Browsing Category

ଢେଙ୍କାନାଳ

ମାଇକ୍ରୋମିଡ଼ିଆ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କପିଳାସ ମହୋତ୍ସବ ଉଦ୍‌ଯାପିତ !

ଢ଼େଙ୍କାନାଳ :ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ୨୧ତମ ବାର୍ଷିକ , ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ୨୦୨୩ ତଥା କପିଳାସ ମହୋତ୍ସବ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଗତ ୨୫ ତାରିଖ ଠାରୁ କପିଳାସ ପିଠରୁ ଆରମ୍ଭ ହୋଇ
Read More...

ଭୁବନ ବୁଦ୍ଧେଶ୍ଵର ପୀଠରେ ବାଲିଯାତ୍ରା ରେ ୫୦ ହଜାର ଜନ ସମାଗମ : ବ୍ରାହ୍ମଣୀ ନଦୀରେ ପ୍ରାୟ ୧୦ ହଜାର ଭକ୍ତ କାର୍ତ୍ତିକ…

ଢ଼େଙ୍କାନାଳ : ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ଙ୍କ ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି ।ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତ୍ତିକ ବୁଡ ପକାଇ ଡଙ୍ଗା ଭସାଇ
Read More...

ଭୁବନ ବୁଦ୍ଧେଶ୍ଵର ମନ୍ଦିର ରେ ବଡ଼ ଓଷା ପାଳିତ : ୨୭୬ ହଣ୍ଡା ଭଣ୍ଡାର ଭୋଗ ଲାଗିଲା !

ଢେ଼ଙ୍କାନାଳ: ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରେ ପ୍ରସିଦ୍ଧ ବଡ଼ ଓଷା ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ପ୍ରତ୍ୟୁଷରୁ ଧାଡ଼ି ରେ ଯାଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିଥିଲେ ଓ ପରେ ଭଣ୍ଡାର ଭୋଗ ରାନ୍ଧି
Read More...

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ :ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…

ଢେଙ୍କାନାଳ : ସନ୍ଧ୍ୟାରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ 
Read More...

ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ଵାରା ୧୧ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ରାସ୍ତାର ଶିଳାନ୍ୟାସ…

ଢ଼େଙ୍କାନାଳ - ଭୁବନ କାଳୀ ବଜାର ଠାରୁ ନିଳକଣ୍ଠପୁର ଏବଂ ବାରିଜଙ୍ଗ ଠାରୁ ବୁଦ୍ଧେଶ୍ଵର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସକାଶେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ରବିବାର ଶିଳାନ୍ୟାସ କରିଛନ୍ତି । ୬.୪୯ କୋଟି
Read More...

ଜିଲ୍ଲା ସ୍ତରୀୟ “ଛତୁ ମିଶନ “କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଶାମାଚାରଣପୁର ସ୍ଥିତ ସେଆର ଏନଜିଓ ରେ ଜିଲ୍ଲାସ୍ତରୀୟ "ଛତୁ ମିଶନ" କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ ଯୋଗଦେଇଥିଲେ l ରାଜ୍ୟ ସରକାର ମିଶନ ଶକ୍ତି
Read More...

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ !

ଢେଙ୍କାନାଳ : ମୁନିସିପାଲିଟି କଲ୍ୟାଣି ମଣ୍ଡପ ରୁ ରାଜ୍ୟ ସରକାର ଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନୁଯାୟୀ ଜିଲ୍ଲାର ୧୧୨ ବରିଷ୍ଠ ନାଗରିକ ନିଜର ଯାତ୍ରା ଆରମ୍ଭ କରିଛନ୍ତି l ଏହି ଯାତ୍ରା ର ଶୁଭାରମ୍ଭ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ
Read More...

୧୪ ବର୍ଷ ଧରି ରଞ୍ଜା ଓ ଶୁଆଖାଇକାଟେଣୀ ଗ୍ରାମରେ କାର୍ତିକେଶ୍ୱର ପୂଜା !

ଢେଙ୍କାନାଳ : ରଞ୍ଜା ଓ ଶୁଆଖାଇକାଟେଣୀ ଗ୍ରମ ତରଫରୁ ୧୪ ବର୍ଷ ଧରି ଶ୍ରୀ ଶ୍ରୀ ରାମେଶ୍ୱରଙ୍କ ପ୍ରାଙ୍ଗଣରେ ପ୍ରଭୁ ଶ୍ରୀ କାର୍ତୀକେଶ୍ୱରଙ୍କ ପୂଜା ଗୁରୁବାର ପ୍ରାତଃ ସମୟରୁ ଆରମ୍ଭ ହୋଇଅଛି । କଳସ ଯାତ୍ରାସହିତ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା, ବାଳଭୋଗ ଓ ସକାଳ ଧୂପ ହୋଇ ପୂଜାର ଆରମ୍ଭ ହୋଇଥିଲା
Read More...

ଗଣେଶ କ୍ଲବ ପକ୍ଷରୁ ୩୭ତମ କାର୍ତିକେଶ୍ୱର ପୂଜା !

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ହୀରାସାଗର ମଙ୍ଗଳା ମନ୍ଦିର ନିକଟରେ ଥିବା ଗଣେଶ କ୍ଲବ୍‌ପକ୍ଷରୁ ୩୭ତମ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଉଅଛି । ଏହି ପୂଜା ବହୁ ବର୍ଷ ଧରି ଚାଲି ଆସୁଥିବା ବେଳେଏବେ ଗଣେଶ କ୍ଲବ୍‌ର ସଭ୍ୟମାନେ ତଥା ସାହିବାସୀନ୍ଦାଙ୍କ ସହଯୋଗରେ ଚାଲୁଅଛି । ପ୍ରଭୁ ଶ୍ରୀ
Read More...

ଭୁବନ ବୁଦ୍ଧେଶ୍ୱର ମହୋତ୍ସବ ମଶାଲ ଶୋଭାଯାତ୍ରା କୁ ଭବ୍ୟ ସ୍ଵାଗତ !

ଢ଼େଙ୍କାନାଳ - ଭୁବନ ର କଳା,ସଂସ୍କୃତି, ଐତିହ୍ୟ,ପରମ୍ପରାକୁ ନେଇ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ବୁଦ୍ଧେଶ୍ୱର ମହୋତ୍ସବ । ଏହି ମହୋତ୍ସବ ନିମନ୍ତେ ଆଜି ଗୁରୁବାର ପବିତ୍ର ମହାପଞ୍ଚୁକ ଅବସରରେ ଭୁବନ ବ୍ଲକ ର ସମସ୍ତ ୧୮ ଗୋଟି ପଞ୍ଚାୟତ ର ବିଭିନ୍ନ ଶୈବ ପୀଠ ଓ ଶକ୍ତି ପୀଠ
Read More...