Browsing Category

ଢେଙ୍କାନାଳ

କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିକ୍ଷା ସମସ୍ତଙ୍କ ପାଇଁ ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ମିନି ମାରାଥନ…

ଢେଙ୍କାନାଳ : କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ପକ୍ଷରୁ ପକ୍ଷରୁ ଶିକ୍ଷା ସମସ୍ତଙ୍କ ପାଇଁ ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ମହାସମାରୋହରେ ବର୍ଣ୍ଣାଢ଼୍ୟ ମିନି ମାରାଥନ ବାଜିଚୌକ ଛକ ( ସହିଦ ବାଜିରାଉତ ସ୍ମୃତି ସ୍ତମ୍ଭ ) ନିକଟରୁ ବାହାରି ଢେଙ୍କାନାଳ ଟାଉନ୍ ପରିକ୍ରମା କରି ମିନି
Read More...

ହାଇକମାଣ୍ଡ ସଂସ୍କୃତି, ଅର୍ଥ ଓ ବାହୁବଳ ଗଣତନ୍ତ୍ରର ଅବକ୍ଷୟ କରିଚାଲିଛି !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ସଭାପତି ଡାକ୍ତର ତୁଷାର କାନ୍ତି ନାୟକଙ୍କ ଅଧ୍ୟକ୍ଷତାରେ ସାମାଜିକ ସଂଗଠନ ସୌନ୍ଦର୍ଯ୍ୟା,ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସଦସ୍ୟଗଣ ସ୍ଥାନୀୟ ଗାନ୍ଧୀ ପାର୍କରେ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ଏହି ଅବସରରେ ଦେଶର
Read More...

ଭୁବନ ଧର୍ମ ପରାୟଣ ବ୍ୟକ୍ତି ନିତ୍ୟାନନ୍ଦ ମହାରଣାଙ୍କ ପରଲୋକ !

ଢ଼େଙ୍କାନାଳ : ଭୁବନ ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ ୩ ର ଧର୍ମ ପରାୟଣ ବ୍ୟକ୍ତି ନିତ୍ୟାନନ୍ଦ ମହାରଣା ଙ୍କ ର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ବିଧବା
Read More...

ରାଜ୍ୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥାନୀୟ ଇନ୍‌ଡୋର୍ ହଲ୍ ଠାରେ ୪ର୍ଥ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଂଟନ ପ୍ରତିଯୋଗିତାଢେଙ୍କାନାଳ ଜିଲ୍ଲା ବ୍ୟାଡ୍‌ମିଂଟନ ଆସୋସିଏସନ୍ ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ଦୁଇଦିନିଆପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଜ୍ୟ ର‌୍ୟାଙ୍କ ହୋଲ୍‌ଡର
Read More...

ଜାତୀୟ ମତଦାତା ଦିବସ ପାଳିତ !

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସଦଭାବନା ସମ୍ମିଳନୀ କକ୍ଷରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋରଞ୍ଜନ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରି ସମସ୍ତ ନାଗରିକ ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । କୌଣସି
Read More...

ଭୁବନ କାପୁଡିଆ ସମାଜ ର ତୃତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ : ଜାତିର ଉନ୍ନତି ଓ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗଠନ କୁ…

ଢ଼େଙ୍କାନାଳ :କାପୁଡିଆ ସମାଜ ଢେଙ୍କାନାଳ ଜିଲ୍ଲାର ୩ୟ ବାର୍ଷିକ ସମ୍ମିଳନୀ ଷଡଙ୍ଗୀ ପଞ୍ଚାୟତ ର ଝାରଦା ସ୍ଥିତ ଗିରିଧାରୀ ମଠରେ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଖଗେଶ୍ବର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ନବ କିଶୋର ଗୁରୁ
Read More...

ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଦିବସ ପାଳନ !

ଢ଼େଙ୍କାନାଳ: ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ପ୍ରାୟ ୮୨ ଜଣ ଛାତ୍ରୀ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମର ଉଦଘାଟନ
Read More...

ଢେଙ୍କାନାଳ ପୌରପାଳିକା ଏବଂ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳିତ !

ଢେଙ୍କାନାଳ : ସହର ଭାଗିରଥି ସାଗର ସ୍ଥିତ ନେତାଜୀ ଚିଲଡ୍ରେନ ପାର୍କ ପରିସରରେ ଗୁରୁଦେବଜୀ ଗୁରୁକୁଳ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ ଅଫ ଢେଙ୍କାନାଳର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳନ କରାଯାଇଛି । ପ୍ରଥମେ
Read More...

ସେବିକା ମହାବିଦ୍ୟାଳୟ ଠାରେ ନୂଆ-ଓ ଓଡିଶା ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ: ୧୮ ଓ ୧୯ ଦୁଇଦିନ ଧରି ସ୍ଥାନୀୟ ସେବିକା ମହାବିଦ୍ୟାଳୟ, ଢେଙ୍କାନାଳ କକ୍ଷରେ ରାଜ୍ୟ ସରକାରଙ୍କର ନୂଆ-ଓ କାର୍ଯ୍ୟକ୍ରମ ଯାହା ଯୁବ ଓଡିଶା ଓ ନବୀନ ଓଡିଶା ତରଫରୁ ମହାସମାରୋହରେପାଳନ କରାଯାଇଛି । ଉକ୍ତ ଦିବସରେ ବକ୍ତୃତା, ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା, ପ୍ରବନ୍ଧ
Read More...

ଜିରାଳ ମହାବିଦ୍ୟଳୟରେ ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟଳୟ ରେ ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ଖାଦ୍ୟ ନିଗମ ର ଚେୟାରମ୍ଯାନ ଓ ସମାଜସେବୀ ଶ୍ରୀଯୁକ୍ତ ଅବନୀ କାନ୍ତ ସାହୁ ଓ ମୁଖ୍ୟ ବକ୍ତାଭାବେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର
Read More...