କୈବର୍ତ୍ତ ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ପାଳିତ !

ଢେଙ୍କାନାଳ : ଢେଙ୍କାନାଳ କୈବର୍ତ୍ତ ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ଅବସରରେ ନୂଆପୋଖରୀ ହୁଡା ପାଶ୍ୱର୍ରେ ଥିବା ମନ୍ଦିରରେ ବାସେଳୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

ପରେ ଚଇତି ଘୋଡା ନାଚ ସହ ଏକ ଶୋଭାଯାତ୍ରା କୈବର୍ତ୍ତ ସମାଜର ସଦସ୍ୟମାନଙ୍କ ଘରକୁ ଯାଇଥିଲେ । ଅପରାହ୍ନରେ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ଏଥିରେ କୈବର୍ତ୍ତ ସମାଜର କାର୍ଯ୍ୟକର୍ତା ଓ ବହୁ ବ୍ୟକ୍ତି ଯୋଗଦାନ କରିଥିଲେ ।

Leave A Reply

Your email address will not be published.

three × five =