ଗଁଦିଆ ; କାଶୀପୁର ଠାରେ ଅବକାରୀ ବିଭାଗ ର ଚଢ଼ାଉ : ୮୦୦ଲିଟଲ ଦେଶୀ ମଦ ଜବତ !

ଢେଙ୍କାନାଳ : ଗଁଦିଆ ଅବକାରୀ ବିଭାଗ ଦ୍ୱାରା ତଳ କାଶୀପୁର ଏବଂ ଦୌଡେଶ୍ୱର ବାଲିଘାଟ ନିକଟରେ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିଛି ।
ସୂଚନା ମୁତାବକ ଅବକାରୀ ବିଭାଗ ଦ୍ୱାରା ଅଚାନକ ଚଢ଼ାଉ କରିଥିଲା । ଚଢାଉ ରେ ୮୦୦ଲିଟର ମହୁଲ ପୋଚ ଏବଂ ବିପୁଳ ପରିମାଣ ର ଦେଶୀ ମଦ ଗଁନ୍ଦିଆ ପୋଲିସ ଓ ଅବକାରୀ ବିଭାଗ ସଦଳ ବଳେ ଚଢ଼ାଉ କରି ଜବତ କରିଥିଲେ ।

Leave A Reply

Your email address will not be published.

5 × five =