Browsing Category

ଢେଙ୍କାନାଳ

ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ବିଶ୍ବ ମାତୃଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସହର ତହସିଲ୍ ଅଫିସ୍ ନିକଟସ୍ଥ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଥିବା ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଢେଙ୍କାନାଳ ସ୍କେଟିଂ ଆସୋସିଏସନର ପ୍ରଶିକ୍ଷଣକେନ୍ଦ୍ରଠାରେ ଜିଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ବିଶ୍ଵ ମାତୃଦିବସ ପାଳନ
Read More...

***ମା*** ଅନସାର ଅଲୀ ଖାଁ ଢେଙ୍କାନାଳ

ଧନ୍ୟ ତୁମେ ମାତା ଧନ୍ୟ ତୁମେ ପିତାତୁମ ସମ କେହି ନାହିଁ,ଜନମ ଦେଇଛ ଯତନେ ପାଳିଛଆମେତ ଭୁଲିବୁ ନାହିଁ।ଦୁନିଆର ଯେତେ ଶ୍ରଦ୍ଧା, ସେ ସବୁ ମା' ଠାରୁ ଆରମ୍ଭ ତଥା ମା' ଠାରେ ଶେଷ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ମା' ଆଗରେ ସବୁ ତୁଚ୍ଛ ବୋଲି ମନେହୁଏ। ମା' ର ଦୁଆରେ (ପ୍ରାର୍ଥନାରେ)
Read More...

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବଜ୍ରାଘାତରେ ଜଣେ ମୃତ :ଶେଷଦର୍ଶନ କଲେ ବିଧାୟକ ପ୍ରାର୍ଥୀ ମହେଶ ସାହୁ !

ଢ଼େଙ୍କାନାଳ: ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଦୁଃଖଦାୟକ ଘଟଣାରେ ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଛନ୍ତି । ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ରସୋଳ ଥାନା ଜରଡ଼ା ପଂଚାୟତ ବାଲିକିଆରୀ ଅଞ୍ଚଳର ବାଲିସାହି ଗ୍ରାମର ତୀର୍ଥବାସି ସାହୁଙ୍କ ଝିଅ ନମିତା ସାହୁ(୨୬) ଘର ନିକଟ
Read More...

ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ୟୁଥ୍ ରେଡକ୍ରସ ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ !

ଢ଼େଙ୍କାନାଳ - ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ୟୁଥ୍ ରେଡକ୍ରସ ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। କାଉନସିଲର ନମିତା ଦ୍ବିବେଦୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନ ବିଶ୍ଵ ରେଡକ୍ରସ ଦିବସ ପାଳନ ର
Read More...

ସାଧାରଣ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା !

-ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ସାଧାରଣ ନିର୍ବାଚନ ପରିଚାଳନା ଦିଗରେ ଗୁରୁତ୍ୱାରୋପ । ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ
Read More...

ରାଜ୍ୟସ୍ତରୀୟ ବରିଷ୍ଠ ପେନଚାକ ସିଲାଟ ପ୍ରତିଯୋଗିତାରେ ଢେଙ୍କାନାଳକୁ ୨ କାଂସ୍ୟ ପଦକ !

ଢ଼େଙ୍କାନାଳ: ରାଜ୍ୟ ସ୍ତରୀୟ ପେନଚାକ୍ ସିଲାଟ ପ୍ରତିଯୋଗିତା ଝାରସୁଗୁଡ଼ାର କକ୍ସ କଲୋନୀ ପରିସରରେ ଥିବା ଉତ୍କଳ ଜ୍ୟୋତି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୫ ଟି ଜିଲ୍ଲାର ୧୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ସେହିଭଳି ଢେଙ୍କାନାଳ ଜିଲ୍ଲା ପେନଚାକ ସିଲାଟ
Read More...

ଟାଟା ଷ୍ଟିଲ ଫାଉଣ୍ଡେସନର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ଦ୍ୱାରା ଢେଙ୍କାନାଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା…

ଢ଼େଙ୍କାନାଳ : ଟାଟା ଷ୍ଟିଲ ଫାଉଣ୍ଡେସନର ସର୍ବାଙ୍ଗୀନ ଗୋଷ୍ଠୀ ବିକାଶ ପ୍ରତି ଥିବା ପ୍ରତିବଦ୍ଧତା ଢେଙ୍କାନାଳ ଜିଲ୍ଲାରେ ଥିବା ଟାଟା ଷ୍ଟିଲ ମେରମଣ୍ଡଳୀ ପ୍ଳାଣ୍ଟର ଆଖପାଖ ଗ୍ରାମଗୁଡିକରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ପରିବର୍ତନ ଆଣିପାରିଛିି । । ମଙ୍ଗଳପୁର, ଶିବପୁର , ଖଡ଼ଗପ୍ରସାଦ,
Read More...

ଶେଷ ଦିନରେ ନାମାଙ୍କନପତ୍ର ଭରିଲେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ !

ଢ଼େଙ୍କାନାଳ : ଚଳିତ ନିର୍ବାଚନର ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ହିନ୍ଦୋଳ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାଏକ । ପ୍ରଥମେ କର୍ମୀ ଓ ସମର୍ଥକମାନେ ସ୍ଥାନୀୟ ଗୁଣ୍ଡିଚା ମଣ୍ଡପ ଠାରେ ଏକତ୍ରିତ ହେବା ପରେ ବିଭିନ୍ନ ପ୍ରକାର
Read More...

ଭୁବନ ୩୬ ତମ ବାର୍ଷିକ ବାଦି ପାଲା ମହୋତ୍ସବ !

ଢ଼େଙ୍କାନାଳ - ଭୁବନ ଏନ ଏ ସି ଅନ୍ତର୍ଗତ ଗାୟତ୍ରୀ ପାଲା ମଣ୍ଡପ ଠାରେ ସତ୍ୟନାରାୟଣ ପୂଜା କମିଟି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ବାଦି ପାଲା ମହୋତ୍ସବ ଆରମ୍ଭ ହୋଇଛି । ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବାଦି ପାଲା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗାୟକ ପୀୟୂଷ ଶ୍ରୀଯୁକ୍ତ
Read More...

“ଛୋଟ ଏକ ପ୍ରୟାସ” ପକ୍ଷରୁ ସୁମନ୍ତଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅର୍ନ୍ତଗତ କୁନୁଆଁ ଗ୍ରାମର ସୁମନ୍ତ ସାମଲ(୩୦) ବିବାହ ହେବାର ୧ ମାସ ପରେ ଜଣାପଡିଲା କି ତାଙ୍କର ୨ ଟି ଯାକ କୀଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୁମନ୍ତ ଙ୍କ ର ପାଦରୁ ଅଳତା ଲିଭିନି କି ହାତରୁ ମେହେନ୍ଦି ଛାଡିନି ହେଲେ ଜୀବନ ଦୀପ
Read More...