Browsing Category
ଢେଙ୍କାନାଳ
ଢେଙ୍କାନାଳ ବସ୍ଷ୍ଟାଣ୍ଡ ମା’ତାରିଣୀଙ୍କ ଦ୍ୱାଦଶ ଜନ୍ମବାର୍ଷିକୀ ଉତ୍ସବ ପାଳନ !
ଢେଙ୍କାନାଳ : ବସ୍ଷ୍ଟାଣ୍ଡସ୍ଥିତ ମା'ତାରିଣୀଙ୍କ ଦ୍ୱାଦଶ ଜନ୍ମବାର୍ଷିକୀ ଉତ୍ସବ ମା' ତାରିଣୀ ବେପାରୀ ସଂଘଦ୍ୱାରା ମହାସମାରୋହରେ ପାଳିତ ହୋଇଯାଇଅଛି । ସକାଳ ୫ ଘଟିକା ସମୟରେ ମଙ୍ଗଳା ଆଳତୀ, ସକାଳ ୬ ଘଟିକାରେନୀତି ପୂଜା, ସକାଳ ୮ ଘଟିକା ସମୟରେ ସୂର୍ଯ୍ୟପୂଜା ଓ ଗୋ-ପୂଜା, ଦିବା ୧୦ ଘଟିକା!-->…
Read More...
Read More...
ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ ୧୧ ସ୍ୱର୍ଣ୍ଣ ପଦକ ସହଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି : କୃତୀ…
ଢେଙ୍କାନାଳ : ମହାରାଷ୍ଟ୍ରର ପୁନେ ସହର ସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଚଳିତ ମାସ ୨୭ଓ ୨୮ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟକୁ!-->…
Read More...
Read More...
ସିଦ୍ଧେଶ୍ବରୀ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଦୃତି ଶିଶୁଗୃହଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ !
ଢେଙ୍କାନାଳ-ସିଦ୍ଧେଶ୍ବରୀ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଦୃତି ଶିଶୁଗୃହଠାରେ କୁନିକୁନି ପିଲାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ଆଦି ପ୍ରତିଯୋଗୀତା କରାଯାଇଥିଲା। ଟ୍ରଷ୍ଟର ଉପଦେଷ୍ଟା ରତନ ନାୟାର, ରଶ୍ମିକାନ୍ତ!-->…
Read More...
Read More...
ଭୁବନ ବିବେକାନନ୍ଦ ଶିଶୁ ମନ୍ଦିର ର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !
ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ୨୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନଟବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ!-->…
Read More...
Read More...
ହିନ୍ଦୋଳ ଏନ.ଏ.ସି.ରେ ରାଜ୍ୟସରକାର ସହରାଞ୍ଚଳ ମୁକ୍ତାଯୋଜନା ଦକ୍ଷତାବିକାଶ ତାଲିମଶିବିର ଅନୁଷ୍ଠିତ !
ଢ଼େଙ୍କାନାଳ : ହିନ୍ଦୋଳ ଏନଏସି ସଭାଗୃହରେ ରାଜ୍ୟସରକାର ସହରାଞ୍ଚଳ ମୁକ୍ତାଯୋଜନାରେ ଦକ୍ଷତା ବିକାଶ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମରେ ମୁକ୍ତା ଯୋଜନାର ନୋଡାଲ ଏଜେନସି ଭାବରେ ଅନୁମୋଦିତ ତୃଣମୂଳ ସ୍ତରରେ ସଫଳ କାର୍ଯ୍ୟକାରିତା ନିମନ୍ତେ ମିଶନ ଶକ୍ତି!-->…
Read More...
Read More...
ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ !
ଢେଙ୍କାନାଳ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଜିଲ୍ଲାର ୧୧୧ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ତିରୁପତି-ଭେଲୋର ଅଭିମୁଖେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳ ଜିଲ୍ଲାସମେତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଏବଂ!-->…
Read More...
Read More...
ହାତୀ ଦୌରାତ୍ମ ପ୍ରତିବାଦରେ ବିଜେପିର ଢେଙ୍କାନାଳ ଡିଏଫ୍ଓ କାର୍ଯ୍ୟାଳୟ ଘେରାଉ !
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ହାତୀ ଦୌରାତ୍ମ୍ୟ ବଡି ଚାଲିଛି । ଗତ କିଛିଦିନ ହେଲା ଯୋରନ୍ଦା ଅଂଚଳରେ ଏକ ହିଂସ୍ର ଦନ୍ତାହାତୀ ବୁଲୁଛି, ଦିନରେ ଯାହାକୁ ଦେଖୁଛି ଗୋଡାଇ ଗୋଡାଇ ଦଳି ଚକଟି ମାରି ଦେଉଛି । ୧୫ ଦିନ ଭିତରେ ୧୨ଜଣ ଲୋକଙ୍କ ଜୀବନ ନେଇ ସାରିଲାଣି । ଏଥିଯୋଗୁଁ!-->…
Read More...
Read More...
ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ !
ଢେଙ୍କାନାଳ : ଆଜି ପୂର୍ବାହ୍ନରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଜିଲ୍ଲାର ୧୧୧ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ତିରୁପତି-ଭେଲୋର ଅଭିମୁଖେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳ ଜିଲ୍ଲାସମେତ ପୁରୀ, ଖୋର୍ଦ୍ଧା, କଟକ,!-->…
Read More...
Read More...
ଭୁବନ ୧୯୯୧ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ !
ଢ଼େଙ୍କାନାଳ: ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହା ମାଟ୍ରିକ ଵ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୯୯୧ ବ୍ୟାଚ୍ ର ସାଥୀ ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଗଠନ କୁ ବ୍ୟାପକ କରିବା ସହ!-->…
Read More...
Read More...
ହିନ୍ଦୋଳ ଏନଏସି ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ମୁକ୍ତା ଉପଦେଷ୍ଟା ରାଜଶ୍ରୀ ମହାନ୍ତି !
ଢ଼େଙ୍କାନାଳ : ସରକାରଙ୍କ ରାଜ୍ୟ ମୁକ୍ତା ଉପଦେଷ୍ଟା ରାଜଶ୍ରୀ ମହାନ୍ତି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିକୁ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ମହାନ୍ତି ହିନ୍ଦୋଳ ଏନଏସି କାର୍ଯ୍ୟାଳୟରେ ପହଂଚିବା କ୍ଷଣି ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟାକ୍ଷା ପ୍ରତିମା ରାଉତ!-->…
Read More...
Read More...