ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ କୃଷ୍ଣପ୍ରସାଦ ଖେଳ ପଡିଆଠାରେ କେ ପି ୱରିୟର ନାଇଟି କ୍ରିକେଟ୍ ଟୁର୍ଣ୍ଣ।ମେଣ୍ଟକୁ ଅର୍ଗାନାଇଜ କରୁଛନ୍ତି । ନାଇଟି କ୍ରିକେଟ୍ ଟୁର୍ଣ୍ଣ।ମେଣ୍ଟ କୃଷ୍ଣପ୍ରସାଦ ପକ୍ଷରୁ ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ଟୁର୍ଣ୍ଣ।ମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ । ଶେଷ ଉଦ୍ଜାପାନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ସତ୍ୟବାନ ପାତ୍ର ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକ,ସ୍ଥାନୀୟ ସରପଞ୍ଚ ପ୍ରତାପ ସ୍ୱାଇଁ,ସପ୍ତଶଯ୍ୟା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସାହୁ,ଶଙ୍କରପୁର ମଣ୍ଡଳ ସଭାପତି ସୁଶିଲ ରାଉତ,ଭାପୁର ମଣ୍ଡଳ ସଭାପତି ଲକ୍ଷ୍ମୀଧର ରାଉତ ପରିଚାଳନା ଅରବିନ୍ଦ ପାତ୍ର,ମିହିର ପାତ୍ର,ପ୍ରମେଶ ମହାନ୍ତି, ଶୁଭ ପ୍ରସାଦ ପୁହାଣ,ନନ୍ଦ କିଶୋର ଜେନା,କାର୍ତ୍ତିକ ସ୍ୱାଇଁ,ବିଶ୍ଵନାଥ ସାହୁ,ତପନ କୁମାର ପାତ୍ର,ସୁଦର୍ଶନ ପାତ୍ର,ଲିପ୍ତି ରଞ୍ଜନ ମାଝୀ,ସିପୁ ଜେନା,ପ୍ରତାପ ସାହୁ,ଆକାଶ ସ୍ୱାଇଁ ସମୀର ପାତ୍ର ଧାରାବିବଣୀ ଦେଇଥିଲେ ହୃଦାନନ୍ଦ ଦଳେଇ କ୍ରିକେଟ କ୍ଲବର ମୁଖ୍ୟ ପରିଚାଳକ କେ ପି ୱାରୀୟରର ସଦସ୍ୟମାନଙ୍କ ସହ ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ଗ୍ରାମର ଯୁବଗୋଷ୍ଟିମାନଙ୍କ ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି ।