Browsing Category

ରାଜନୀତି

ବିଧାୟକ ସୁଧୀର କୁମାର ସାମଲଙ୍କ ସାମ୍ବାଦିକ ସମ୍ମିଳନୀ : ନଗରପାଳିକାଙ୍କୁ ଗୁଳିମାଡ ଘଟଣା ରାଜନୈତିକ ନୁହେଁ, ବ୍ୟବସାୟୀକ…

ଢେଙ୍କାନାଳ : ଶାନ୍ତ ଢେଙ୍କାନାଳ ସହରରେ ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଆଗରେ ହୋଇଥିବା ଫାଙ୍କା ଗୁଳିଚାଳନା ଘଟଣା ସହରବାସୀଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ତୁରନ୍ତ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବୀ
Read More...

ନବ ନିର୍ବାଚିତ ନଗରପାଳ ଓ କାଉନସିଲରଙ୍କ ସମ୍ବର୍ଦ୍ଧନା ଉତ୍ସବ ପୌରାଞ୍ଚଳର ଉନ୍ନତି ପାଇଁ ନୂତନ ନଗରପାଳ ଜୟନ୍ତୀ…

ଢେଙ୍କାନାଳ :ନବନିର୍ବାଚିତ ଭାଜପା ନଗରପାଳ ଓ କାଉନସିଲରଙ୍କର ଏକ ବିଜୟ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଭାଜପାର କର୍ମକର୍ତା ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ର ଓ ୯ ଜଣ ଭାଜପା ନିର୍ବାଚିତ କାଉସିଲରଙ୍କର ଏକ ଶୋଭାଯାତ୍ରା ବାଜିଚୌକ ଠାରୁ ବାହାରି ପୁରୁଣା
Read More...

ଭୁବନ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ସ୍ୱାମୀଙ୍କ ଠାରୁ କାର୍ଯ୍ୟଭାର ସମ୍ଭାଳିଲେ ସିପ୍ରା !

ଢେଙ୍କାନାଳ: ଭୁବନ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ସିପ୍ରା ବରାଳ ତାଙ୍କ ସ୍ୱାମୀ ତଥା ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ବିଧିବଧ ଭାବେ ସିପ୍ରା ବରାଳ ଦାୟିତ୍ୱ ଗ୍ରହଣ କରିବା ପରେ ବିଡିଓ ଅର୍ଶୀବାଦ ପରିଡା , ସିଡିପିଓ ନିର୍ମଳା ସେଠୀ ଜୀବିକାମିଶନର
Read More...

କାମାକ୍ଷାନଗର ନିର୍ବାଚିତ ନଗରପାଳ ଓ କାଉନସିଲରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !

ଢେଙ୍କାନାଳ : କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ କ୍ଲିନ ସୁଇପ କରିଥିବା ବେଳେ ନଗରପାଳ ଓ ସମସ୍ତ ୧୪ଟି ୱାର୍ଡର କାଉନସିଲର ମାନଙ୍କୁ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଜ୍ଞାପିତ ଅଞ୍ଚଳ ପରିଷଦର
Read More...

କାମାକ୍ଷାନଗର ; ସାଂସଦଙ୍କ ଦ୍ବାରା ନବନିର୍ବାଚିତ ନଗରପାଳ ସମେତ ସମସ୍ତ ନଵନିର୍ଵାଚିତ କାଉନସିଲରଙ୍କୁ ଶୁଭେଚ୍ଛା ସହ…

ଢ଼େଙ୍କାନାଳ : କାମାକ୍ଷାନଗର ଏନ୍.ଏ.ସି, ହନୁମାନ ଵଜାର ସ୍ଥିତ ସରକାରୀ ଡାକବଙ୍ଗଳା ଠାରେ ବିଜୁ ଜନତା ଦଳ ନଗର ସଭାପତି ଆଦିତ୍ୟ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ଵାଵଧାନରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ନବନିର୍ବାଚିତ ନଗରପାଳ
Read More...

ଢ଼େଙ୍କାନାଳ ପୌର ନିର୍ବାଚନ ଶେଷ :ପ୍ରାର୍ଥୀଙ୍କ ଭାଗ୍ୟ ଇଭଏମି ରେ ବନ୍ଦ !

ଢେଙ୍କାନାଳ : ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛିପୌର ନିର୍ବାଚନ। ଢେଙ୍କାନାଳ ପୌରାଞ୍ଚଳ ସହ ମାକ୍ଷାନଗର ଓ ଭୁବନ ଏନଏସିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୮ ନଗରପାଳ ପ୍ରାର୍ଥୀଙ୍କ ସମେତ ମୋଟ ୧୫୯ ଜଣଙ୍କ ଭାଗ୍ୟ ଇଭଏମି ରେ୍‌ ବନ୍ଦ ହୋଇଛି। ଢେଙ୍କାନାଳରେ ୬୧.୮୭%,
Read More...

ସଦର ବ୍ଲକ ଉପାଧ୍ୟକ୍ଷ ଭାବେ କାଳନ୍ଦୀ ବାରିକ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେଲେ !

ଢ଼େଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରକ୍ରିୟାରେ ଆଜି ରାଜ୍ୟର ର ବିଭିନ୍ନ ବ୍ଲକ ଉପାଦକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରେ ସଦର ବ୍ଲକ ଠାରେ ଅନୁଷ୍ଠିତ ନିର୍ବାଚନରେ ରେ ଚାଉଳିଆ ଗ୍ରାମପଞ୍ଚାୟତ ର ସମିତିସଭ୍ଯ କାଳିନ୍ଦୀ ବାରିକ ଉପାଦକ୍ଷ ଭାବେ ନିର୍ଦ୍ବନ୍ଦ ଭାବେ
Read More...

ଭୁବନ; ଏକତାଳୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ସରୋଜିନୀ ଦ୍ୱିବେଦୀ ଅପ୍ରତିଦ୍ବନ୍ଦୀ ଉପାଧ୍ୟକ୍ଷ ଭାବେ ନିର୍ବାଚିତ !

ଢ଼େଙ୍କାନାଳ: ଭୁବନ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ । ଏହି ନିର୍ବାଚନ ରେ ଭୁବନ ବ୍ଲକ ଏକତାଳୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ସରୋଜିନୀ ଦ୍ୱିବେଦୀ ଏକମାତ୍ର ପାର୍ଥିନୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତାଙ୍କର ପାର୍ଥିପତ୍ର ସଠିକ ଥିବାରୁ
Read More...

ଭୁବନ ଏନ.ଏ.ସି.ରେ ଚଳିତ ପୌରନିର୍ବାଚନ ରେ ପ୍ରଥମ ଥର ଲାଗି ଆମ ଆଦମି ପାର୍ଟି ର ନିଆରା ପ୍ରଚାର !

ଢ଼େଙ୍କାନାଳ : ଭୁବନ ଏନ.ଏ.ସି.ରେ ଚଳିତ ପୌରନିର୍ବାଚନ ରେ ପ୍ରଥମ ଥର ଲାଗି ଆମ ଆଦମି ପାର୍ଟି ଅଂଶ ଗ୍ରହଣ କରିଛି । ଆପ୍ ପକ୍ଷରୁ ଅଧ୍ୟକ୍ଷ ପାର୍ଥି ଭାବେ ମହେଶ୍ବର ସାହୁ ନିର୍ବାଚନ ଲଢୁଥିବା ବେଳେ ଦୁଇ ନମ୍ବର କାଉନସିଲର ପାର୍ଥି ଅଶୋକ ସାହୁ କେଜରିୱାଲ ଙ୍କ ଦଳ ଆପ ପକ୍ଷରୁ ଝାଡୁ ଚିହ୍ନ
Read More...

ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେ ଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି !

ଢ଼େଙ୍କାନାଳ: ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି।ପୌର ନିର୍ବାଚନ ପାଇଁ ଆଉ କିଛି ଘଣ୍ଟା ପରେ ହେବ ଭୋଟ ଗ୍ରହଣ। ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ଦଳର ହେବିଓ୍ବେଟ୍ ଙ୍କୁ ନେଇ ପ୍ରଚାର କରିଥିଲେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନରହରି ସାହୁ।
Read More...