Browsing Category
ଢେଙ୍କାନାଳ
୫-ଟି କାମ କରୁ କରୁ ଭୁସୁଡ଼ିଲା ହାଇସ୍କୁଲ ଘର ର ଛାତ : ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ବିଧାୟକ ଶ୍ରୀ ନନ୍ଦଙ୍କ…
ଢ଼େଙ୍କାନାଳ : ରାଜ୍ୟ ସରକାର ଙ୍କ ର ୫-ଟି ମୋ ସ୍କୁଲ ରୁପାନ୍ତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି I ହେଲେ ରୁପାନ୍ତି କରଣ ରେ ନିମ୍ନମାନର ହେଉଛି । ଏନେଇ କିଛିଦିନ ତଳେ ଜିଲ୍ଲାପାଳ ଏକ ବୈଠକ ରେ କ୍ଷୋଭ ପ୍ରକାଶ ସହ ତାଗିଦ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ ଙ୍କ ଅର୍ଥ ତୋଷର!-->…
Read More...
Read More...
ସାଇବର ସୁରକ୍ଷା ଅଭିଯାନ ଅବସରରେ ପଦଯାତ୍ରା ଅନୁଷ୍ଠିତ !
ଢ଼େଙ୍କାନାଳ : ଢେଙ୍କାନାଳ ବସ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ପାର୍କ ଠାରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସହରର ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହେଇଥିଲା l
ଏହି ଅବସରରେ କାର୍ଯ୍ୟକ୍ରମରେ ଜିଲ୍ଲା!-->!-->!-->…
Read More...
Read More...
ଭୁବନ ଏନ୍. ଏ. ସି. କାଉନସିଲ ବୈଠକ ଅନୁଷ୍ଠିତ !
ଚିନରା ପୋଖରୀ ସମେତ ୬ ଟି ପୋଖରୀ କୁ ଆଦର୍ଶ ପୋଖରୀ କରାଯିବ , ରଗଡ଼ି ଠାରେ କୃଷକ ବଜାର ପ୍ରତିଷ୍ଠା ହେବ
ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦ୍ଵାଦଶ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍. ଏ .ସି .ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ!-->!-->!-->…
Read More...
Read More...
ଭୁବନ ମହିଳା ମହବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ !
ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି କହିଥିଲେ ଯେ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମରେ ୨୦୧୮ ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ହକି ର ପାୟୋଜକ!-->…
Read More...
Read More...
ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !
ଦୁଇ ଅନାଥ ଙ୍କୁ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ବାରିକ ଙ୍କର ସହାୟତା !
କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମର ହେମନ୍ତ ପ୍ରଧାନ ଏବଂ ତାଙ୍କ ପତ୍ନୀ ମୁକ୍ତା ପ୍ରଧାନ ଏହି କିଛି ଦିନ ପ୍ରାଣ ହରାଇଥିବା ବେଳେ ତାଙ୍କର!-->!-->!-->…
Read More...
Read More...
ଭୁବନ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ !
ଢ଼େଙ୍କାନାଳ : ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଆଜି ୧୧ ତାରିଖ ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ଉଦଯାପିତ ହୋଇଯାଇଛି । ଭୁବନ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ ଡାକ!-->…
Read More...
Read More...
ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ !
ଢ଼େଙ୍କାନାଳ: ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଆଜି ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ!-->…
Read More...
Read More...
ସହିଦ ବାଜି ରାଉତ ଙ୍କ ୮୫ ତମ ଶ୍ରାଦ୍ଧୋତ୍ସବ ପାଳିତ : ଦେଶ ସେବା ନିମନ୍ତେ ନିଃସ୍ଵାର୍ଥପର ଭାବ ନେଇ ସ୍ଵତଃ ପ୍ରବୃତ…
ଢ଼େଙ୍କାନାଳ : ମାତ୍ର ୧୨ ବର୍ଷ ବୟସ ରେ ଦେଶ ମାତୃକାର ରକ୍ଷା ନିମନ୍ତେ ପ୍ରାଣବଳି ଦେଇ ମହାନ୍ ଦେଶ ଭକ୍ତ ତଥା ବିଶ୍ବର ସର୍ବ କନିଷ୍ଠ ସହିଦ ଭାବରେ ସବୁ ଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୀର ବାଜି ରାଉତ । ସହିଦ ଙ୍କ ତ୍ୟାଗପୂତ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ନିଜକୁ!-->…
Read More...
Read More...
ଜାତୀୟ ଡାକ ସପ୍ତାହ ୧୦/୯ ବିତୀୟ ସଶକ୍ତିକରଣ ଦିବସ ଅବସରରେ କାଶିଆଡିହି ଗ୍ରାମରେ ଡାକମେଳା ପାଳିତ !
ଢେଙ୍କାନାଳ : ଢେଙ୍କାନାଳ ଡାକମଣ୍ଡଳର ଢେଙ୍କାନାଳ ତଥା ଅନଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ଡାକ ସପ୍ତାହଅବସରରେ ବିତୀୟ ସଶକ୍ତିକରଣ ଦିବସ ପାଳନ ହୋଇଯାଇଅଛି । ଆଜି ଢେଙ୍କାନାଳ ଡାକ ଉପଖଣ୍ଡ ନିରୀକ୍ଷକ ସଦାଶିବରାଉତଙ୍କ ନେତୃତ୍ୱରେ ଗଦାଶିଳା ଉପଡାକ ଘର ଅଧିନସ୍ଥ କାସିଆଡିହି ଗ୍ରାମର!-->…
Read More...
Read More...
ନିହଲ ପ୍ରସାଦ ଆଞ୍ଚଳିକ ବିକାଶ ପରିଷଦର କ୍ରସର ବିରୋଧରେ ଅଭିଯୋଗ !
ଢ଼େଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲ୍ରସାଦ ପଞ୍ଚାୟତର ଅଧିବାସୀମାନେ ଦୀର୍ଘ ଦିନ ହେବ ଜଗବନ୍ଧୁ କ୍ରସରରେ ବିଭିନ୍ନ କାର୍ଯ୍ୟକରି ପରିବାର ଭରଣ ପୋଷଣ କରୁଅଛନ୍ତି । ଏକ ସପ୍ତାହହେବ କିଛି ବ୍ୟକ୍ତି ଅରୁଣି କ୍ରସର ମାଲିକଙ୍କ କଥାରେ ଡି ଅନ୍ୟ ନିରିହ ଲୋକମାନଙ୍କୁ ପ୍ରଲୋଭିତ!-->…
Read More...
Read More...