Browsing Category
ଢେଙ୍କାନାଳ
ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ୪୯ ତମ ପ୍ରତିଷ୍ଠା ଦିବସ ଓ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ !
ଢେଙ୍କାନାଳ ଜିଲ୍ଲାର ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ୪୯ ତମ ପ୍ରତିଷ୍ଠା ଦିବସ ଓ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ୧୯୭୬ ମସିହା ଜୁଲାଇ ମାସ ୯ ତାରିଖ ଦିନ କାମାକ୍ଷାନଗର ପୂର୍ବତନ ବିଧାୟକ ସ୍ବର୍ଗତ କୈଳାଶ ଚନ୍ଦ୍ର ମହାପାତ୍ର ଓ ମହନ୍ତ ପ୍ରଧାନ ଦ୍ବାର ଏହି!-->…
Read More...
Read More...
ଭୁବନ ତିନି ରଥ ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ପହଞ୍ଚିଲା : ମହିଳା ଟାଣିଲେ ସୁଭଦ୍ରା ଙ୍କ ରଥ !
ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ଘୋଷ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୬ ଘଟିକା ସମୟରେ ଦେଉଳ ଫିଟା,ଦ୍ଵାରପାଳ!-->…
Read More...
Read More...
ହିନ୍ଦୋଳ ପୂର୍ତ୍ତ ବିଭାଗ ଅବହେଳା ଯୋଗୁଁ ବିଛିନ୍ନ ହୋଇଯିବ କି ହିନ୍ଦୋଳ ଗୁଡିଆକାଟେଣୀ ମୁଖ୍ୟରାସ୍ତା !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସଦର ମହକୁମାର ଅବ୍ୟବସ୍ଥା ବିପଦରେ ପ୍ରବେଶଦ୍ୱାର ହିନ୍ଦୋଳ- ଗୁଡ଼ିଆକାଟେଣୀ- ଢେଙ୍କାନାଳ ମୁଖ୍ୟ ରାସ୍ତା ତଥା ରିଜିଓନାଲ କଲେଜ ନିକଟରେ ଆଜକୁ ବହୁଦିନ ହେବ ପାଣି ଖାଇ ଭାଙ୍ଗିରୁଜି ଯାଇ ରାସ୍ତା ଆଧାରୁ ଅଧିକ ଖାଇ ସାରିଲାଣି ମାତ୍ର ହିନ୍ଦୋଳ ପୂର୍ତ୍ତ ବିଭାଗ!-->…
Read More...
Read More...
ଭୁବନରେ ବନ ମହୋତ୍ସବ ପାଳନ : ବୃକ୍ଷ ରୋପଣ ଦ୍ବାରା ଜଳବାୟୁ ପରିବର୍ତ୍ତନ ରୁ ରକ୍ଷା ମିଳିବ-କାମାକ୍ଷାନଗର ବିଧାୟକ…
ଢ଼େଙ୍କାନାଳ - ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଓ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ତତ୍ତ୍ଵାବଧାନରେ ସମର ଶିକ୍ଷାର୍ଥୀ ବାହିନୀ,ଜାତୀୟ ସେବା ଯୋଜନା,ୟୁଥ୍ ରେଡକ୍ରସ,ସ୍କାଉଟ ଗାଇଡ ଛାତ୍ରୀଙ୍କ ଦ୍ଵାରା ଚାରା ରୋପଣ!-->…
Read More...
Read More...
ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !
ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ମିଶ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I!-->…
Read More...
Read More...
ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ଠାରେ ଧର୍ମସଭା ଅନୁଷ୍ଠିତ !
ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଅହମଦିୟା ମୁସଲିମ ଜାମେ ମସଜିଦଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। ଅହମଦିୟା ମୁସଲିମ ଜମାଅତ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ଏହି ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଅହମଦିୟା ମୁସଲିମ କେନ୍ଦ୍ରୀୟ!-->…
Read More...
Read More...
ଢେଙ୍କାନାଳ ରୋଟାରୀ କ୍ଲବ୍ର ନୂତନ ବର୍ଷର କର୍ମକର୍ତାଙ୍କର ଦାୟିତ୍ୱ ଗ୍ରହଣ ଓ ଡାକ୍ତର ଦିବସ ପାଳନ !
ଢେଙ୍କାନାଳ: ଢେଙ୍କାନାଳ ରୋଟାରୀ ଭବନ ପରିସରରେ ଏକ ମନୋଜ୍ଞ ପରିବେଶରେ ନୂତନ ସଭାପତି ଭାବରେ ଦାୟିତ୍ୱଗ୍ରହଣ କରିଥିବା ପ୍ରଫେସର ହରେକୃଷ୍ଣ କରଙ୍କର ଅଧ୍ୟକ୍ଷତାରେ ଗତ ୧ ତାରିଖରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ପି.ପି.ରୋଟାରୀଆନ୍ ରାଜ କିଶୋର ବେହେରାଙ୍କର ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ!-->…
Read More...
Read More...
ଖୁଲମଖୁଲା ହିନ୍ଦୋଳରେ ଚାଲିଛି ବେଆଇନ୍ ଇଟା ଭାଟି, ଜାଣି ଅଜଣା ରାଜସ୍ୱ ବିଭାଗ !
ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ବାଉଁଶପୋଖରୀ ରାଜସ୍ବ ବିଭାଗ ଅଧିନରେ ଥିବା କଂସରା ଠାରେ ଦିନଦିପ୍ରହରେ ମାଟି ଇଟା ଭାଟି ପୋଡ଼ା ଚାଲିଛି। ରାସ୍ତା ଉପରେ ଛିଡା ହେଲେ ମଧ୍ୟ ଦୃଶ୍ୟମାନ ହେଉଛି। କିନ୍ତୁ ହିନ୍ଦୋଳ ତହସିଲଦାର ଓ ରାଜସ୍ୱ ବିଭାଗ ଅଧିକାରୀମାନେ କିପରି ଦେଖି!-->…
Read More...
Read More...
ଢେଙ୍କାନାଳ ସହରର ମୁଖ୍ୟ ରାସ୍ତା ଉପରେ ବର୍ଷା ଓ ଡ୍ରେନେଜ ପାଣି ରେ ଉବୁଟୁବୁ !
ଢେଙ୍କାନାଳ ସହରର ପଶ୍ଚିମାଞ୍ଚଳ ଶାସନ ଛକ ଠାରୁ କୋରିଆଁ ପର୍ଯ୍ୟନ୍ତ କହିଲେ ଭୁଲ ହେବ ନାହିଁ । ଅନେକ ସମସ୍ୟା ମଧ୍ଯ ରେ ଉବୁଟୁବୁ ହେଉଥିବା ବେଳେ ବର୍ଷାର ଆଗମନରେ ଜନତାଙ୍କ ଅବସ୍ଥା ବେହାଲ । ଏହି ଅଞ୍ଚଳ ରେ ବର୍ଷା ଜଳ ନିଷ୍କାସନ ଏକ ମୂଖ୍ଯ ସମସ୍ୟା ର ସମାଧାନ ନହୋଇ ପଡି ରହିଛି । ସହର ମଧ୍ଯ!-->…
Read More...
Read More...
ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍ ମିଣ୍ଟନ ପ୍ରତିଯୋଗିତା ଉଦ୍ଯାପିତ !
ଢେଙ୍କାନାଳ : ଚଳିତ ବର୍ଷର ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍ମିଂଟନ ପ୍ରତିଯୋଗିତା ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ ଠାରେ ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କୋଣଅନୁକୋଳରୁ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଭା, ଖେଳାଳୀମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ!-->…
Read More...
Read More...