Browsing Category

ଢେଙ୍କାନାଳ

ହିନ୍ଦୋଳ ଜନତା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହୃଦଘାତରେ ପରଲୋକ !

ଢ଼େଙ୍କାନାଳ: ହିନ୍ଦୋଳ ଜନତା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଙ୍କ ର ଗତକାଲି ଶନିବାର ରାତିରେ ଖାଇ ସାରିବା ପରେ ପ୍ରାୟ ସାଢେ଼ ୧୧ ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ବଡ଼ ଦୁଃଖର ବିଷୟ
Read More...

ଭୁବନ ଅଙ୍ଗନାୱାଡି କର୍ମୀ ଙ୍କ ବିରୋଧରେ ବିଡିଓ ଙ୍କୁ ଫେରାଦ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ମାର୍ଥାପୁର ପଞ୍ଚାୟତର ୫ନଂ ଅଙ୍ଗନାବାଡି ର ସାହି ବାସିନ୍ଦା ଅଙ୍ଗନବାଡି କର୍ମୀ ରତ୍ନାପ୍ରଭା ଦ୍ବିବେଦୀ ଙ୍କର କାଯ୍ୟକଳାପ ତଥା ବ୍ୟବହାର ରେ ଅସନ୍ତୋଷ ହୋଇ ଶେଷରେ ତାଙ୍କ ବିରୁଦ୍ଧରେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କର ନିକଟରେ ଦରଖାସ୍ତ
Read More...

ଓଡିଶୀ ନୃତ୍ୟ ଓ ସମ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ସ୍ଥାନୀୟ ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ଅଭିନନ୍ଦନ ଗାର୍ଡନଠାରେ ଏକ ଛଅ ଦିନିଆ ନୃତ୍ୟ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥିଲା । ଶିବିର ପରିଚାଳନା ଅନୁଷ୍ଠାନରସଂପାଦକ ଆଶିଷ କୁମାର ପାଲ୍ କରିଥିବା ବେଳେ ପ୍ରଶିକ୍ଷଣ ଦେବା ପାଇଁ ଗୁରୁ ସୁଚିସ୍ମିତା ମାନା ଓ
Read More...

ଢ଼େଙ୍କାନାଳ କୁନି ଝିଅ ସମୀକ୍ଷା ନନ୍ଦ ଜାତୀୟ ଟାଇକୋଣ୍ଡା ଚମ୍ପିୟାନରେ ପଦକ ହାସଲ !

ଢ଼େଙ୍କାନାଳ କୁନି ଝିଅ ସମୀକ୍ଷା ନନ୍ଦ ଜାତୀୟ ଟାଇକୋଣ୍ଡା ଚମ୍ପିୟାନ ଖେଳ ରେ ସ୍ଵର୍ଣ୍ଣ ପଦକ ଓ ଗୋଟିଏ ବ୍ରୋଞ୍ ପଦକ ହାସଲ କରି ଓଡ଼ିଶା ତଥା ଢ଼େଙ୍କାନାଳ ର ନାଁ ରଖିଲେ ।ସମୀକ୍ଷା ନନ୍ଦ(ରିମା) ସୁଦୂର ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ଟାଇକୋଣ୍ଡା ଚମ୍ପିୟାନ ଖେଳ ରେ ଭାଗ ନେବାକୁ ଯାଇ ଗୋଟିଏ
Read More...

ନନ୍ଦିନୀଦେବୀ ଙ୍କ ୯୩ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ !

ନନ୍ଦିନୀ ଦେବୀଙ୍କ ନାମେ ନାମିତ ହେଉ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ -ଢେଙ୍କାନାଳ ଥିଙ୍କର୍ସ ଫୋରମ ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ଷ୍ଟାଡିଅମ ନିକଟରେ ନନ୍ଦିନୀଦେବୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମହିୟସୀଙ୍କର ୯୩ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ
Read More...

ମଠକରଗୋଳା ମହାବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିବସ ପାଳିତ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ବରିଷ୍ଠ ଅଧ୍ୟାପକ ପ୍ରଫେସର ଅଜୟ କୁମାର ଦାସ ଉଦଘାଟନ କରି ବିଶ୍ଵ ପରିବେଶ ଦିବସ ର
Read More...

କାମାକ୍ଷାନଗର ବାସୀଙ୍କୁ ବିଜୟ ଉତ୍ସର୍ଗ କଲେ ବିଧାୟକ ଶତ୍ରୁଘ୍ନ ଜେନା !

ଢ଼େଙ୍କାନାଳ- କାମାକ୍ଷାନଗର ର ନବ ନିର୍ବାଚିତ ବିଜେପି ବିଧାୟକ ଶତ୍ରୁଘ୍ନ ଜେନା ତାଙ୍କର ବିଜୟକୁ ସମଗ୍ର କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଭୁବନ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ବିଧାୟକ ଶ୍ରୀଯୁକ୍ତ ଜେନା
Read More...

ଭାରତ ସ୍କାଉଟସ୍ ଓ ଗାଇଡସ୍ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଉପଶମସେବା ଶିବିର-୨୦୨୪ !

ଢେଙ୍କାନାଳ : ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡସ୍ ଓ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ହନୁମାନ ବାଟିକା ଠାରେ ଗ୍ରୀଷ୍ମ ପ୍ରବାହ ଉପଶମ ସେବା ଶିବିରର ଆୟୋଜନକରାଯାଇଥିଲା । ଉକ୍ତ ସେବା
Read More...

ଭୁବନ ଅଂଶୁଘାତ ରେ ୨ ଜଣଙ୍କ ମୃତ୍ୟୁ !

ଢ଼େଙ୍କାନାଳ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଭୁବନ ରେ ୨ ଜଣ ବ୍ୟକ୍ତି ଙ୍କ ର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ରୁ ପ୍ରକାଶ ଯେ,ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଡାକ ବଙ୍ଗଳା ନିକଟସ୍ଥ ସୁଧାଂଶୁ ଭୂଷଣ ପୃଷ୍ଟି (୫୨) ଗ୍ରୀଷ୍ମ
Read More...

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ !

ଢ଼େଙ୍କାନାଳ : ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌)ର ପରିବେଶ ପରିଚାଳନା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଜୈବିକ ବିବିଧତା ଦିବସ ପାଳନ ହୋଇଯାଇଛିି । ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘‘ଯୋଜନାର ଅଂଶ ହୁଅ’’ (ବି ଏ ପାର୍ଟ ଅଫ ଦି ପ୍ଳାନ) ଶୀର୍ଷକ ଆଲୋଚନାଚକ୍ର ଟିଏସଏମର ହାଉସିଂ
Read More...