Browsing Category

ଢେଙ୍କାନାଳ

ଭୁବନ ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ !

ଢ଼େଙ୍କାନାଳ : ଥାନା ଅନ୍ତର୍ଗତ ୫୩ ନମ୍ୱର ଜାତୀୟ ରାଜପଥ ର ଶାମଳ ଛକ ନିକଟରେ ଅପରାହ୍ନ ୩ ଘଟିକା ସମୟରେ ଅଜଣା ଗାଡ଼ି (ଟ୍ରକ୍) ଧକ୍କାରେ ଜଣେ ମହିଳା ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ଶାମଳ ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଥାଟୋଇ ଙ୍କ ଝିଅ ଶଙ୍ଖି ଥାଟୋଇ (୬୦) ବୋଲି
Read More...

ଭୁବନରେ ଗଣେଶ ଭସାଣି ଉତ୍ସବବାଜା, ବାଣ,ନୃତ୍ୟ ଗୀତ ରେ ସହର ପ୍ରକମ୍ପିତ !

ଢ଼େଙ୍କାନାଳ : ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଯାକ ଯମକରେ ଅନୁଷ୍ଠିତ ହେଉଛି । ବାଜା,ବାଣ ,ନୃତ୍ୟ ଗୀତ ରେ ସାରା ସହର ଦୁଲୁକୁଛି । ଗତ ୧୯ ତାରିଖ ଠାରୁ ୧୯ ଟି ମଣ୍ଡପ ରେ ପୂଜା ପାଉଥିବା ଗଣେଶ ଗତକାଲି ମେଲଣ ଅନୁଷ୍ଠିତ ହେବ ପରେ ଆଜି ଭସାଣି
Read More...

ଆଡଭୋକେଟ ସତ୍ୟରଞ୍ଜନ ଶତପଥିଙ୍କ ପରିଚାଳିତ ମାମଲାର ଜିଲ୍ଲା ଖାଉଟି ଅଦାଲତଙ୍କ ଐତିହାସିକ ରାୟ !

ଢେଙ୍କାନାଳ ଜିଲ୍ଲା ଖାଉଟି ଅଦାଲତଙ୍କ ଐତିହାସିକ ରାୟଢେଙ୍କାନାଳ,୨୭ା୯: ଜିଲ୍ଲା ଖାଉଟି ଅଦାଲତର ସଭାପତି ସରୋଜ କୁମାର ସାହୁ ଏବଂ ସଦସ୍ୟା ସସ୍ମିତା ରଥ ଏହି ଐତିହାସିକଆଦେଶ ଇନ୍‌ସ୍ୟୁରାନ୍ସ କଂପାନୀ ବିରୁଦ୍ଧରେ ପ୍ରଦାନ କରିଛନ୍ତି । ଘଟଣାକ୍ରମରେ , ଗଁଦିଆ ଥାନା ଅନ୍ତର୍ଗତ ସନ୍ତୋଷ କୁମାର
Read More...

ମହାବୀର ବଜାର ପୂଜା କମିଟି ପକ୍ଷରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ମା’ଙ୍କର ମାଟି ଅନୁକୂଳ !

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଆଜିଠାରୁ ଶୁଭାରମ୍ଭ ହୋଇଯାଇଅଛି । ଢେଙ୍କାନାଳ ସହର ମହାବୀରବଜାର ପୂଜା କମିଟି ପକ୍ଷରୁ ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହପୂଜାଅର୍ଚ୍ଚନା କରାଯାଇ ମା'ଙ୍କ ମୂର୍ତୀ ନିର୍ମାଣ ନିମନ୍ତେ ମାଟି ଅନୁକୂଳ
Read More...

ସିମିନଇ ଗ୍ରାମର ଗାନ୍ଧି ବଜାରସ୍ଥିତ ଶ୍ରୀଶ୍ରୀ ଜୟଦୁର୍ଗା ପୂଜା ଅନୁଷ୍ଠାନର ମାଟି ଅନୁକୂଳ !

ଢେଙ୍କାନାଳ : ଓଡାପଡା ବ୍ଲକ୍ ସିମିନଇ ଗ୍ରାମର ଗାନ୍ଧି ବଜାରସ୍ଥିତ ଶ୍ରୀ ଶ୍ରୀ ଜୟଦୁର୍ଗା ପୂଜା ପ୍ରତିଷ୍ଠାନର ଶାରଦୀୟଦୁର୍ଗାପୂଜା ମୂର୍ତୀ ନିର୍ମାଣ ପାଇଁ ଆଜି ସୁନିଆ ଅବସରରେ ମାଟି ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି । ବ୍ରାହ୍ମଣୀ ନଦୀ କୂଳକମଗରା ନିକଟରେ ମା\' ଷୋଡଶ ପୂଜା, ଭୋଗ ଲାଗି
Read More...

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍. ଏସ.ଏସ. ଦିବସ ପାଳିତ !

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ( ଜାତୀୟ ସେବା ଯୋଜନା ) ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି ସ୍ବେଚ୍ଛାସେବୀ ମାନେ ନିସ୍ୱାର୍ଥାପର ଭାବେ ସମାଜ ର ଅବହେଳିତ ଲୋକଙ୍କ ସେବା କରିବାକୁ ଆହ୍ବାନ
Read More...

ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦରସିଂହା ଗ୍ରାମ ପଞ୍ଚାୟତ କଟରାପଡାର ଅସହାୟ ବୃଦ୍ଧା ସୁକାନ୍ତି ଗୋପାଳ (୭୦), ଦୁଇ ନାତି ବିକାଶ ଗୋପାଳ ( ୧୪), ପ୍ରକାଶ ଗୋପାଳ ( ୦୫) ।ଏହି ପରିବାର ଅସହାୟ ଭାବରେ ଚଳୁ ଅଛନ୍ତି, କିଏ ଦେଲେ ଗଣ୍ଡେ ଖାଉ ଅଛନ୍ତି ନହେଲେ ଭୋକ
Read More...

ବାରୁଆଁ (ବି ) ସେବା ସମବାୟ ସମିତି ଗୃହ ଉଦଘାଟନ : ଗୋଦାମ ଓ ବ୍ୟାଙ୍କ ଗୃହ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି ) ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହକୁ ଉଦଘାଟନ
Read More...

ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ‌ ଗଡ଼ିଲା : ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ…

ଢ଼େଙ୍କାନାଳ : ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ‌ ଗଡ଼ିବା ଏ ଅଞ୍ଚଳ ପାଇଁ ଆନନ୍ଦର ମୁହୂର୍ତ୍ତ। ପୂର୍ବରୁ ଗତ ମେମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓଡା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିଲା। ଦ୍ୱିତୀୟବନ୍ଦେ ଭାରତ ଟ୍ରେନର ପୁରୀ ରୁ ଢେଙ୍କାନାଳ ଦେଇ ରାଉରକେଲା
Read More...

ଗଣେଶପୂଜା ଅବସରରେ ବିକାଶ ୟୁଥ କ୍ଲବ୍‌ର ରଜତ ଜୟନ୍ତୀ ଉତ୍ସବ ଏବଂ ସାଂସ୍କୃତିକ ସଂଧ୍ୟା !

ଢେଙ୍କାନାଳ : ଢେଙ୍କାନାଳ ଖମାରସାହିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବିକାଶ ୟୁଥ୍ କ୍ଲବ୍‌ର ରଜତ ଜୟନ୍ତି ଅବସରରେଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ସଭା ଏବଂ ମେଲୋଡି କାର୍ଯ୍ୟକ୍ରମ ଗଣଶ ପୂଜା ଅବସରରେ ପାଳିତ ହୋଇଯାଇଅଛି । ଢେଙ୍କାନାଳରବିଧାୟକ ସୁଧିର କୁମାର ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ
Read More...