Browsing Category

ଓଡିଶା

ପୋଲ ତଳୁ ମାଟି ଉଠାଇ ରାସ୍ତା ନିର୍ମାଣ !

ଭୁବନ : ବୀର ବାଜିରାଉତ ଙ୍କ ଗାଁ ଲୋକ ଙ୍କ ଜୀବନ ରେଖା କହିଲେ ରଙ୍ଗମାଟିଆ ନାଳ କୁ ବୁଝାଏ। ନାଳ ର ଅପରପାର୍ଶ୍ୱରେ ଚାଷ ଜମି। ଜମି କୁ ଯିବା ପାଇଁ ଚାଷୀ ଭରା ନାଳରେ ପହଁରି ପହଁରି ଯାଇଥାନ୍ତି। ବର୍ଷା ଦିନରେ ୩ କିମି ବୁଲି କରି ଯାଇଥାନ୍ତି। ଏହାକୁ ସୁଗମ କରିବା ନିମନ୍ତେ ଗ୍ରାମ ବାସୀ ବାଉଁଶ
Read More...

କେ.ପି. ୱାରିୟର ନାଇଟ କ୍ରିକେଟ୍ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ !

ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ କୃଷ୍ଣପ୍ରସାଦ ଖେଳ ପଡିଆଠାରେ କେ ପି ୱରିୟର ନାଇଟି କ୍ରିକେଟ୍ ଟୁର୍ଣ୍ଣ।ମେଣ୍ଟକୁ ଅର୍ଗାନାଇଜ କରୁଛନ୍ତି । ନାଇଟି କ୍ରିକେଟ୍ ଟୁର୍ଣ୍ଣ।ମେଣ୍ଟ କୃଷ୍ଣପ୍ରସାଦ ପକ୍ଷରୁ ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ଟୁର୍ଣ୍ଣ।ମେଣ୍ଟରେ ୧୬ଟି ଦଳ ଭାଗ
Read More...

ଯୁବକଙ୍କୁ ଗୁଳି କରି ପଥରରେ ଛେଚି ହତ୍ୟା : ୭ ଜଣ ଗିରଫ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର କାରିଗରା ସାହି ଅଞ୍ଚଳରେ ଗତ ରବିବାର ରାତି ଏକ ରୋମହର୍ଷକ ଘଟଣା ଘଟିଛି। ଜଣେ ଯୁବକଙ୍କୁ ପ୍ରଥମେ ଗୁଳି କରି ତା’ପରେ ପଥର ଫୋପାଡ଼ି ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକଙ୍କ ପରିଚୟ ମହେଶ୍ୱର ବେହେରା ଓରଫ ଟିଟନ ଭାବେ ହୋଇଛି, ଯିଏ କାରିଗରା ସାହିର
Read More...

ଖେଲୋ ଇଣ୍ଡିଆ ଅନ୍ତର୍ଗତ ଖୋଖୋ କେନ୍ଦ୍ର ଉଦଘାଟିତ !

ଢେଙ୍କାନାଳ - ଢେଙ୍କାନାଳ ସ୍ଥିତ ରଘୁନାଥଜୀଉ ବିଦ୍ୟାମନ୍ଦିର କାଣ୍ଡବିନ୍ଧ ଠାରେ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଖୋ-ଖୋ ପ୍ରଶିକ୍ଷଣ କେନ୍ଦ୍ରକୁ ମାନ୍ୟବର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି।ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ
Read More...

ଭୁବନ ବନ ବିଭାଗରେ କେଳେଙ୍କାରୀ : ଟ୍ରକ ସହ କାଠ ଜବତ, ଡ୍ରାଇଭର ହେଉଛନ୍ତି ଉଭାନ !

ଢେଙ୍କାନାଳ ଜିଲ୍ଲାର ଭୁବନ ବନ ବିଭାଗରେ ଦୁର୍ନୀତି, ଅନିୟମିତତା ଓ ପ୍ରିୟାପ୍ରୀତି ଚରମ ସୀମାକୁ ଛୁଇଁଛି। ଅତିରିକ୍ତ ରେଞ୍ଜର ରାକେଶ କୁମାର ଦଳେଇଙ୍କ ଯୋଗଦାନ ପରେ ବିଭାଗରେ ଦିନକୁ ଦିନ ଅଭିଯୋଗ ବୃଦ୍ଧି ପାଉଛି।ବନ ଦ୍ରବ୍ୟ ଚୋରା ଚାଲାଣ ସମ୍ବନ୍ଧରେ ମାଲୁଆଗୋଡ଼ା ଓ ଶାମଳ ସଂରକ୍ଷିତ ଜଙ୍ଗଲରୁ
Read More...

୭ ବର୍ଷର ଝିଅ ସହ ବର୍ବର ଦୁଷ୍କର୍ମ : ଢେଙ୍କାନାଳରେ ଆଉ ଏକ ଲଜ୍ଜାଜନକ ଘଟଣା, ଅଭିଯୁକ୍ତ ଅଟକ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଜଣେ ୭ ବର୍ଷୀୟା ଶିଶୁକନ୍ୟା ସହ ଦୁଷ୍କର୍ମ ଓ ନିର୍ମମ ନିର୍ଯାତନା ଘଟିଥିବା ଲଜ୍ଜାଜନକ ଘଟଣା ଆଲୋକରେ ଆସିଛି । ନୂଆବଗ ପଂଚାୟତର ସରାସିଙ୍ଗ୍ ଗ୍ରାମରେ ଘଟିଥିବା ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚରମ ଆକ୍ରୋଶ ଦେଖାଯାଇଛି। ସୂଚନା
Read More...

ଢ଼େଙ୍କାନାଳ ଜିଲ୍ଲା ତଥା ଭୁବନ ପାଇଁ ଗର୍ବ ଆଣିଲେ ଶାଇନା !

ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କଳାଭବନରେ ପଢିବା ପାଇଁ ଚୟନିତ ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମର ଗର୍ବ, ଅତ୍ୟନ୍ତ ପ୍ରତିଭାଶାଳିନୀ କିଶୋରୀ ଶାଇନା ସାହୁ ଦେଶର ଗର୍ବ ହୋଇ ଉଭା ହୋଇଛନ୍ତି। ସିଏ ପଶ୍ଚିମବଙ୍ଗର ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର
Read More...

ଭାଲିଆବୋଲ କାଟେଣୀ ଶନି ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ ଉଲ୍ଲାସରେ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାଲିଆବୋଲ କାଟେଣୀ ଗ୍ରାମରେ ଅବସ୍ଥିତ ପ୍ରଭୁ ଶନିଙ୍କ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଛି । ଉତ୍ସବର ଆରମ୍ଭ ହୋଇଥିଲା ୫୧ ଜଣ ଗ୍ରାମବାସି ମହିଳାଙ୍କ ଦ୍ୱାରା କଳସ ଯାତ୍ରା ସହ ଯାହା ପୁଷ୍କରିଣୀରୁ ଆରମ୍ଭ ହୋଇ
Read More...

ହାତୀ ଆକ୍ରମଣରେ ୬୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ : ହିନ୍ଦୋଳରେ ପୁଣି ମୃତ୍ୟୁଘାତୀ ଘଟଣା !

ଗୁଳେହି ଗ୍ରାମର କଲଣ୍ଡା ଅଞ୍ଚଳରେ ଘଟିଲା ଦୁର୍ଭାଗ୍ୟଜନକ ଘଟଣା ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁଳେହି ଗ୍ରାମପଞ୍ଚାୟତର କଲଣ୍ଡା ଗ୍ରାମରେ ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ବିସ୍ତାର କରିଛି। ମୃତକଙ୍କ
Read More...

ସୁକିଆବାଉତୀ ରେ ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ !

ଦୁଃଖଦ ଘଟଣା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ, ପୋଲିସ ଓ ପ୍ରଶାସନ ହସ୍ତକ୍ଷେପରେ ଅବରୋଧ ହଟିଲା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତୀ ଠାରେ ଗତ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ବେଲବାହାଳି ଗ୍ରାମବାସୀ ଟଙ୍କଧର ନାଏକ (ବୟସ
Read More...