଦ ଜବତ କରାଯିବା ସହିତ ଜଣେ ମହିଳା ଙ୍କ ସହ ୨ ଜଣ ପୁରୁଷ ଙ୍କୁ ଗିରଫ କରାଯାଇଛି। ପାର୍ବଣ କୁ ନିଶାମୁକ୍ତ କରିବାକୁ ଅବକାରୀ କମିଶନର ନରସିଂହ!-->…
Read More...
Read More...
ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !
ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ରାସୋଳ କୁ ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତାବିକାଶ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ସେଠାରେ ସେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମାଆଙ୍କ ଦର୍ଶନ କରିଥିଲେ। ପ୍ରଥମେ ରାସୋଳ ନିକଟସ୍ଥ!-->…
Read More...
Read More...
ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ୨୦ ରୁ ଉର୍ଦ୍ଧ୍ବ ମଣ୍ଡପରେ ଚାଲିଛି ମା’ଙ୍କ ପୂଜା !
ଢ଼େଙ୍କାନାଳ : ଜଗଜ୍ଜନନୀ , ଧନଦାତ୍ରି,ଅନ୍ନପୂର୍ଣ୍ଣା ମା' ଲକ୍ଷ୍ମୀଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଚନ୍ଦ୍ର ଗ୍ରହଣ ସକାଶେ ସନ୍ଧ୍ୟା ୬ ଘଟିକା ସୁଦ୍ଧା ସମସ୍ତ ପୂଜା ପ୍ରତିଷ୍ଠାନରେ ମା' ଙ୍କ ପୂଜା ଶେଷ କରାଯାଇ ପହଡ଼ ପଡ଼ିଥିଲା । ଚଳିତ ବର୍ଷ ମଉଡମଣି ପୂଜା!-->…
Read More...
Read More...
ଭୁବନ କଂଗ୍ରେସ ତରଫରୁ ବନ୍ଧୁ ମିଳନ : ସଙ୍ଗଠନ ବ୍ୟାପକ କରିବାକୁ ଆହ୍ବାନ !
ଢ଼େଙ୍କାନାଳ : ଭୁବନ ଟାଉନ କଂଗ୍ରେସ ତରଫରୁ ସ୍ଥାନୀୟ ବଣଚଣ୍ଡୀ ପୀଠରେ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ବିନୋଦ ମହାରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ!-->…
Read More...
Read More...
ଉଦ୍ୟମିତା ବିକାଶ କାର୍ଯକ୍ରମ ତାଲିମ ଶିବିର ଉଦଘାଟିତ !
ଢେ଼ଙ୍କାନାଳ : ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଲକ ସଭାଗୃହ ଠାରେ ୧୨ ଦିନିଆ ଉଦ୍ୟମିତା ବିକାଶ କାର୍ଯକ୍ରମ (ତାଲିମ ଶିବିର) ଉଦଘାଟିତ ହୋଇଯାଇଛି । ଶିଳ୍ପ ନିର୍ଦ୍ଦେଶାଳୟ , ଭୁବନେଶ୍ୱର ଆନୁକୁଲ୍ୟରେ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର ,ଢେଙ୍କାନାଳ ଓ ଜଗବନ୍ଧୁ ଜର।ଶ୍ରମ!-->…
Read More...
Read More...