Browsing Category

ସମସ୍ୟା

ଗଁଦିଆ; ଇଲେଇଜଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ‌ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବି !

ଢେଙ୍କାନାଳ : ଅନ୍ତର୍ଗତ ଇଲେଇଜଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପାଠପଢ଼ା ଚାଲିଅଛି। ବିଦ୍ୟାଳୟ ରେ ଜଣେ ଶିକ୍ଷୟିତ୍ରୀ ପାଠ ପଢ଼ାଇବା ଏକଷଠିପିଲାଙ୍କୁ ସମ୍ଭବ ନୁହେଁ। ବିଦ୍ୟାଳୟ ରେ ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। ଜଣେ ଅବସର ନେଲେ। ଜଣେ ପଦୋନ୍ନତି
Read More...

ଗଁଦିଆ; ଛୋଟ ତେନ୍ତୁଳିରେ ଜଳସମସ୍ୟା : ପାଣି ଟୋପାଏ ପାଇଁ ଡହଳ ବିକଳ !

ଢ଼େଙ୍କାନାଳ : ଗାଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତର ୧୨ନମ୍ବର ୱାର୍ଡ଼ ଛୋଟତେନ୍ତୁଳି ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଲୋକସଂଖ୍ୟା ୧୦୦୦ ରୁ ଉର୍ଦ୍ଧ୍ଵ । ଏହି ଗ୍ରାମରେ ୫ଟି ନଳକୂପରୁ ୩ଟି ନଳକୂପ ସଂପୂର୍ଣ୍ଣ ଅଚଳ ହୋଇଥିବାବେଳେ ଅନ୍ୟ ୨ଟି ନଳକୂପର ଅବସ୍ଥା ଭଲ ନାହିଁ।
Read More...

ପ୍ରକାଶ ପରେ ତତ୍ପର ହେଲା ପ୍ରଶାସନ : ଆକାଶଙ୍କୁ ମିଳିଲା ସହାୟତା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଭିନ୍ନକ୍ଷମ ଆକାଶ କଅଁର (୧୬) ଙ୍କୁ ଟ୍ରାଇସାଇକେଲ ଙ୍କୁ ପ୍ରଦାନ ପାଇଁ ପ୍ରକାଶ ପରେ ତତ୍ପର ହୋଇଉଠିଥିଲା ବ୍ଲକ୍ ପ୍ରଶାସନ I ବ୍ଲକ୍ ସାମାଜ ମଙ୍ଗଳ ଅଧିକାରୀ ବିଜନ
Read More...

ହେଉନି ମରାମତି, ଅଚଳ ହୋଇ ପଡ଼ିଛି ନଳକୂପ

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ମାହାନ୍ତ ସାହିରେ ନଳକୂପ ଅଚଳ ହୋଇପଡ଼ିଛି I ପଞ୍ଚାୟତ ଚାରି ନମ୍ବର ୱାର୍ଡ ମାହାନ୍ତ ସାହିରେ ଗୋଟିଏ ମାତ୍ର ନଳକୂପ ରହିଚି I ଏହି ନଳକୂପ ଉପରେ ସାହି ସାରା ନିର୍ଭର କରୁଥିବା ବେଳେ ଛଅ ମାସ ହେବ ଅଚଳ ହୋଇଥିବାରୁ ନାହିଁ ନଥିବା ଅସୁବିଧାର
Read More...

ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଭିନ୍ନକ୍ଷମ ପୁଅକୁ ଟ୍ରାଇ ସାଇକେଲ ପାଈଁ ମା ର ନିବେଦନ ! ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଆକାଶ କଅଁର (୧୬) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି I ଭିନ୍ନକ୍ଷମ ପ୍ରମାଣ ପତ୍ର ରେ ଶତକଡା ୯୦ ଭାଗ
Read More...