Browsing Category
ଓଡିଶା
ପ୍ରଥମ ସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ : ଫରେଷ୍ଟ-୧୧ ଛତିଶଗଡକୁ ହରାଇ ରାଇଜିଂ ଷ୍ଟୁଡେଣ୍ଟ ସେମିରେ !
ଢେଙ୍କାନାଳ : ଢେଙ୍କାନାଳ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ପ୍ରଥମସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ ପ୍ରତିଯୋଗିତାର ମଙ୍ଗଳବାର ଅନୁଷ୍ଠିତ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଫରେଷ୍ଟ୧୧ ଛତିଶଗଡକୁ ୭୮ରନରେ ପରାସ୍ତ କରି କଟକର ରାଇଜିଂ!-->…
Read More...
Read More...
ଚତୁର୍ଥ ନାସର ଅହମଦ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ !
ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଫୁଟବଲ ପଡ଼ିଆରେ ୧୮ ଫେବୃଆରୀ ରୁ ଚତୁର୍ଥ ନାସର ଅହମଦ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଅଛି, ଆଠଗୋଟି ଫୁଟବଲ୍ ଟିମ୍ ଏଥିରେ ଭାଗ ନେଇଛନ୍ତି।୨୪ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବ।ଉଦଘାଟନ ସମାରୋହ ରେ!-->…
Read More...
Read More...
ଢେଙ୍କାନାଳ ଜିଲ୍ଲା ପ୍ରଥମ ସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟସେର୍ସା ରାଞ୍ଚି କୁ ହରାଇ ସୋଲାର କଟକ ସେମି ଫାଇନାଲରେ…
ଢେଙ୍କାନାଳ: ଢେଙ୍କାନାଳର ପ୍ରୟାସ ଅନୁଷ୍ଠାନ ପକ୍ଷରୁ ସ୍ଥାନିୟ ମୁଖ୍ୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ପ୍ରଥମସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ ପ୍ରତିଯୋଗିତାର ସୋମବାର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ସେର୍ସା ରାଂଚୀକୁ ୫ୱିକେଟରେ ହରାଇ କଟକର ସୋଲାର କ୍ରିକେଟ କ୍ଲବ ଦ୍ୱିତୀୟ!-->…
Read More...
Read More...
ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାର ସୁପରିଚାଳନା ନିମନ୍ତେ ସମୀକ୍ଷା ବୈଠକ !
ଢେଙ୍କାନାଳ : ଜିଲ୍ଲାରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ ପରୀକ୍ଷାର ସୁପରିଚାଳନା ନିମନ୍ତେ ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସୋମେଶ୍ କୁମାର ଉପାଧ୍ୟାୟ ପରୀକ୍ଷା ବ୍ୟବସ୍ଥା!-->…
Read More...
Read More...
ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଭିନ୍ନ ଶିଳ୍ପ ସଂସ୍ଥା ନିର୍ଧେଶlବଳି ପାଳନ ନକରିବା ଅଭିଯୋଗ ରେ ଦାବିପତ୍ର ପ୍ରଦାନ କଲେ…
*ଅର୍ଥନୈତିକ ଅବରୋଧ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ମହେଶ *ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଶିଳ୍ପ ସଂସ୍ଥା ସ୍ଥାନୀୟ ନିଯୁକ୍ତି ଓ ପାଉଁଶ ପାଇଁ ଡ଼ମ୍ପିଙ୍ଗ ୟାର୍ଡ଼ ନିର୍ମାଣ ନକରିବା କାରଣ କଣ ?*ହିନ୍ଦୋଳ ଏନଏସି ୱାର୍ଡନଂ ୧୫ ରେ ଏକ ମୋବାଇଲ ଟାୱାର ବସାଇବା!-->…
Read More...
Read More...
ଖମାର ଗ୍ରାମରେ ବନ୍ଦ କୋଠରୀରୁ ବାପା,ଝିଅ ଓ ନାତିଙ୍କ ମୃତଦେହ ଉଦ୍ଧାର !
ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ଥାନା ଖମାର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମରେ ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତଦେହ ଠାବ କରାଯାଇଛି । ସେମାନେ ବାପା, ଝିଅ ଏବଂ ନାତି । ତିନିଜଣ ଯାକ ଘରେ ୨ଟି କୋଠରୀରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ୩ ଦିନ ହେବ ମୃତ୍ୟୁ!-->…
Read More...
Read More...
ଶେଖ ନାସେର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ !
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା କ୍ରିକେଟ ପଡ଼ିଆ ଠାରେ ଜୟ ବଜରଙ୍ଗ ବଳି କ୍ରିକେଟ କ୍ଲବ୍ ଦ୍ୱାରା ଶେଖ୍ ନାସେର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଅଛି।ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ସିମିନଇ କ୍ରିକେଟ କ୍ଲବ୍ ଏବଂ!-->…
Read More...
Read More...
ଯୋରନ୍ଦା ମହିମା ପୀଠରେ ମୁଖ୍ୟମନ୍ତ୍ରୀ : ବିଶ୍ୱକୁ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଛି ମହିମା ଧର୍ମ-…
*ମହିମା ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଭବ୍ୟ ମନ୍ଦିର ନିର୍ମାଣ ସହ ଏହାକୁ ଏକ ବିଶ୍ୱସ୍ତରୀୟ ପୀଠରେ ପରିଣତ କରାଯିବ
*ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଢ଼େଙ୍କାନାଳ:ବିଶ୍ୱକୁ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ପ୍ରଗତିର!-->!-->!-->!-->!-->…
Read More...
Read More...
ରିଲସ୍ କରୁଥିବା ବେଳେ ବ୍ରାହ୍ମଣୀ ନଦୀ ବ୍ରିଜ ଉପରୁ ତଳକୁ ପଡି ଯୁବତୀ ଗୁରୁତର !
ଢେ଼ଙ୍କାନାଳ : ଏବେ ଯୁବପୀଢ଼ିଙ୍କୁ ଲାଗିଛି ରିଲସ୍ ନିଶା,ରିଲସ୍ କରିବା ପାଇଁ ବିପଦ ସଙ୍କୁଳ ସ୍ଥାନ ମଧ୍ୟ ଛାଡ଼ୁ ନାହାନ୍ତି ଯୁବପୀଢ଼ି,ଏପରି ଏକ ବିପଦପୂର୍ଣ୍ଣ ଦେଖିବାକୁ ମିଳିଛି ।ସୂଚନା ମୁତାବକ ଢେ଼ଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ବ୍ରାହ୍ମଣୀ ନଦୀ ନିକଟରେ ବ୍ରିଜ ଉପରେ ଠିଆହୋଇ ରିଲସ୍!-->…
Read More...
Read More...
ଭୁବନ କାନଖାଇ ମୌଜାରେ ହେବାକୁ ଥିବା ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ !
ଢେଙ୍କାନାଳ: ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ଗ୍ରାମପଂଚାୟତର ୧୦ଟି ଗ୍ରାମ ଓ ପଡୋଶୀ ଗ୍ରାମର ଲୋକମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତଙ୍କର ନିଷ୍ପତି କ୍ରମେ କାନଖାଇ ମୌଜାରେ ହେବାକୁ ଥିବା ମଦ ଦୋକାନକୁ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଏକଦରଖାସ୍ତା ଦେବା!-->…
Read More...
Read More...