Browsing Category
ଓଡିଶା
ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜ଼ିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ !
ଢେଙ୍କାନାଳ ଜ଼ିଲ୍ଲାସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜ଼ିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହାକୁ ସଭାପତିତ୍ୱ କରିଥିଲେ ଉପନିବନ୍ଧକ ସମବାୟ ସମିତି ସମୂହ ଢେଙ୍କାନାଳ ଉମାଶଙ୍କର ଦାସ, ତତ ସହିତ ଜ଼ିଲ୍ଲା ମୁଖ୍ୟ କୃଷି!-->…
Read More...
Read More...
ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା !
ଢେଙ୍କାନାଳ: ସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା ଉଦ୍ଘାଟିତ ହୋଇଯାଇଅଛି । ୫ମସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୁଧିର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଜିଲ୍ଲା ଓକିଲ ସଂଘ ସଭାପତି!-->…
Read More...
Read More...
ରୋଟାରୀ କ୍ଲବ୍ ତରଫରୁ ଡାକ୍ତର ଦିବସ ପାଳନ !
ଢେଙ୍କାନାଳ: ଢେଙ୍କାନାଳ ରୋଟାରୀ କ୍ଲବ୍ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଅଛି । ଏହି ଅବସରରେସକାଳ ସମୟରେ ପୂର୍ବତନ ରୋଟାରିଆନ୍ ଡ. ବଳଭଦ୍ର ରାମ ଏବଂ ଡ. ବିଧୁଭୂଷଣ ନନ୍ଦଙ୍କ ଗୃହରେ ରୋଟାରିଆନ୍ମାନେପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଢେଙ୍କାନାଳ!-->…
Read More...
Read More...
ଅବ୍ୟବସ୍ଥା ଘେରରେ ଭୁବନ ଅଙ୍ଗନୱାଡ଼ି କେନ୍ଦ୍ର : ଅସାମାଜିକଙ୍କ ଆଡ୍ଡା ପାଲଟିଛି ଶିକ୍ଷା କେନ୍ଦ୍ର ଅଙ୍ଗନବାଡି…
ଢେଙ୍କାନାଳ : ଭୁବନ ସମନ୍ଵିତ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟରେ କେତେଗୁଡିଏ କେନ୍ଦ୍ର ବାରଣ୍ଡା ରେ ମାଳ ମାଳ କଣ୍ଡମକୁ ନେଇ ଚିନ୍ତା ରେ ଅଛନ୍ତି କର୍ମୀ। ଭୁବନ ସହର ମଧ୍ୟରେ ୨୦୧୧ ମସିହା ରୁ ୫୪ ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଶିକ୍ଷାଦାନ। ପର୍ଯ୍ୟାୟ କ୍ରମେ!-->…
Read More...
Read More...
ବନ ମହୋତ୍ସବ ୨୦୨୫ ତଥା ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ !
ଢେଙ୍କାନାଳ: ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ ଏହି ପରିପେକ୍ଷିରେ ଆଜି ପ୍ରଥମ ଦିବସ ଅବସରରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଏନଏସଏସ ୟୁନିଟ ଏବଂ ଗୁରୁଦେବଜୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କଲେଜ ପରିସରରେ ସଚେତନତା ସହ!-->…
Read More...
Read More...
ଶିଶୁ ଶିକ୍ଷା ର ଅନ୍ଧକାରରେ ଏକ ଆଲୋକମୟ ଦୀପ : ଲିଟିଲ୍ ଟ୍ୟାଲେଣ୍ଟ କିଡସ୍ ସ୍କୁଲ !
ବିଦ୍ୟା ମହା ମିତ ବିଦ୍ୟା ମହାବଳ ବିଦ୍ୟା ଅଟେ ମହାଧନ ।ଜଗତେ ବିଦ୍ବାନ ଲଭଇ ସମ୍ମାନ ମୂର୍ଖ ପାଏ ଅପମାନ ।
ଢେଙ୍କାନାଳ: ଗାଁ ଜୀବନ ମଧ୍ୟରେ ଶିକ୍ଷା କେବଳ ଏକ ଅଧିକାର ନୁହେଁ, ଏହା ହେଉଛି ଗୋଟିଏ ଆଶା। ଏହି ଆଶାକୁ ଆକାର ଦେବା ପାଇଁ ଗୁଣ୍ଡିଚାପଡ଼ା ଗ୍ରାମରେ ୨୦୨୪ ମସିହା ଜାନୁଆରୀ ୩!-->!-->!-->…
Read More...
Read More...
ସମୁଦାୟ ବୀଜ ବିନିମୟ ମେଳା ଅନୁଷ୍ଠିତ !
ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଳକ୍ ଅନ୍ତର୍ଗତ କଣ୍ଟାପାଳ କଲ୍ୟାଣ ମଣ୍ଡପରେ ସମୁଦାୟ ବୀଜ ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିବେଶ ସୁରକ୍ଷା ସମିତି କଙ୍କଡ଼ାହାଡ଼ର ସଭାପତି ଭାସ୍କର ନାଟିଆ ଅଧ୍ୟକ୍ଷତା କରିଥିଲେ। ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ବିଲୁପ୍ତ ପ୍ରାୟ ବୃକ୍ଷ ଗୁଡ଼ିକର!-->…
Read More...
Read More...
ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା !
ଢେଙ୍କାନାଳ: ହିନ୍ଦୋଳ ବ୍ଲକ୍ କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡାସ୍ଥିତ କୁମୁରିସିଂହା ଉଚ୍ଚବିଦ୍ୟାଳୟ ପରିସରରେ ଅବସର ନେଇଥିବା ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କୁ ଦିଆଯାଇଛି ଅବସରକାଳୀନ ସମ୍ବର୍ଦ୍ଧନା । ପରିଚାଳନା କମିଟି ସଭାପତି ବିଜୟ କୁମାର ଜେନାଙ୍କ!-->…
Read More...
Read More...
ଢେଙ୍କାନାଳ ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ସ ପକ୍ଷରୁ ରଥଯାତ୍ରା ସେବା ଶିବିର !
ଢେଙ୍କାନାଳ - ଜିଲ୍ଲା ଶିକ୍ଷାଧିକାରୀ ସେନାପତିଙ୍କ ଆହ୍ୱାନ କ୍ରମେ ଓଡିଶା ରାଜ୍ୟ ସ୍କାଉଟ୍ ଗାଇଡ୍ସ ଓ ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସମିଳିତ ସହଯୋଗରେ ଟାଉନ୍ ହଲ୍ ସମ୍ମୁଖରେ ରଥଯାତ୍ରା ସେବା ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରକୁ ଢେଙ୍କାନାଳ ଜିଲ୍ଲାଭାରତୀୟ ରେଡ୍କ୍ରସ୍ର!-->…
Read More...
Read More...
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ !
ଢେଙ୍କାନାଳ: ଭାରତ ସରକାରଙ୍କ ସଂସ୍କୁତି ମନ୍ତ୍ରାଳୟ ଅଧିନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିନରେ ପରିଚାଳିତ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଦିନ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷର ବିଷୟବସ୍ତୁ ରହିଛି"ୱାନ୍ ଆର୍ଥ ୱାନ୍!-->…
Read More...
Read More...