Browsing Category

ଓଡିଶା

ପ୍ରଶାସନର ପରିଚାଳନାଗତ ତୃଟି ପାଇଁ ଭୁସୁଡ଼ିବ କପିଳାସ ପୀଠ ସିଂହ ଦ୍ଵାର ସମ୍ମୁଖରେ ଥିବା ବଡ଼ଦାଣ୍ଡ ର ଛାତ !

ବିଗତ ୨୦୦୩ ମସିହା ରୁ ନିର୍ମିତ ପବିତ୍ର ପୀଠ ର ସିଂହ ଦ୍ୱାର ରେ ଥିବା ବଡ଼ଦାଣ୍ଡ ର ଛାତ ତତ୍ ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠି ରୁ ଢେ଼ଙ୍କାନାଳ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିଲା । ସିଂହ ଦ୍ୱାର ସମ୍ମୁଖ ରେ
Read More...

ହିନ୍ଦୋଳ ଦନ୍ତାହାତୀ ଭାଙ୍ଗିଲା ଫାର୍ମ୍ ହାଉସ୍, ସହାୟତା ପାଇଁ ନିବେଦନ !

ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡରେ ରାଜ୍ୟର ସବୁଠାରୁ ଅଧିକ ହାତୀ ଚଳପ୍ରଚଳ କରୁଥିବା ଜଣାପଡ଼ିଛି । ପରିସ୍ଥିତି ଏମିତି ହେଲାଣି ସନ୍ଧ୍ୟା ହେଲେ ଘରେ ଘରେ ତାଟି କବାଟ ପଡୁଛି । ଏମିତି ବି ଦେଖିଲେ ଦିନ ଦ୍ୱିପ୍ରହରରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଇଛି । ଲୋକମାନେ ଦିନରେ ଘରୁ ପଦାକୁ
Read More...

ହିନ୍ଦୋଳ ଡିହସାହି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଡିହସାହି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ପ୍ରଥମେ ଖେଳକୂଦ କାର୍ଯ୍ୟକ୍ରମ କରି କୃତି ଛାତ୍ରଛାତ୍ରୀଙ୍କୁ ବଛା ଯାଇଥିଲା। ଏବଂ ପରେ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ଗୀତ
Read More...

ସ୍ମୃତିକୁ ମନେପକେଇ ତାଙ୍କ ଜନ୍ମତିଥିରେ ସ୍ମୃତିରେ ଅଟଳ !

ଢେଙ୍କାନାଳ : ଅଟଳ ନାମ ଯେମିତି କାମ ବି ସେମିତି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ।ଅଟଳ ସିନା ନାହାନ୍ତି କିନ୍ତୁ ତାଙ୍କର ନେତୃତ୍ୱ, ଦକ୍ଷତା ଓ ତାଙ୍କର ନିଷ୍ପତି ଆଜି ବି ପ୍ରତିଟି ଭାରତୀୟ ମନରେ ସେମିତି ସତେଜ ।ତାଙ୍କର ଗୋଟିଏ ନିଷ୍ପତି ସାରା ବିଶ୍ୱ ପାଇଁ
Read More...

ଭୁବନ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏ. ଟି.ଏମ. ରେ ଅବ୍ୟବସ୍ଥା !

ଭୁବନ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦେଶର ଅଗ୍ରଣୀ ବ୍ୟାଙ୍କ ଭାବେ ପ୍ରତିଷ୍ଠା ଲାଭ କରିଥିବା ବେଳେ ଏସ ବି ଆଇ ଭୁବନ ଶାଖାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପୂର୍ବରୁ ଏହି ବ୍ୟାଙ୍କ ଟି କାଳୀ ବଜାର ରେ ଥିବା ବେଳେ କାଳୀ ବଜାର ଓ ନୂଆ ବଜାର ବସଷ୍ଟାଣ୍ଡ ରେ ଦୁଇଟି ଏ ଟି ଏମ କାଉଣ୍ଟର
Read More...

କପିଳାସ ସୁରକ୍ଷା ପରିଷଦ ତରଫରୁ ଏକ ” ପ୍ରତିବାଦ ସଭା ” ଅନୁଷ୍ଠିତ : କପିଳାସ ପୀଠ ର ଅବ୍ୟବସ୍ଥା ର ସୁଧାର…

କପିଳାସ ପୀଠ ର ଅବ୍ୟବସ୍ଥା ର ସୁଧାର ନ ଆସିଲେ ଆସନ୍ତା ୨୮ ତାରିଖ ରେ କପିଳାସ ସୁରକ୍ଷା ପରିଷଦ ତରଫ ରୁ ଅନଶନ ଧର୍ମଘଟ ।ଆଜି ସଂଧ୍ୟା ରେ କପିଳାସ ସୁରକ୍ଷା ପରିଷଦ ତରଫରୁ ଏକ " ପ୍ରତିବାଦ ସଭା " ସଭାପତି ଗୁରୁ ଚରଣ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଏକ ୨୨ ଦଫା ସମ୍ବଳିତ ଦାବି
Read More...

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୃହଲକ୍ଷ୍ମୀ ସମବାୟ ସମିତି ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ !

ଢ଼େଙ୍କାନାଳ : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌)ର ମହିଳା ଉଦ୍ୟମିତା ଓ ସଶକ୍ତୀକରଣ ପ୍ରୟାସ ଗୃହଲକ୍ଷ୍ମୀ ସମବାୟ ସମିତି ଦ୍ଵାରା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ସଞ୍ଜପଡ଼ା ପଂଚାୟତରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ
Read More...

ଭୁବନ ଏନ୍. ଏ .ସି .ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : “ନାରୀ ଯୁଗେ ଯୁଗେ ପୂଜନିୟା,ବନ୍ଦନିୟା ” !

ଢ଼େଙ୍କାନାଳ - ଭୁବନ ଏନ୍ ଏ ସି ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ଶ୍ରୀମତୀ ମାନିନୀ ସାହୁ ମୁଖ୍ୟ ଅତିଥି ଭାବେ
Read More...

ଆନ୍ତର୍ଜାତୀୟ ମହିିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ !

* ଜିଲ୍ଲାରେ ଉପକୃତ ହେଲେ ୩ଲକ୍ଷ ୮୦୦ ଜଣ ମହିଳା ଢ଼େଙ୍କାନାଳ : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ପ୍ରାୟ ୧କୋଟି ମହିଳା
Read More...

ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ନେତୃତ୍ବରେ ମହିଳା ଦିବସ ପାଳନ !

ଢ଼େଙ୍କାନାଳ: ମହିଳାମାନଙ୍କ ପାଇଁ ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ।ମହିଳା ମାନଙ୍କୁ ସଶକ୍ତ କରାଇ ସ୍ୱାବଲମ୍ବୀ କରାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ପକ୍ଷରୁ ସାରା ରାଜ୍ୟରେ ଦୀର୍ଘ ୨୫ବର୍ଷ ଧରି ମାର୍ଚ୍ଚ ୮ତାରିଖରେ ଏହି ଦିବସ ପାଳନ ହୋଇଆସୁଛି।
Read More...