Browsing Category

ଓଡିଶା

୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ “ବଜରଙ୍ଗ କ୍ଲବ୍‌”କୁ ୪ ପୁରସ୍କାର !

ଢେଙ୍କାନାଳ: ସ୍ୱେଚ୍ଛାସେବୀ ଅନୁଷ୍ଠାନ "ବଜରଙ୍ଗ କ୍ଲବ୍‌''କୁ ୭୯ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ବିଭିନ୍ନ ବର୍ଗରେ ୪ଟି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଜିଲ୍ଲାରେ
Read More...

ଯାଜପୁର – ଢେ଼ଙ୍କାନାଳ ଅବକାରୀ ବିଭାଗର ମିଳିତ ଚଢାଉ : ୪ ହଜାର ଲିଟର ଦେଶୀ ମଦ ଜବଦ !

ଢେଙ୍କାନାଳ : ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଅଞ୍ଚଳର ରଗଡ଼ା ଡ୍ୟାମ ନିକଟରୁ ବୁଧବାର ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ପୋଚ ଜବଦ ହୋଇଛି l ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଏଜ୍ଜ୍ୟୁକୁଟିଭ ମାଜିଷ୍ଟ୍ରେଟ କମଳା ମଲ୍ଲିକ ଏବଂ କାମାକ୍ଷା ନଗର ରେଞ୍ଜ,ଡେପୁଟି ସୁପରିଟେଣ୍ଡେଣ୍ଟ
Read More...

ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ : ଜିଲ୍ଲାବାସୀଙ୍କୁ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ !

ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଢ଼େଙ୍କାନାଳ ଜିଲ୍ଲା ବାସୀଙ୍କୁ ସମସ୍ତ ଶିଳ୍ପାନୁଷ୍ଠାନ ମାନେ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ
Read More...

ଆଇଆଇଏମସି ଢେଙ୍କାନାଳର ୩୩ତମ ପ୍ରତିଷ୍ଠା ଦିବସ !

– ବିଦ୍ୟାର୍ଥୀମାନେ ଗଣତନ୍ତ୍ରକୁ ନିକଟରୁ ଜାଣିବା ଜରୁରୀ – • ମନମୋହିଲା ସାନ୍ତାଳୀ ଓ ପାରମ୍ପରିକ ନୃତ୍ୟ ସଙ୍ଗୀତ ଢେଙ୍କାନାଳ : ଗଣତନ୍ତ୍ର ପ୍ରତିଟି ନାଗରିକଙ୍କୁ ସମାନ ଅଧିକାରର ସୁଯୋଗ ସହ ଚିନ୍ତାଧାରା ବିନିମୟ ଓ ପ୍ରଶ୍ନ ପଚାରିବାର ଅଧିକାର ଦେଇଛି | ଏଣୁ ସାମ୍ବାଦିକତା ଓ
Read More...

ଅହମଦିୟା ମୁସଲିମ ଜାମେ ମସଜିଦ ତଥା ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା !

ଢେଙ୍କାନାଳ : ୭୯ତମ ସ୍ୱାଧୀନତା ଦିବସର ପବିତ୍ର ପ୍ରଭାତରେ, ଗୁଣ୍ଡିଚାପଡ଼ାର ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ତ୍ରିରଙ୍ଗାର ଗରିମାମୟ ଝଲକେଣୀ ଦେଶପ୍ରେମର ଉତ୍ସାହକୁ ଚାରିପାସରେ ପ୍ରସାରିତ କରିଦେଲା।ଏହି ଅବସରରେ ଅହମଦିୟା ମୁସଲିମ ସମୁଦାୟ, ଗୁଣ୍ଡିଚାପଡ଼ାର
Read More...

ଦେଶପ୍ରେମ – ବିଶ୍ୱାସର ପ୍ରାଣ, ମାନବତାର ପ୍ରାଣଶକ୍ତି !

ଭାରତ ସ୍ୱାଧୀନତାର ୭୯ ବର୍ଷ ପୂରଣ କରିଛି। ଆମେ ସମସ୍ତେ ଏହି ଦିନକୁ ଅପାର ଆନନ୍ଦ, ଗର୍ବ ଓ କୃତଜ୍ଞତାର ସହ ପାଳନ କରୁଛୁ। ସ୍ୱାଧୀନତାର ଅମୃତ ମହୋତ୍ସବ ମାତ୍ର ଏକ ପର୍ବନୁହେଁ – ଏହା ଆମର ସଂଘର୍ଷ, ବଳିଦାନ ଓ ସ୍ୱପ୍ନମାନଙ୍କର ଗାଥା।ଏହି ଶୁଭ ଅବସରରେ, ଅହମଦିଆ ମୁସଲିମ ସମ୍ପ୍ରଦାୟ ସମସ୍ତ
Read More...

୬ତମ ବାର୍ଷିକ ଇଜତେମା ପରେ ଯୁବ-ବାଳକଙ୍କୁ ଗୌରବ ସମ୍ମାନ !

ଢେଙ୍କାନାଳ : ୯-୧୦ ଅଗଷ୍ଟ ୨୦୨୫ ରେ ପଙ୍କାଳ (ତିଗିରିଆ) ଠାରେ ଆୟୋଜିତ ମଜଲିସ ଖୁଦ୍ଦାମୁଲ ଅହମଦିୟା ଓ ଅତଫାଲୁଲ ଅହମଦିୟା (ଯୁବ ଓ ବାଳକ ସଂଗଠନ) ଜିଲ୍ଲା କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାର ୬ତମ ବାର୍ଷିକ ଜିଲ୍ଲା ସ୍ତରୀୟ ଇଜତେମାରେ ଅଂଶଗ୍ରହଣ କରିଥିବା ଜମାଅତ ଅହମଦିୟା ଗୁଣ୍ଡିଚାପଡ଼ାର
Read More...

ଆଇଆଇଏମସିରେ ‘ଭାରତର ପରିବେଶ ଓ ବନ୍ୟପ୍ରାଣୀଙ୍କ କାହାଣୀ’ ନେଇ ଆଲୋଚନାଚକ୍ର !

ପ୍ରକୃତି ସହ ଯୋଡ଼ି ହେବାକୁ ହେବ: ଡିଏଫଓ– ପ୍ରକୃତି ସଂରକ୍ଷଣ ନେଇ ଆଦିବାସୀ ଜନଜାତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଢେଙ୍କାନାଳ : ଆଦିବାସୀ ଜନଜାତି ପରିବେଶ ସହ ଅଧିକ ଜଡ଼ିତ ଥିବାରୁ ପ୍ରକୃତି ସଂରକ୍ଷଣ ନେଇ ସେମାନଙ୍କର ଅଧିକ ଜ୍ଞାନ ରହିଛି ଏବଂ ଜଙ୍ଗଲର ପକ୍ଷୀଙ୍କ ସ୍ୱରରେ ଅନୁପ୍ରାଣୀତ
Read More...

ବିନା ସୂଚନା ଫଳକ ଏବଂ ଅଧିକାରୀଙ୍କ ଅନୁପସ୍ଥିତିରେ ରାସ୍ତା କାମ : ବ୍ଳକ୍ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ !

ଢେଙ୍କାନାଳ: କାମ ହେବା ପୂର୍ବରୁ ଫଳକ ହେବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଫଳକ ନକରି କାମ କରାଯାଉଛି, ତାହା ପୁଣି ବିନା ଅଧିକାରୀଙ୍କ ଉପସ୍ଥିତିରେ। ଏପରି ଏକ ଘଟଣା ହିନ୍ଦୋଳ ବ୍ଳକ୍ ବୁହାଳିପାଳ ଅନ୍ତର୍ଗତ ଅଁଳାବେଡା ଠାରେ ଦେଖିବାକୁ ମିଳିଛି। କାମ ହେବା ପୂର୍ବରୁ ଫଳକ ହେବା ବାଧ୍ୟତାମୂଳକ
Read More...

ଭୁବନ ପ୍ରସିଦ୍ଧ ଗଣେଶ ପୂଜା ଶାନ୍ତି କମିଟି ବୈଠକ : ୨୦ ଟି ମଣ୍ଡପରେ ପୂଜା ପାଇବେ ଗଜାନନ, ୭ ରେ ମିଳିତ ଭସାଣି !

ଢେଙ୍କାନାଳ:ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନ ଏନ୍ ଏ ସି ସଭାଗୃହରେ କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ନିର୍ବାହୀ ଅଧିକାରୀ ଲୋକନାଥ ବେଜ,
Read More...