Browsing Category
ଖେଳ
ଭୁବନ ମହିଳା ମହାବିଦ୍ୟାଳୟ ରେ ଆନ୍ତଃ ମହାବିଦ୍ୟାଳୟ ଖୋ- ଖୋ ଅନୁଷ୍ଠିତ !
ଢ଼େଙ୍କାନାଳ: ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ପଡିଆରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆନ୍ତଃ ମହାବିଦ୍ୟାଳୟ ଖୋ – ଖୋ ପ୍ରତିଯୋଗିତା ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ!-->!-->!-->…
Read More...
Read More...
ଓଡିଶା ବ୍ଯାଡମିନ୍ଟନ ଚାମ୍ପିୟନ ସିପ୍ ଉଦଘାଟିତ !
ଢେଙ୍କାନାଳ : ଇଣ୍ଡୋର ଷ୍ଟାଡିୟମ ଠାରେ ଏକ ଦିବସୀୟ ବାଳକ ବିଭାଗ ଡବଲ ବ୍ଯାଡମିନ୍ଟନ ଚାମ୍ପିୟନ ସିପ୍ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଁଦିଆ ବି. ଡି. ଓ. ଆଶିଶ ରଞ୍ଜନ ସାହୁ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ଓକିଲ ସଂଘ ସଭାପତି ଶିବ ସାଇ ମହାପାତ୍ର!-->!-->!-->…
Read More...
Read More...
ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୨ !
ଢେଙ୍କାନାଳ : ମୂଖ୍ଯ ଷ୍ଟାଡିୟମ ଠାରେ ଫିଫା ଦ୍ୱାରା ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନଙ୍କର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଚତୁର୍ଥ ଦିବସର କାର୍ଯ୍ୟକ୍ରମ କୋଭିଡ -୧୯ ନିୟମ ସବୁକୁ!-->…
Read More...
Read More...
ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ଫୁଟ୍ବଲ ଟୁର୍ନାମେଣ୍ଟ ଉଦଘାଟନ !
ଢେଙ୍କାନାଳ : ଜିଲା କ୍ରୀଡ଼ା ସଂଘ ପକ୍ଷରୁ ସ୍ଥାନୀୟ ଷ୍ଟାଡୟମି ରେ୍ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ଫୁଟ୍ବଲ ଟୁର୍ନାମେଣ୍ଟ। ଏହା ୫ ତାରିଖ ଯାଏ ଅନୁଷ୍ଠିତହେବ ।
ଉଦଘାଟନୀ ମ୍ୟାଚରେ୍ ଶାରଳା କ୍ଲବ ଗୁଣ୍ଡିଚାପଡ଼ା ଦଳ ୨-୦ ଗୋଲରେ ଢେଙ୍କାନାଳ ଫୁଟ୍ବଲ ଏକାଡେମୀକୁ!-->!-->!-->…
Read More...
Read More...
ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତା !
ଢେଙ୍କାନାଳ : ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଆନ୍ତଃ ବିଦ୍ୟାଳୟ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଓ ସେଣ୍ଟ ଜାଭିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ୨-୦ ଗୋଲ୍ରେ ସେଂଟ୍ ଜାଭିୟର୍ସକୁ ପରାସ୍ତ!-->!-->!-->…
Read More...
Read More...
ଢେଙ୍କାନାଳ ସାଇ ହଷ୍ଟେଲ ପକ୍ଷରୁ ବିଶ୍ଵ କ୍ରିଡା ଦିବସ ପାଳିତ !
ଢେଙ୍କାନାଳ : ଜିଲ୍ଲା ମୁଖ୍ୟ ଷ୍ଟାଡିୟମ୍ ଠାରେ ବିଶ୍ଵ କ୍ରିଡା ଦିବସ ପାଳିତ ହୋଇଯାଇଛି । ଏହି ଦିନଟି ହେଉଛି ହକିର ଯାଦୁଗର ଧ୍ୟାନଚାନ୍ଦ ଙ୍କ ଜନ୍ମଦିନ । ତାଙ୍କ ଜନ୍ମ ଦିନ ଉପଲକ୍ଷେ ଅଗଷ୍ଟ ୨୯ ତାରିଖକୁ କ୍ରିଡା ଦିବସ ଭାବରେ ପାଳନ କରାଯାଇ ଥାଏ । ଏହି ପରିପକ୍ଷେରେ ଜିଲ୍ଲା ସାଇ ସ୍ପୋର୍ସ!-->…
Read More...
Read More...
ଆସନ୍ତା ୨୯ରୁ ଷଷ୍ଠ ଜିଲ୍ଲାସ୍ତରୀୟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ !
ଢେଙ୍କାନାଳ : ଜିଲ୍ଲା ବ୍ୟାଡ଼ମିଟନ ଆସୋସିଏସନ ଢେଙ୍କାନାଳ ଆନୁକୂଲ୍ୟରେ ଚଳିତ ଅଗଷ୍ଟ ମାସ ଆସନ୍ତା ୨୯ତାରିଖରୁ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ।
ଢେଙ୍କାନାଳ ଇନଣ୍ଡୋର ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୯ରୁ ୩ଦିନ ବ୍ୟାପି ଅନୁଷ୍ଠିତ ହେବ!-->!-->!-->…
Read More...
Read More...
‘ଆମ ଆଦିବାସୀ ଓଡ଼ିଆ ଝିଅ’ ଅଡିଓ ସିଡୀ ଉନ୍ମୋଚିତ !
ଢ଼େଙ୍କାନାଳ : ରାଷ୍ଟ୍ରପତି ଦେ୍ରୗପଦୀ ମୁମୁର୍ଙ୍କ ଜୀବନ ସଂଘର୍ଷର କାହାଣୀ ଉପରେ ଆଧାରିତ ଏକ ଅଡିଓ ସିଡୀ ‘ଆମ ଆଦିବାସୀ ଓଡ଼ିଆ ଝିଅ’ ଉନ୍ମୋଚିତ ହୋଇଛି।
ଜିଲ୍ଲାର କବି ତଥା ଗୀତିକାର ଅବନୀ କୁମାର ମିଶ୍ରଙ୍କ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଜିଲ୍ଲାକାର୍ଯ୍ୟାଳୟରେ ଏହାକୁ!-->!-->!-->…
Read More...
Read More...
ଆମେଚର ତାଇକୋଣ୍ଡୋ ପକ୍ଷରୁ ୮ମ ଗ୍ରୀଷ୍ମକାଳୀନ ନିଶୁକ୍ଳ ଶିବିର ଅନୁଷ୍ଠିତ !
ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନର ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ଢେଙ୍କାନାଳ ସହରର ତହସିଲ କାର୍ଯ୍ୟଳୟ ସମ୍ମୁଖ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୮ ଦିନିଆ ନିଶୁଳ୍କ ଗ୍ରୀଷ୍ମକାଳୀନ ଶିବିର ଓ ମହିଳା ଆତ୍ମରକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି ।
!-->!-->…
Read More...
Read More...
ଓଡିଶା ଆମେଚର କିକ୍ ବକ୍ସିଂ ଆସୋସିଏସନ୍ ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ମିଳିତ କିକ୍ବକ୍ସିଂ…
ଢେଙ୍କାନାଳ : ଓଡିଶା ଆମେଚର କିକ୍ ବକ୍ସିଂ ଆସୋସିଏସନ୍ ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ମିଳିତ ସହଯୋଗରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ୍ ଠାରେ ଗତକାଲି ଠାରୁ ଆୟୋଜିତ ୱାକୋ ଓଡିଶା ହାଇପରଫର୍ମାନ୍ସ କିକ୍ ବକ୍ସିଂ ତାଲିମ୍ ଶିବିର ଉଦ୍ଯାପିତ ହୋଇଯାଇଛି ।
ନଗରପାଳ!-->!-->!-->…
Read More...
Read More...