ନିହଲ ପ୍ରସାଦ ଆଞ୍ଚଳିକ ବିକାଶ ପରିଷଦର କ୍ରସର ବିରୋଧରେ ଅଭିଯୋଗ !

ଢ଼େଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲ୍ରସାଦ ପଞ୍ଚାୟତର ଅଧିବାସୀମାନେ ଦୀର୍ଘ ଦିନ ହେବ ଜଗବନ୍ଧୁ କ୍ରସରରେ ବିଭିନ୍ନ କାର୍ଯ୍ୟକରି ପରିବାର ଭରଣ ପୋଷଣ କରୁଅଛନ୍ତି । ଏକ ସପ୍ତାହ
ହେବ କିଛି ବ୍ୟକ୍ତି ଅରୁଣି କ୍ରସର ମାଲିକଙ୍କ କଥାରେ ଡି ଅନ୍ୟ ନିରିହ ଲୋକମାନଙ୍କୁ ପ୍ରଲୋଭିତ କରିକ୍ରସରର ରାସ୍ତାକୁ ଅବରୋଧ କରି ଜୀବନଜୀବିକା ପ୍ରତିବନ୍ଧକ କରୁଥିବାରୁ ଜିଲ୍ଲ।।ଳଙ୍କ ନିକଟେରଏକ ଲିଖତ ଅଭିଯୋଗ ଜଣାଇଛନ୍ତି । ପ୍ରକାଶଥାଉ କି ଅରୁଣି କାଂନୀ ମେଘା ବୋର୍ ବ୍ଲାଷ୍ଟିଙ୍ଗି (ୱାଗନ)କରୁଛି । ଗାଁରେ ଘରଗୁଡିକ ଫାଟି ଯାଉଛି । ଗରିବ ଲୋକହ୍‌କୁ ସରକାର ଯେଉଁ ଘର ଦେଉଛନ୍ତି, ତାହା ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଅରୁଣି କଂପାନୀ କାମ କରୁଥିବା ପାହାଡ ପାଖରେ ହାଇସ୍କୁଲ୍‌, ଥାନା, ପଂଚାୟତ ଅିସ୍‌, ଆର୍‌.ଆଇ. ଅଫିସ୍ ଓ ଜନବସତି ଅଛି । ବ୍ଲାଷ୍ଟିଂରେ ୍ରଚଣ୍ଡ ବିସ୍ଫୋରଣ ହୋଇ ତାହା ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ରାସ୍ତାରେ ଦିନକୁ ୨୦୦ ହାଇୱା ଯାଇ ଧୂଳି ଉଡି ପରିବେଶ ପ୍ରଦ୍ୟୁଷଣ ହେଉଛି ।
ଓଭର୍ ଲୋଡ୍ ଯାଇ ରାସ୍ତା ମଧ୍ୟ ଖରାପ ହେଇ ଖାଲ ସୃଷ୍ଟି ହୋଇ ସଡକ ଦୁର୍ଘଟଣା ହେଉଛି । ଅରୁଣି କ୍ରସର ଓ ।ହାଡର କାଗଜ ପତ୍ର ଠିକ୍ ନାହିଁ, ଯାହାକି ଏହା ତଦନ୍ତ ସାପେକ୍ଷ । ଅରୁଣି ରାଇସ୍ ମିଲ୍‌ରେ ଧାନରେ ୟୁରିଆ ସାର ପ୍ରୟୋଗ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ବେଳେ ରାଜାରାମ ପଣ୍ଡା, ଚକ୍ରଧର ରାଉତ, ଅଶୋକ ନାୟକ, ରୀତେଶ୍ କୁମାର ପ୍ରଧାନ ଲଳିତ ବେହେରା, ଶଙ୍କର୍ଷଣ ଶାନ୍ତି, ଯୋଗେନ୍ଦ୍ର କୁମାର ଦାସ, ଅଜୟ କୁମାର ଣ୍ଡାଙ୍କ ସମେତ ପଞ୍ଚାୟତର ବହୁ ଗ୍ରାମବାସୀ
ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five + 2 =