Browsing Category
ସମସ୍ୟା
ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !
ପରିଣତ ବୟସରେ ବି ମିଳିନି ଆବାସ, ଭଙ୍ଗା ଚାଳ ତଳେ ବୃଦ୍ଧ ଦମ୍ପତି ଙ୍କ ଜୀବନ …..
ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଉଦ୍ଧବ ବେହେରା (୬୮) ପତ୍ନୀ ଯଶୋଦା ବେହେରା (୬୦) ଙ୍କୁ ଆବାସ ଯୋଜନା ମିଳୁ ନଥିବାରୁ ଅଭିଯୋଗ ହୋଇଛି I
ଉଦ୍ଧବ ପାଖା ପାଖି ତିରିଶି ବର୍ଷ!-->!-->!-->!-->!-->…
Read More...
Read More...
ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା : ମରାମତି ହେଉନି ଚାବି, ଚାମ୍ବର ଭିତରେ ଭର୍ତି ହେଉଛି ପଚା ସଢ଼ା ପାଣି !
ଢେଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ପାନୀୟଜଳ ଯୋଗାଣ ରେ ଅବ୍ଯବସ୍ଥା ଦେଖିବାକୁ ମିଳୁଛି I
ଜିଲ୍ଳା ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ସଠିକ୍ ଭାବରେ ପହଁଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପଞ୍ଚାୟତ ପ୍ରଶାସନ ଢିଲା!-->!-->!-->…
Read More...
Read More...
ଭୁବନ ; ହେଉନି ମରାମତି, ମାସେ ହେବ ଜଳୁନି ଷ୍ଟ୍ରୀଟ୍ ଲାଇଟ୍ !
ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଆର୍ ଆଇ ଅଫିସ ଠାରୁ ଶିଶୁମନ୍ଦିର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଷ୍ଟ୍ରିଟ ଲାଇଟ ମାସେ ହେବ ଅନ୍ଧାର ହୋଇ ପଡ଼ିଛି I
ପଞ୍ଚାୟତ ଅଫିସ୍ ଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ରାସ୍ତାର ଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ!-->!-->!-->…
Read More...
Read More...
ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !
୭୭ ବର୍ଷ ବୟସରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା ……
ଢେଙ୍କାନାଳ : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ସାର୍ତ୍ତୁକ ନାଏକ(୭୭) । ଭତ୍ତା ତାଙ୍କ ପାଇଁ ସାତସପନ ପଲଟିଛି ।
ଗରିବ, ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାହା!-->!-->!-->!-->!-->…
Read More...
Read More...
ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !
କୋମଳ ବୟସରେ ପରିବାର ବୋଝ , ଜଳଖିଆ ବିକ୍ରି କରି ମେଣ୍ଟାଉଛନ୍ତି ପରିବାର …
ଢ଼େଙ୍କାନାଳ : ହାତରେ କଲମ ଧରି ପାଠ ପଢିବା ବୟସରେ କାନ୍ଧରେ ପରିବାର ବୋଝ I ନିଜର ସୁନେଲି ଭବିଷ୍ୟତ ଗଢିବା ସୁନ୍ଦର ସୁସ୍ଥ ଜୀବନ ବଞ୍ଚିବାର ସ୍ୱପ୍ନ ଆଗରେ ବାଧକ ସାଜିଛି ଦାରିଦ୍ର୍ଯତା, ପରିବାର ର ଅସହାୟ!-->!-->!-->…
Read More...
Read More...
ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !
ଅସହାୟ କୈାଶଲ୍ୟା ବେଓ୍ୱା ଦଦରା ଚାଳ ଛପର ଘରେ ବିତୁଛି ଦିନ : ବାସ ଉପଯୋଗୀ ଘର ମିଳିବ କେବେ
ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ୍ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଗରିବ ବିଧବା ମହିଳା କୈାଶଲ୍ୟା ବେଓ୍ୱା ।ଭଙ୍ଗା ଦଦରା ଘରେ ଜୀବନ ଯାପନ କରୁଥିବା ବେଳେ ସରକାରୀ ଯୋଜନା ତାଙ୍କ ପାଇଁ!-->!-->!-->…
Read More...
Read More...
ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !
ଢ଼େଙ୍କାନାଳ : ଓଡ଼ାପଡ଼ା ବ୍ଳକ୍ ବଳରାମପ୍ରସାଦ ପଞ୍ଚାୟତ ଅଧିନସ୍ଥ ଆର୍ତ୍ତସାନ୍ତରା କାଟେଣୀ ଗାଁ ରେ ରହୁଥିବା ଗୀତାରାଣୀ ନାଏକ ।
ଯାହାର ସ୍ବାମୀ ଅନେକ ଦିନ ହେଲା ଚାଲି ଯାଇଛନ୍ତି ଆରପାରିକୁ। ଏକ ମାତ୍ର ଝିଅଟିଏ ଥିଲା ଯାହାକୁ ସେ ବିବାହ କରି ଦେଇଛନ୍ତି। ଏବେ ସେ ଏକା ନା ଆଗକୁ କିଏ ଅଛି!-->!-->!-->…
Read More...
Read More...
ସହରାଞ୍ଚଳରେ ଉତ୍କଟ ହେଉଛି ପାନୀୟଜଳ ଓ ପରିମଳ ସମସ୍ୟା : ବଢୁଛି ଜନ ଅସନ୍ତୋଷ !
ଢ଼େଙ୍କାନାଳ: ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ । ଯାହା ଢେଙ୍କାନାଳ ଜିଲ୍ଲାର ମଧ୍ଯ ଭାଗ ତଥା ସହରର ଅବବାହିକାରେ ଦେଇ ପ୍ରବାହିତ । । କିନ୍ତୁ ଅବିଶ୍ବାସ ମନେ ହେଉଥିଲେ ସୁଦ୍ଧା ଏହା ସତ୍ଯ ଯେ ସହରର ଜନସାଧାରଣ ଏବେ ମଧ୍ଯ ଉତ୍କଟ ପାନୀୟଜଳ ର ସମସ୍ୟାରେ ଜର୍ଜରିତ ।
!-->!-->!-->!-->!-->…
Read More...
Read More...
ଭୁବନ ; କର୍ମଚାରୀଙ୍କ ଅବ୍ୟବସ୍ଥା ଭିତରେ ଚାଲିଛି ଓଡିଶ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର !
ଢେଙ୍କାନାଳ : ଭୁବନ ବ୍ଳକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଦେଖା ଦେଇଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।
୧୯୯୨ ମସିହାରେ ପ୍ରାଥମିକ ସ୍ୱ୍ଥ୍ୟ କେନ୍ଦ୍ର ସ୍ଥାପିତ ହୋଇଥିବା ବେଳେ ଉକ୍ତ ସ୍ୱାସ୍ଥ୍ୟ!-->!-->!-->!-->!-->…
Read More...
Read More...
ଗଁଦିଆ ; ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଦାବି !
ଢ଼େଙ୍କାନାଳ: ଗଁଦିଆ ବ୍ଲକରେ ଥିବା ଏକ ମାତ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ବର୍ଷ ହେଲା ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଟି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଞ୍ଚାୟତ ଅଛି!-->!-->!-->…
Read More...
Read More...