ଭୁବନ ସାମ୍ବାଦିକ ସଂଘ ତରଫରୁ ବୃକ୍ଷ ରୋପଣ !

ଢ଼େଙ୍କାନାଳ : ଭୁବନ ସାମ୍ବାଦିକ ସଂଘ ତରଫରୁ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ମଧୂପ ରଞ୍ଜନ ନନ୍ଦ ଙ୍କ ଆହ୍ବାନ କ୍ରମେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ,ଅବିନାଶ ସାଥୁଆ ମହାପାତ୍ର ,ବିଶ୍ୱଜିତ୍ ସାହୁ,ସଞ୍ଜୟ ନାୟକ,ରବିନ ଦାସ, ଚିତ୍ତ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଟମକା ଫରେଷ୍ଟର ଚିତ୍ତ ରଞ୍ଜନ ବିଶ୍ଵାଳ ଙ୍କ ପ୍ରଦତ୍ତ ୩୦ ଟି ଶାଳ ବୃକ୍ଷ ରୋପଣ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ତତ୍ତ୍ଵାବଧାନରେ କର୍ମଚାରୀ ଓ ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ।

Leave A Reply

Your email address will not be published.

5 × three =