ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ!

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତୀରେ ଭାରତରତ୍ନ ଡ. ଆମ୍ବେଦକର ମେମୋରିଆଲ୍ ସୋସାଇଟ୍‌ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର
Read More...

ରାସୋଳ; ଗ୍ରୀଷ୍ମକାଳୀନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର :୧୦୨ ୟୁନିଟ ରକ୍ତ ସଂଗୃହୀତ !

ଢେଙ୍କାନାଳ : ରାସୋଳ ମହୋତ୍ସବରେ ସ୍ଥାନୀୟ ଅଞ୍ଚଳରେ ନୂତନ ଭାବେ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ଆନୁକୁଲ୍ୟରେ ତଥା ବିକାଶ ପରିଷଦର ସହଯୋଗରେ ଗତକାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଗ୍ରୀଷ୍ମ କାଳୀନ ସ୍ୱେଚ୍ଛାକୃତ
Read More...

ମହିୟସୀ ମହିଳା ଓ ସୁସାହିତ୍ୟିକା ରେଣୁବାଳା ନନ୍ଦଙ୍କ ଜୟନ୍ତୀ ଅବସରରେ ସ୍ମୃତିସଭା !

ଢେଙ୍କାନାଳ :ମହିୟସୀ ମହିଳା ଓ ସୁସାହିତ୍ୟିକା ରେଣୁବାଳା ନନ୍ଦଙ୍କ ଜୟନ୍ତୀ ଅବସରରେ ସ୍ମୃତିସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରେଣୁବାଳା ସ୍ମୃତି ସଂସଦର ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ଯୋଗଦେଇ କହିଥିଲେ ଯେ ରେଣୁବାଳାଙ୍କ
Read More...

ପୋଲିସର ନିଷ୍କ୍ରିୟତାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଞ୍ଚଳବାସୀ !

ଢେଙ୍କାନାଳ : ଟାଉନ ପୋଲିସର ନିଷ୍କ୍ରିୟତାକୁ ନେଇ କଣ୍ଟାନାଳୀ ଅଞ୍ଚଳରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ କରିଥିଲେ । ସୂଚନା ଅନୁଯାୟୀ ୪ ଦିନ ତଳେ କଣ୍ଟାନାଳି କନ୍ଧସାହି ଅଞ୍ଚଳର ସେହି ସାହିର ଜଣେ ଯୁବକକୁ ମାଡମାରି ଲହୁଲୁହାଣ କରିଦେଇଥିଲେ । ଏ ନେଇ ଟାଉନ ଥାନାରେ ଲିଖିତ
Read More...

କାମାକ୍ଷାନଗର ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ: ଜିଲ୍ଲା ବିଜେଡ଼ି ସଭାପତି ଖଣି,ଇସ୍ପାତ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ତତ୍ଵାଵଧାନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପ୍ରାତଃ ସମୟରେ କାମାକ୍ଷାନଗର ଏନ୍.ଏ.ସି ଠାରେ ପାଳନ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର
Read More...

ଗଁଦିଆ ; କାଶୀପୁର ଠାରେ ଅବକାରୀ ବିଭାଗ ର ଚଢ଼ାଉ : ୮୦୦ଲିଟଲ ଦେଶୀ ମଦ ଜବତ !

ଢେଙ୍କାନାଳ : ଗଁଦିଆ ଅବକାରୀ ବିଭାଗ ଦ୍ୱାରା ତଳ କାଶୀପୁର ଏବଂ ଦୌଡେଶ୍ୱର ବାଲିଘାଟ ନିକଟରେ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିଛି ।ସୂଚନା ମୁତାବକ ଅବକାରୀ ବିଭାଗ ଦ୍ୱାରା ଅଚାନକ ଚଢ଼ାଉ କରିଥିଲା । ଚଢାଉ ରେ ୮୦୦ଲିଟର ମହୁଲ ପୋଚ ଏବଂ ବିପୁଳ ପରିମାଣ ର ଦେଶୀ ମଦ ଗଁନ୍ଦିଆ ପୋଲିସ
Read More...

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତି ମେଳା-୨୦୨୨ !

ଢେଙ୍କାନାଳ : ଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ,ଢେଙ୍କାନାଳ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ,ଢେଙ୍କାନାଳ ଆନୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ
Read More...

ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ !

ଢେଙ୍କାନାଳ : ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସିଂ ହଲଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ନିର୍ବାଚିତ ପ୍ରତିନିଧମାନେ
Read More...

ମାସେ ହେବ ଅଚଳ ହୋଇପଡ଼ିଛି ଗାଡି: ଦିର୍ଘ ବର୍ଷ ପରେ ନିଯୁକ୍ତି ହୋଇଛନ୍ତି ଦୁଇ ଦୁଇ ଜଣ ଅଫିସର !

ଢେଙ୍କାନାଳ : ଭୁବନ ଥାନା ଅଧୀନସ୍ଥ ସୁରପ୍ରତାପୂରଫାଣ୍ଡି ରେ ଦୀର୍ଘ ମାସେ ହେବ ଅଚଳ ହୋଇପଡ଼ିଛି ଚାରି ଚକିଆ ଗାଡି I ସୁରପ୍ରତାପୂର ଫାଣ୍ଡି ଅଧୀନରେ ଥିବା ତିନୋଟି ପଞ୍ଚାୟତ ମାର୍ଥାପୁର, ଯମୁନାକୋଟ୍, ସୁରପ୍ରତାପୂର ଗ୍ରାମ ରହିଛି I ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରୀ, ରାହାଜାନି ଓ
Read More...