Browsing Category

ଖେଳ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନାରେ ଢେଙ୍କାନାଳକୁ ଏଫ୍‌ଆଇଏଚ୍ ପୁରୁଷ ବିଶ୍ୱକପ୍ ୨୦୨୩ ହକି ଟ୍ରଫିର ଭବ୍ୟ ସ୍ୱାଗତ !

ଢ଼େଙ୍କାନାଳ : ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ ଢେଙ୍କାନାଳ ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଫାଟକରେ ତାହାକୁ ଭବ୍ୟ ସ୍ୱାଗତ କରାଯାଇଛି । ଓଡ଼ାପଡ଼ା ବ୍ଲକ୍‌ର କଂଟାବଣିଆସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନା ଫାଟକରେ ଆୟୋଜିତ
Read More...

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ : ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଚମ୍ପିୟାନ,…

ଢେଙ୍କାନାଳ : ସହର ଉପକଣ୍ଠ ଗେଙ୍ଗୁଟିଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ପରିସରରେ ଗତ ୧୭ ତାରିଖ ରୁ ୧୮ ତାରିଖ ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୨ ଜିଲ୍ଲା ଶିକ୍ଷା ବିଭାଗ, ସେଁଣଂଟ ଜାଭିୟର୍ସ ହାଇ ସ୍କୁଲ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ
Read More...

ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାନାଲରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ !

ଢ଼େଙ୍କାନାଳ: ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କଟକ ଜିଲ୍ଲା ବାଳି କଲେଜ ଖେଳପଡିଆରେ ଅନୁଷ୍ଠିତ ହେଉଥିବା  ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଛି । ଗ୍ରୁପ “ଏ” ରେ ୧୧ ଏବଂ ଗ୍ରୁପ “ବି” ରେ
Read More...

୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତୀରନ୍ଦାଜ ସଂଘ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ତୀରନ୍ଦାଜ ସଂଘ ମିଳିତ ଆନୁକୂଲ୍ୟରେ ୯ ଡିସେମ୍ବର ୨୦୨୨ରିଖ ଠାରୁ ଆରମ୍ଭ ହୋଇଥିବା ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଅପରାହ୍ନ ୫ ଘଟିକା ସମୟରେ ଉଦ୍‌ଯାପିତ ହୋଇଯାଇଛି । ୩ଦିନ ଧରି ଆୟୋଜିତ
Read More...

୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଚିତାକର୍ଷକ ପ୍ରଦର୍ଶନ !

ଢେଙ୍କାନାଳ : ଢେଙ୍କାନାଳ ତୀରନ୍ଦାଜ ସଂଘ ପକ୍ଷରୁ ଆୟୋଜିତ ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ଉଦ୍‌ଘାଟନ ହୋଇଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲା, ସ୍ପୋର୍ଷ୍ଟ ହଷ୍ଟେଲ୍‌, କିଟ୍ ଆବାସିକ ବିଦ୍ୟାଳୟ, ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ୍
Read More...

୪ର୍ଥ ରାଜ୍ୟ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା “ଲୋଗୋ” ଉନ୍ମୋଚିତ  !

ଢେଙ୍କାନାଳ : ଆସନ୍ତା ଡିସେମ୍ବର ମାସ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ତିରନ୍ଦାଜ ସଂଘ ଓ ରାଜ୍ୟ ତିରନ୍ଦାଜ ସଂଘ ସହଯୋଗରେ ହେବାକୁଥିବା ୪ର୍ଥ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା ୨୦୨୨ର  ସ୍ୱତନ୍ତ୍ର “ଲୋଗୋ” ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଜିଲ୍ଲା
Read More...

ଓଡିଶା ତୀରନ୍ଦାଜ୍ ସଂଘ କର୍ମକର୍ତା ଢେଙ୍କାନାଳ ଷ୍ଟାଡିୟମ୍ ପରିଦର୍ଶନ !

ଢେଙ୍କାନାଳ : ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ହେବାକୁ ଥିବା ଚତୁର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ୍ ପ୍ରତିଯୋଗିତା ପାଇଁ ଆୟୋଜକ ଢେଙ୍କାନାଳ ତୀରନ୍ଦାଜ୍ ସଂଘର ପ୍ରସ୍ତୁତି ବାବଦରେ ଓଡିଶା ତୀରନ୍ଦାଜ୍ ସଂଘ କଟକରୁ ଏକ ଉଚ୍ଚସ୍ତରୀୟ ଦଳ
Read More...

ଭୁବନ ମହିଳା ମହାବିଦ୍ୟାଳୟ ରେ ଆନ୍ତଃ ମହାବିଦ୍ୟାଳୟ ଖୋ- ଖୋ ଅନୁଷ୍ଠିତ !

ଢ଼େଙ୍କାନାଳ: ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ପଡିଆରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆନ୍ତଃ ମହାବିଦ୍ୟାଳୟ ଖୋ – ଖୋ ପ୍ରତିଯୋଗିତା । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଓଡିଶା ବ୍ଯାଡମିନ୍ଟନ ଚାମ୍ପିୟନ ସିପ୍ ଉଦଘାଟିତ !

ଢେଙ୍କାନାଳ : ଇଣ୍ଡୋର ଷ୍ଟାଡିୟମ ଠାରେ ଏକ ଦିବସୀୟ ବାଳକ ବିଭାଗ ଡବଲ ବ୍ଯାଡମିନ୍ଟନ ଚାମ୍ପିୟନ ସିପ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଁଦିଆ ବି. ଡି. ଓ. ଆଶିଶ ରଞ୍ଜନ ସାହୁ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ଓକିଲ ସଂଘ ସଭାପତି ଶିବ ସାଇ ମହାପାତ୍ର
Read More...

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୨ !

ଢେଙ୍କାନାଳ : ମୂଖ୍ଯ ଷ୍ଟାଡିୟମ ଠାରେ ଫିଫା ଦ୍ୱାରା ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନଙ୍କର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଚତୁର୍ଥ ଦିବସର କାର୍ଯ୍ୟକ୍ରମ କୋଭିଡ -୧୯ ନିୟମ ସବୁକୁ
Read More...