Browsing Category

ଢେଙ୍କାନାଳ

ଭୁବନ ତିନି ବନ୍ଧୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ - ପିଲା ଦିନର ତିନି ସାଙ୍ଗ ସୁରେନ୍ଦ୍ର କୁମାର ପୋଥାଳ, ରାମ ଚନ୍ଦ୍ର ରାଉତ ଓ ପ୍ରଭାତ କୁମାର ପଟ୍ଟନାୟକ ଶିକ୍ଷା ବିଭାଗରେ ନିଷ୍ଠାପର ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଭୁବନ ଡାକ ବଙ୍ଗଳା ପରିସରରେ ଏହି ତିନି ସାଙ୍ଗ ଙ୍କୁ ଭୁବନ ର ଅଗ୍ରଣୀ ସେବା
Read More...

ଢେଙ୍କାନାଳରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ ଉଦ୍‌ଘାଟନ !

ଢେଙ୍କାନାଳ: ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀକୃଷ୍ଣଚନ୍ଦ୍ର ପାତ୍ର ସ୍ଥାନୀୟ ଦକ୍ଷିଣକାଳୀ ଗୋପିନାଥ ଗାର୍ଡେନ୍ ନିକଟରେ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ପ୍ରତ୍ୟୁଷରେ କାର୍ଯ୍ୟାଳୟର ପୂଜାର୍ଚ୍ଚନା ପରେ
Read More...

ଭୁବନ ୭୫ ତମ ବନ ମହୋତ୍ସବ ପାଳନ !

ଢ଼େଙ୍କାନାଳ- ଭୁବନ ବନ ବିଭାଗ ତରଫରୁ ନୁଆ କୁମର୍ଦା ଠାରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ସିରୀୟଲ ଶୁଭ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରି କାର୍ଯ୍ୟକ୍ରମ କୁ
Read More...

ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ ଙ୍କ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ପାଇଁ ଦାବି ରଖିଲେ ପୂର୍ବତନ ବିଧାୟକ ନବିନ ନନ୍ଦ…

ପ୍ରଜା ମଣ୍ଡଳ ଆନ୍ଦୋଳନ ର ମୁଖ୍ୟ ପୁରୋଧା ଢେଙ୍କାନାଳ ର ପ୍ରଥମ ସାଂସଦ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ର ଜନ୍ମ ମାଟି ହରେକୃଷ୍ଣ ପୁର ଠାରେ ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ସହ ସଂଗ୍ରାମୀ ଙ୍କ ବାସ ସ୍ଥାନ କୁ ଏକ ମ୍ୟୁଜୀୟମ ରେ ରୂପାନ୍ତର କରିବା ପାଇଁ ଢେଙ୍କାନାଳ ର ପୂର୍ବତନ
Read More...

ଆମ ପୋଖରୀ ଦୁର୍ନୀତି, ଖାଇଗଲେ କୋଟି କୋଟି ଟଙ୍କା, ତଦନ୍ତ ଦାବି ନଚେତ ଢେଙ୍କାନାଳ ବନ୍ଦ ଡାକରା !

ଢେଙ୍କାନାଳ : ବିଗତ ସରକାରଙ୍କର ଆମ ପୋଖରୀ ଯୋଜନାରେ ହୋଇଥିବା ପଙ୍କୋଦ୍ଧାର କାର୍ଯ୍ୟର ଏକ ସମୀକ୍ଷା ବୈଠକ ପୂର୍ବତନ ପୌରାଧ୍ୟକ୍ଷ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭାଗିରଥି ସାଗର ପାଖ ବାସେଳୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ମୁନିସିପାଲିଟି ଅଞ୍ଚଳର
Read More...

ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ଉଦ୍‌ଘାଟନ !

ଢେଙ୍କାନାଳ : ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ହଲ୍ ଠାରେ ୮ମ ଜିଲ୍ଲାସ୍ତରୀୟ ବ୍ୟାଡ୍‌ମିଂଟନ ପ୍ରତିଯୋଗିତା ଉଦ୍‌ଘାଟନ ହୋଇଯାଇଅଛି । ଏହି ଉଦ୍‌ଘାଟନୀ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ପୌରପରିଷଦର ପୌରାଧ୍ୟକ୍ଷା ଜୟନ୍ତୀ
Read More...

ଢେଙ୍କାନାଳ ଜିଲ୍ଲା ମୁକ ବଧିର ସଂଘର ନୂତନ କର୍ମକର୍ତା ନିର୍ବାଚିତ !

ଢେଙ୍କାନାଳ : ଜିଲ୍ଲା ମୁକ ବଧିର ସଂଘର ନୂତନ କର୍ମକର୍ତା ନିର୍ବାଚନ ସ୍ଥାନୀୟ ସୂଚନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା ଚାରିବର୍ଷ ପାଇଁ ନୂତନ କାର୍ମକର୍ତାମାନେ ନିର୍ବାଚିତ ହୋଇଛନ୍ତି । ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ସଂଘର ମୁଖ୍ୟ ପୃଷ୍ଠପୋଷକ ଭାବରେ ଢେଙ୍କାନାଳ ସାଂସଦ
Read More...

ରୁଙ୍ଗଟା ଷ୍ଟିଲ ପ୍ଲାଂଟ ଦୁର୍ଘଟଣା ଆହତଙ୍କୁ ଅଶ୍ୱନୀ ହସ୍ପିଟାଲରେ ଭେଟିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର !

ଢେଙ୍କାନାଳ : ରୁଙ୍ଗଟା ଷ୍ଟିଲପ୍ଲାଂଟ୍ ଦୁର୍ଘଟଣାରେ ଆହତ ହୋଇ କଟକ ଅଶ୍ୱନୀ ହସ୍ପିଟାଲରେ ଗତ ମଙ୍ଗଳବାର ଠାରୁ ଚିକିତ୍ସାଧୀନ ଥିବା ଶ୍ରମିକ ଦ୍ୱୟଙ୍କୁ ହସ୍ପିଟାଲରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପହଂଚି ସାକ୍ଷାତ କରିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା
Read More...

ରୁଙ୍ଗଟା ମାଇନ୍ସ୍ କାରଖାନା ରେ ମେକାନିକାଲ ଷ୍ଟକଚର ଭୁଶୁଡ଼ି ୨ ମୃତ ୫ ଗୁରୁତର !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ଝାଡବନ୍ଧ ଠାରେ ଥିବା ରୁଙ୍ଗଟା ମାଇନ୍ସ୍ ରେ ଏକ ବଡ଼ ଧରଣର ଅଘଟଣ ସୋମବାର ଦିନ ଘଟିଯାଇଛି। ଏଥିରେ ୨ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଝାଡବନ୍ଧ ଠାରେ ଥିବା ରୁଙ୍ଗଟା ମାଇନ୍ସ୍ ରେ ଷ୍ଟକଚର
Read More...

ଦିନ ଦ୍ବିପହରରେ ଗାଁ ଭିତରେ ପଶି ହାତୀ କରୁଛି ତାଣ୍ଡବଲୀଳା, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀ ଚଳପ୍ରଚଳ ଯୋଗୁଁ ହିନ୍ଦୋଳ ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ଗାଲୁଆମୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲେଣି। ବର୍ତ୍ତମାନ ହିନ୍ଦୋଳ ବନାଞ୍ଚଳରେ ଶହ ଶହ ହାତୀ ଚଳପ୍ରଚଳ କରି ଗାଁ ମୁହାଁ ହୋଇ ଗାଁ ରେ
Read More...