ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ଘାଟନ କରିଛନ୍ତି ଜିଲ୍ଲା ସ୍ତରୀୟ ବିକାଶ ମେଳା !

ଢେଙ୍କାନାଳ: ଢେଙ୍କାନାଳ ମହିଷାପାଟ ଠାରେ ଆୟୋଜିତ ବିକାଶ ମେଳକୁ ଆଜି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ଘାଟନ କରିଛନ୍ତି। ନୂଆ ସରକାର ଶ୍ରୀମନ୍ଦିର ୪ ଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି । ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପୋସ ଫଣ୍ଡର ବ୍ୟବସ୍ଥା
Read More...

ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଢେଙ୍କାନାଳ ବିଜେପି ସଦସ୍ୟତା ଅଭିଯାନର ସମୀକ୍ଷା !

ଢେଙ୍କାନାଳ : ଅପରାହ୍ନ ୩ ଘଟିକା ସମୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଁଚିବା ମାତ୍ରେ ଦଳ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜେପି ସରକାରର ୧୦୦ଦିନ ପୂର୍ତି ଅବସରରେ ମନ୍ତ୍ରୀ ଶ୍ରୀ ସିଂହଦେଓଦଳୀୟ କାର୍ଯ୍ୟକର୍ତାଙ୍କ
Read More...

ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରସାୟନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରସାୟନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଟ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ ଅଧ୍ୟାପକ ଇତିହାସ, ବରିଷ୍ଠ ଅଧ୍ୟାପକ ଗୌରାଙ୍ଗ
Read More...

ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟ ଆଲୋଚନା…

ଢ଼େଙ୍କାନାଳ - ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ " ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟ" ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବ, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ
Read More...

ଭୁବନ ବାଜି ରାଉତ କଲେଜ ତରଫରୁ କୌଶଳ ରଥ କୁ  ସ୍ବାଗତ  !

ଢ଼େଙ୍କାନାଳ : ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ତରଫରୁ କୌଶଳ ରଥ କୁ ଭବ୍ୟ ସ୍ଵାଗତ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା କୌଶଳ ରଥ ସହ ଜିଲ୍ଲା ନିଯୁକ୍ତି ଅଧିକାରିଣୀ କେ. ରୋଜା ଙ୍କୁ  ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀ ରେ ସାଧାରଣ ଜ୍ଞାନ ପରୀକ୍ଷାରେ
Read More...

ପ୍ରଶାସନ ବୃଦ୍ଧାଙ୍କର ଅଟକାଇଥିବା ଭତ୍ତା ପ୍ରଦାନ !

ଢ଼େଙ୍କାନାଳ : ଦୀର୍ଘଦିନ ଧରି ଯେଉଁ ବ୍ଳକ୍ ପ୍ରଶାସନ ଗାଲୁଆମୀ କରି ବୃଦ୍ଧା ଙ୍କ ର ଦେଢ଼ ବର୍ଷର ଭତ୍ତା ଟଙ୍କା ଦେଇନଥିଲା। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ଶେଷରେ ପ୍ରଶାସନ ବୃଦ୍ଧାଙ୍କୁ ତାଙ୍କର ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ୍ କଡ଼ଲା
Read More...

ବିଦାୟ ନେଲେ ପ୍ରଭୁ ଗଜାନନ :ବାଜା,ବାଣ,ଡିଜେ ସାଉଣ୍ଡରେ ଭୁବନ ସହର ପ୍ରକମ୍ପିତ !

ଢ଼େଙ୍କାନାଳ: ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଯାକ ଯମକରେ ଅନୁଷ୍ଠିତ ହେଉଛି । ବାଜା,ବାଣ , ଡି ଜେ ସାଉଣ୍ଡରେ ସାରା ସହର ଦୁଲୁକୁଛି । ଗତ ୭ ତାରିଖ ଠାରୁ ୧୯ ଟି ମଣ୍ଡପ ରେ ପୂଜା ପାଉଥିବା ଗଣେଶ ମୂର୍ତ୍ତୀ ଆଜି ଭସାଣି ଉତ୍ସବରେ ସାମିଲ ହୋଇଛି ।
Read More...

ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !

ସରକାର ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ସେ ଟଙ୍କା ହିତାଧିକାରୀଙ୍କୁ ମିଳୁ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କଡ଼ଲା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କଡ଼ଲା
Read More...

ଭୁବନ ଗଣେଶ ମେଲଣ ମହୋତ୍ସବ ୨୦୨୪ ଉଦଯାପିତ : ଗଣେଶ ପୂଜା ଭୁବନ କୁ ନୁଆ ପରିଚୟ ଦେଇଛି – ନଗରପାଳ 

ଢ଼େଙ୍କାନାଳ- ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ଭୁବନ ।  କଂସା ପିତ୍ତଳ ବାସନ,ଦଶହରାରେ ଐତିହାସିକ ବଳଦ ଯାତ୍ରା ଭୁବନ ର ସ୍ଵତନ୍ତ୍ର ପରିଚୟ ହୋଇଥିବା ବେଳେ ଚଳିତ ବର୍ଷ  ଗଣେଶ ପୂଜାରେ ଶ୍ରୀକ୍ଷେତ୍ର ଧାମ ସାରା ରାଜ୍ୟରେ ଭୁବନ କୁ ନୁଆ ପରିଚୟ ଦେଇଛି ବୋଲି ନଗରପାଳ  ଶୁଭେନ୍ଦୁ କୁମାର ସାହୁ
Read More...

ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ : ସହର ଉପକଣ୍ଠ ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସୁନ୍ଦରୀଖାଲ ଠାରେ ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନଗେନ୍ କୁମାର ଦାସ ଅତିଥି ପରିଚୟ ସହିତ ସ୍ୱାଗତଭାଷଣ ପ୍ରଦାନ କରିବା
Read More...