Browsing Category

ଢେଙ୍କାନାଳ

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ  ରାସୋଳ ସୂଦୂର କେନ୍ଦୁଝର ରେ ସମ୍ବର୍ଦ୍ଧିତ  !

ଢ଼େଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସୂଦୂର କେନ୍ଦୁଝର ରେ ସମ୍ବର୍ଦ୍ଧିତ । କେନ୍ଦୁଝର ର ଅଗ୍ରଣୀ ସ୍ଵେଚ୍ଛାସେଵୀ ଅନୁଷ୍ଠାନ ଭରସା ପରିବାର (ଓଡିଶା)ର ସଭାପତି ଲମ୍ବୋଦର ଭୋଇ
Read More...

ନବୀନ ନନ୍ଦଙ୍କ ଆହ୍ୱାନ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ” ଢ଼େଙ୍କାନାଳ ସ୍ୱାଭିମାନ ମଞ୍ଚ ”…

ଢ଼େଙ୍କାନାଳ : ଗଁନ୍ଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକ ନିକଟରେ ଗନ୍ଦିଆ ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ର ପ୍ରତିକାର ପାଇଁ ଏକ ୫ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲା ପ୍ରଶାସନ କୁ ମଂଚ ତରଫରୁ ଦିଆଯାଇଥିଲେ ମଧ୍ୟ ତାହା ଉପରେ ଜିଲ୍ଲା ପ୍ରଶାସନ
Read More...

ଭୁବନ ମହିଳା ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏନ୍ ଏସ ଏସ (ଜାତୀୟ ସେବା ଯୋଜନା ) ୟୁନିଟ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର
Read More...

ପ୍ରଜ୍ଞାନ ମିଶନ ଦ୍ୱାରା ଢେଙ୍କାନାଳ ବ୍ଲକ୍‌ର ଗୀତା ଆବୃତି କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍‌ର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ପ୍ରଜ୍ଞାନ ମିଶନ ଜଗତପୁର ତରଫରୁ ଏକ ଗୀତା ଆବୃତି ପ୍ରତିଯୋଗିତାକାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୪ଟି ବିଭାଗରୁ ୯୩ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କ\' ବିଭାଗରୁ ୩୦ଜଣ, ଖ\' ବିଭାଗରୁ ୪୬ଜଣ,
Read More...

ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ !

ଢେଙ୍କାନାଳ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିପର୍ଜଙ୍ଗଠାରେ ପହଁଚିଥିଲେ । ସେଠାରେ ଜିଲ୍ଲା କଂଗ୍ରେସ କମିଟି ତଥା ପର୍ଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟଶୋଭାଯାତ୍ରାରେ ଆସି ବୀର ମହେଶ ସିଂହ
Read More...

ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛ । ଏହି ବୈଠକ ରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ଯେ, ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳ ର ବିକାଶ କୁ ଅଗ୍ରାଧିକାର ଦିଅ ।
Read More...

ଭୁବନ ହାଇସ୍କୁଲ ପ୍ଲାଟିନମ୍ ଜୁବଲି ମହୋତ୍ସବ ପ୍ରସ୍ତୁତି ବୈଠକ !

ଡିସେମ୍ବର ୯ ଉଦଘାଟନ ଓ ୧୦ ଉଦଯାପନ ଉତ୍ସବ , ଅକ୍ଟୋବର ୨୨ ରେ ଚୁଡାନ୍ତ ବୈଠକ । ଢେ଼ଙ୍କାନାଳ : ଜିଲ୍ଲା ର ପୁରାତନ ବିଦ୍ୟାଳୟ ଭୁବନ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି ( ହୀରକ ଜୟନ୍ତୀ ) ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ସାମଲଙ୍କ ଅଧ୍ୟକ୍ଷତାରେ
Read More...

ସ୍ୱର୍ଗତ ଅଧିକାରୀ ସାମଲ ମେମୋରିଆଲଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଆମନ୍ତ୍ରଣ ଫୁଟବଲ କପ୍‌-୨୦୨୩ !

ଢେଙ୍କାନାଳ ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜିଲ୍ଲାପ୍ରଶାସନ ଏବଂ ସ୍ୱର୍ଗତ ଅଧିକାରୀ ସାମଲ ମେମୋରିଆଲଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ତା.୦୧ ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୫ମ ସର୍ବଭାରତୀୟ ଆମନ୍ତ୍ରଣ ଫୁଟବଲ କପ୍‌
Read More...

ବି.ଏଡ୍‌. ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ: ରାଜ୍ୟ ମୂଳ ନିଯୁକ୍ତ ପ୍ରାଥମିକ ବି.ଏଡ୍‌. ମହାସଂଘ ଆହ୍ୱାନରେଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ବି.ଏଡ୍‌. ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବଳରାମ ମନ୍ଦିର ପରିସର ଲକ୍ଷ୍ମୀମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରେ ସଂପୂର୍ଣ୍ଣ ବିଧି
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ : ୮୬ ୟୁନିଟ୍ ରକ୍ତ ସଂଗ୍ରହ !

ଓଡିଶା ମୋ ପରିବାର ପକ୍ଷରୁ ଚଳିତ ମାସରେ ୯୦୭ ୟୁନିଟ୍ ରକ୍ତ ସଂଗ୍ରହ !ଢେଙ୍କାନାଳ : ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବାକୁ ବିଜୁ ଜନତା ଦଳ ସଭାପତି ତଥା ଓଡିଶାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା
Read More...