ପ୍ରକାଶ ପରେ ତତ୍ପର ହେଲା ପ୍ରଶାସନ : ଆକାଶଙ୍କୁ ମିଳିଲା ସହାୟତା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଭିନ୍ନକ୍ଷମ ଆକାଶ କଅଁର (୧୬) ଙ୍କୁ ଟ୍ରାଇସାଇକେଲ ଙ୍କୁ ପ୍ରଦାନ ପାଇଁ ପ୍ରକାଶ ପରେ ତତ୍ପର ହୋଇଉଠିଥିଲା ବ୍ଲକ୍ ପ୍ରଶାସନ I

ବ୍ଲକ୍ ସାମାଜ ମଙ୍ଗଳ ଅଧିକାରୀ ବିଜନ ମିଶ୍ର ଓ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ସଚିତାନନ୍ଦ ଖୁଣ୍ଟିଆ ଓ ଅଭିଜିତ ଅଭିନନ୍ଦନ ସହଯୋଗରେ ବୁଧବାର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଠାରେ ଆକାଶଙ୍କୁ ହୁଇଲ ଚେୟାର୍ ପ୍ରଦାନ କରାଯାଇଛି I ବ୍ଲକ ପ୍ରଶାସନ ସମେତ ୱାର୍ଡ ସଭ୍ଯ ସୁନୀଲ ସ୍ଵାଇଁ ଓ ସାମ୍ବାଦିକ ବିଜୟ କୁମାର ନାୟକ ଙ୍କୁ ପରିବାର ଲୋକ ଧନ୍ଯବାଦ୍ ଜଣାଇଛନ୍ତି I

Leave A Reply

Your email address will not be published.

twelve + ten =