ପୂର୍ବତନ ମନ୍ତ୍ରୀ ବୃନ୍ଦାବନ ତ୍ରିପାଠୀଙ୍କ ଧର୍ମପତ୍ନୀ ପ୍ରମୋଦିନୀ ଦେବୀଙ୍କ ତିରୋଧାନ ଦିଵସ ପାଳିତ !

ଢ଼େଙ୍କାନାଳ : କାମାକ୍ଷାନଗର ଏନ୍.ଏ.ସି. ଅନ୍ତର୍ଗତ ଅନନ୍ତପୁର ସାହି ସ୍ଥିତ ତିନି ଥର ବିଧାୟକ ଓ ଥରେ ମନ୍ତ୍ରୀ ହୋଇଥିବା ସ୍ଵର୍ଗତ ବୃନ୍ଦାବନ ତ୍ରିପାଠୀ ଙ୍କ ଧର୍ମପତ୍ନୀ ପ୍ରମୋଦିନୀ ଦେଵୀଙ୍କ ତିରୋଧାନ ଦିଵସ ପାଳିତ ହୋଇଯାଇଛି ।

ଏହି ଅବସରର ତାଙ୍କ ବାସଭବନରେ କାମାକ୍ଷାନଗର ସମ୍ଵାଦିକ ସଂଘ ସଭାପତି ଅକ୍ଷୟ କୁମାର ନନ୍ଦ, ସମ୍ଵାଦିକ ସଂଘ କାର୍ଯ୍ୟକରୀ ସଭାପତି ହିମାଂଶୁ ଶେଖର ମହାପାତ୍ର, ସାମାଜିକ କର୍ମୀ ପ୍ରଦୀପ କୁମାର ମିଶ୍ର, ସାମାସେଵକ ଇଂ.ହିମାଦ୍ରି ଦାଶ , ସାମ୍ଵାଦିକ ଶୃତିପଦ ନନ୍ଦ ଙ୍କ ସମେତ ଵହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଏଵଂ ବ୍ରାହ୍ମଣ ପଣ୍ଡିତ ତାଙ୍କର ପରିବାର ଵର୍ଗ ତଥା ପୁତୁରା ବଂଶୀଧର ତ୍ରୀପାଠୀ, ପୂତ୍ର ଵଧୁ କ୍ଷୀରୋଦିନୀ ତ୍ରିପାଠୀ ,ନାତି ଦେବାଶିଷ ତ୍ରିପାଠୀ ଙ୍କ ଗହଣରେ ଉପସ୍ଥିତ ରହି ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.

eleven − 5 =