Browsing Category
କଳା ଓ ସଂସ୍କୃତି
ଢେଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ !
ଢେଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଂଚାୟତ ସଦେଇବେରେଣୀ ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ଉଦଯାପିତ ହୋଇଯାଇଛି ।
ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ!-->!-->!-->…
Read More...
Read More...
ଢ଼େଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ !
ଢ଼େଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ସଦେଇବେରେଣୀ ଗ୍ରାମ ଠାରେ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ପୂର୍ତ,ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି ।
ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି!-->!-->!-->…
Read More...
Read More...
ଭୁବନ ରାମ ମନ୍ଦିରରେ ଆଶୀର୍ବାଦ ଅନୁଷ୍ଠାନ ତରଫରୁ ରାମଲୀଳା ପରିବେଷଣ !
ଢ଼େଙ୍କାନାଳ: ଭୁବନ ରାମ ମନ୍ଦିର ପରିସର ରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ଓ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ରାମାୟଣ (ରାମଲୀଳା) ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
!-->!-->!-->!-->!-->…
Read More...
Read More...
ଗୋବିନ୍ଦପୁର ଠାରେ ଚତ୍ରୁର୍ଦ୍ଦଶତମ ଜିଲ୍ଲା ସ୍ତରୀୟ ବାଦଦଣ୍ଡ ସମିଳନୀ ଅନୁଷ୍ଠିତ !
ଢ଼େଙ୍କାନାଳ: ସଦର ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଚତ୍ରୁର୍ଦ୍ଦଶତମ ଜିଲ୍ଲା ସ୍ତରୀୟ ବାଦଦଣ୍ଡ ସମିଳନୀ ଅନୁଷ୍ଠିତ ହୋଇଯାାଇଅଛି ।
ଉକ୍ତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସାଧୁ ଶ୍ରୀ ସଦାନନ୍ଦ ଦାସ ମହାରାଜ ଯୋଗଦେଇଥିବା ବେଳେସମ୍ମାନିତ ଅତିଥି ଭାବେ ଗୋବିନ୍ଦପୁର ଗ୍ରାମ!-->!-->!-->!-->!-->…
Read More...
Read More...
‘ଗୁଡ୍ନାଇଟ କ୍ଲବ’ ପକ୍ଷରୁ ବୈଶାଖୀ ମହୋତ୍ସବ ଅନୁଷ୍ଠିତ !
ଢ଼େଙ୍କାନାଳ ସାଂସ୍କୃତିକ ଅନୁଷ୍ଠାନ ‘ଗୁଡ୍ନାଇଟ କ୍ଲବ’ ପକ୍ଷରୁ ଆୟୋଜିତ ବୈଶାଖୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ମିନିଷ୍ଟାଡୟମି ଠାରେ୍ ଆୟୋଜିତ ସାଂସ୍କୃତିକ ସମାରୋହକୁ ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ ଉଦଘାଟନ କରିଥିଲେ ।
ମୁଖ୍ୟ ଅତିଥି ବିଧାୟକ!-->!-->!-->!-->!-->…
Read More...
Read More...
ଭୁବନ ନଗରପାଳ ସାଜିଲେ ଚାଷୀ : ଅକ୍ଷୟ ତୃତୀୟା ଅବସରରେ କଲେ ଅଖିମୁଠି ଅନୁକୂଳ !
ଢ଼େଙ୍କାନାଳ: ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଭୁବନ ନଗରରେ କୃଷକ ସମାଜ ତରଫରୁ ଆୟୋଜନ କରାଯାଇଥିଲା ଅକ୍ଷୟ ତୃତୀୟା ଉତ୍ସବ ।
ଭୁବନ ର କୃଷକମାନେ ନିଜର ପାରମ୍ପରିକ ବଳଦ ହଳଲଙ୍ଗଳ ଯୋଚୀ , ଟ୍ରାକ୍ଟର ନେଇ ଅଭିନବ ଢଙ୍ଗରେ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ ଭୁବନ ପାଲାମଣ୍ଡପ ଠାରୁ ।!-->!-->!-->…
Read More...
Read More...
ଭୁବନ ; ବ୍ରାହ୍ମଣୀ ସାହିତ୍ୟ ସଂସଦ ଶୁଭାରମ୍ଭ !
ଢ଼େଙ୍କାନାଳ : ଭୁବନ ବ୍ଲକ ଏକତାଳୀ ପଞ୍ଚାୟତର ବ୍ରାହ୍ମଣ ଶାସନ ପୁରୁଷୋତମପୁର ମନ୍ଦିର ପରିସରରେ ବ୍ରାହ୍ମଣି ସାହିତ୍ୟ ସଂସଦ ର ଶୁଭରାମ୍ଭ ହୋଇଯାଇଛି ।
ସଭାପତି ଶାନ୍ତୁନ ଦାସ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଲୋକକଳା ସଂସ୍କୃତିର ରାଜ୍ୟ ଉପସଭାପତି ଅବନି ମିଶ୍ର,!-->!-->!-->…
Read More...
Read More...
କୈବର୍ତ୍ତ ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ପାଳିତ !
ଢେଙ୍କାନାଳ : ଢେଙ୍କାନାଳ କୈବର୍ତ୍ତ ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ଅବସରରେ ନୂଆପୋଖରୀ ହୁଡା ପାଶ୍ୱର୍ରେ ଥିବା ମନ୍ଦିରରେ ବାସେଳୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।
ପରେ ଚଇତି ଘୋଡା ନାଚ ସହ ଏକ ଶୋଭାଯାତ୍ରା କୈବର୍ତ୍ତ ସମାଜର ସଦସ୍ୟମାନଙ୍କ ଘରକୁ ଯାଇଥିଲେ । ଅପରାହ୍ନରେ ଏହି!-->!-->!-->…
Read More...
Read More...
ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଟିତ !
ଢେଙ୍କାନାଳ : ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଓ ୫୬ତମ ସ୍ଥାପନ ଦିବସ ଢେଙ୍କାନାଳ ଲେଖକ ସଂସଦ ଠାରେ ପାଳିତ ହୋଇଯାଇଛି ।
ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ମହାପାତ୍ର ଯୋଗଦେଇ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅକ୍ଷୟ ଜୀ ସଭାପତି ବସନ୍ତ କୁମାର ପଟ୍ଟନାୟକ,!-->!-->!-->…
Read More...
Read More...
କବି ବ୍ରଜନାଥ ବଡଜେନାଙ୍କର ୨୯୨ବର୍ଷ ଜୟନ୍ତୀ ଲେଖକ ସଂସଦ ଭବନରେ ମହାସମାରୋହରେ ପାଳିତ !
ଢେଙ୍କାନାଳ : କବି ବ୍ରଜନାଥ ବଡଜେନାଙ୍କର ୨୯୨ବର୍ଷ ଜୟନ୍ତୀ ଲେଖକ ସଂସଦ ଭବନରେ ମହାସମାରୋହରେ ପାଳିତ ହୋଇଥିଲା ।
ପ୍ରଥମ ଅଧିବେଶନରେ ଉପସଭାପତି ସାରଙ୍ଗଧର ମିଶ୍ରଙ୍କ ସଭାପତିତ୍ୱ ଓ ଅଞ୍ଜନା ମିଶ୍ର ଓ ଉପମା ସାମଲଙ୍କର ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ସେଥିରେ!-->!-->!-->…
Read More...
Read More...