Browsing Category

ଓଡିଶା

ଜନ୍ମରୁ ଦିବ୍ୟାଙ୍ଗ ହୋଇବି ହାର ମାନିନାହାନ୍ତି ଭୁବନର ମାନସ !

●ଇଲେଟ୍ରିକ୍ ଅଟୋ ଚଳାଇ ସମାଜ ପାଇଁ ଆଣିଛନ୍ତି ପ୍ରେରଣା ଢ଼େଙ୍କାନାଳ: କିଏ କେମିତି, କୋଉଠି ଆଉ କେଉଁଭଳି ଭାବରେ ଜନ୍ମ ନେବ ସେକଥା ଭଗବାନ ନିର୍ଣ୍ଣୟ କରିଥାନ୍ତି । କିନ୍ତୁ ସଂସାରକୁ ଆସିବା ପରେ ଜୀବନ ଜିଇଁବାକୁ କର୍ମ ଆମେ ନିଜେ କରିଥାଉ । ଆଉ ସଂସାରରେ ନିଜ କର୍ମ ହିଁ ଜଣକ ପାଇଁ
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ର ସାମଗ୍ରିକ ବିକାଶ ପାଇଁ ଦାବି ସମ୍ବଳିତ…

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ର ସାମଗ୍ରିକ ବିକାଶ ପାଇଁ ଏକ ୧୬ ଦଫା ଦାବି ସମ୍ବଳିତ ଦାବିପତ୍ର ମେଲ ଯୋଗେ ପ୍ରଦାନ କରିଛନ୍ତି ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବିନ ନନ୍ଦ । କେବଳ ଢେ଼ଙ୍କାନାଳ ନୁହେଁ ସାରା ଓଡ଼ିଶା ଓ
Read More...

ଚାଷ ଜମିକୁ ନାହିଁ ବାଟ : କେନାଲ ଭାଙ୍ଗିଲେ ଚାଷୀ !

ଢ଼େଙ୍କାନାଳ: ଭୁବନ ବ୍ଲକ ମଠକରଗୋଲା ପଞ୍ଚାୟତ ଟାଙ୍ଗରପଡା ମୌଜା ର ଚାଷ ଜମି ର ତଳ ମୁଣ୍ଡକୁ ଜଳ ଯିବା ନିମନ୍ତେ କରନାଳି କେନାଲ ନିର୍ମାଣ କରାଯାଇଥିଲା । ଏହାର ଉଚ୍ଚତା ଏକ ଫୁଟ ହୋଇଥିବାରୁ ଚାଷୀ କେନାଲ ଉପରେ ମାଟି ପକାଇ ନିଜ ଚାଷ ଜମିକୁ ଟ୍ରାକଟର ନେଉଥିଲେ। କିନ୍ତୁ ଏହି
Read More...

ବାରୁଆଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାରୁଆଁ ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟ ସଂସ୍କୃତ ଶିକ୍ଷକ ଶ୍ରୀ ବିନୋଦ କୁମାର ସ୍ୱାଇଁ ଙ୍କର ସେବା ନିବୃତ୍ତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ କାମାକ୍ଷାନଗର ବ୍ଲକ
Read More...

ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ୧୨ ନଂ ୱାର୍ଡ୍ ସ୍ଥିତ ପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ହିମାଂଶୁ ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଓ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି
Read More...

ଭୁବନ ପୃଷ୍ଟିପାଟଣା ନୋଡ଼ାଲ ସ୍କୁଲର ୬୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୃଷ୍ଟିପାଟଣା ନୋଡାଲ ସ୍କୁଲର ୬୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ
Read More...

ହିନ୍ଦୋଳ ମହାବିଦ୍ୟାଳୟରେ ଇତିହାସ ବିଭାଗର ସଂପାନ ଆୟୋଜିତ !

ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟା ସଭାଗୃହରେ ୨୭ ତାରିଖ ଦିନ ଇତିହାସ ( ସମ୍ମାନ ) ବିଭାଗ ପକ୍ଷରୁ ସଂପାନ ଆୟୋଜିତ ହୋଇଯାଇଛି । ଆୟୋଜିତ ସଂପାନରେ ବିଭାଗ ମୁଖ୍ୟ ଡ଼. ମହେନ୍ଦ୍ର କୁମାର ସ୍ୱାଇଁଙ୍କ ପୌରହିତ୍ୟରେ " ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ
Read More...

କପିଳାସ ପୀଠ ରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ କଳା ପରିଷଦ ର ୨୮ ତମ ସାରା ରାତ୍ରି ଭଜନ ସମାରୋହ ଅନୁଷ୍ଠିତ !

ଢ଼େଙ୍କାନାଳ: କପିଳାସ ପୀଠ ରେ ସାରା ରାତ୍ରି ଭଜନ ସମାରୋହ ଅନୁଷ୍ଠିତ ।ପବିତ୍ର ମହା ଶିବରାତ୍ରି ଅବସର ରେ କପିଳାସ ପୀଠ ରେ "ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ କଳା ପରିଷଦ " ଓ ଢେ଼ଙ୍କାନାଳ ସଂସ୍କୃତି ପରିଷଦ ଆନୁକୁଲ୍ୟ ରେ ସାରା ରାତ୍ରି ଭଜନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।ଏହି ଭଜନ ସମାରୋହ
Read More...

ବି.ବି.ହାଇସ୍କୁଲ,ଢେଙ୍କାନାଳ ମୁଖ୍ୟ ଫାଟକ ନିକଟରେ ଶୁଖିଲା ଆମ୍ବ ଗଛ ଡ଼ାଳ ତଳେ ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରୀ,ଛାତ୍ର…

ଢେଙ୍କାନାଳ : ସ୍ଥାନୀୟ ଶତାୟୁ,ପି ଏମ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ମୁଖ୍ୟ ଫାଟକ ନିକଟରେ ଆମ୍ବ ଗଛ ଡ଼ାଳ ଶୁଖି ତଳେ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା -୨୦୨୫ ପାଇଁ ଆସିଥିବା ରୁଣ୍ଡିଭୂତ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ,ଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ,
Read More...

ଭୁବନ ବୁଦ୍ଧେଶ୍ୱର ମନ୍ଦିର ରେ ପ୍ରାୟ ପାଞ୍ଚ ହଜାର ଭକ୍ତ ଜାଗର ଦୀପ ଜାଳିଲେ !

ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ଵର ମନ୍ଦିର ରେ ହଜାର ହଜାର ଭକ୍ତ ଜାଗର ପାଳି ଦୀପ ଜାଳିଥିଲେ। ପ୍ରାତଃ ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିବା ସହ ନିଜର ତଥା
Read More...